Latest Odisha News
Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୫)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ପିଲାମାନଙ୍କୁ ଆଣିବାକୁ ବସ୍ ଷ୍ଟପେଜକୁ ଚାଲିଗଲେ ସମ୍ଭବ। ସୁରେଖାକୁ ଚା କପ୍ ଟି ବଢ଼େଇ ଦେଇ ଆସ୍ଥା ଆଜି ତୁ କହ ଡିନର ରେ କଣ କରିବା । ତୋର ଆଜି କଣ ଖାଇବାକୁ ଇଚ୍ଛା ହେଉଛି କହ । ସୁରେଖା ଭାବବିହ୍ଵଳ ହୋଇ ମାଆ କେବେ ଦିନେ…

ଭାଷା ଭାଗବତ : ଭାଷାର ବିକାଶ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରାଚୀନ ଗ୍ରଂଥକୁ ଆଶ୍ରୟୀ ସ୍ବମତ ପ୍ରଚାର କରଇ ଏପରି ଦ୍ବିରୂପୀ ଲେଖକ ଗ୍ରଂଥପାଠୀଂକୁ ମଣେ ମୂର୍ଖ ପାଠକ ଯଦି ହୁଏ ହେୟ ସାହିତ୍ଯ ଲଭେନି ବିଜୟ ହୁଏ ଅଧିକ ଅବକ୍ଷୟ ମନରେ ଜାତ କରେ ଭୟ ଲେଖକ ପାଠକ ଉଭୟ…

ଅନୁବାଦ କବିତା : ବିରହ

ମୂଳ ରଚନା: ବୁଦ୍ଧଦେବ ବସୁ  ଭ୍ରମର, ଏ ଭ୍ରମର ଏତେ ଗୁଣୁ ଗୁଣୁ କାହିଁକି କରୁଛ ! ଘର ଭିତରେ ସଙ୍ଗୀତର ନିଆଁ ଲଗେଇ ଦେଉଛ ଭଗବାନ କରନ୍ତୁ ତୋ ଅଳି ନହେଉ ବ୍ୟର୍ଥ । ଭ୍ରମର, ଏ ଭ୍ରମର ତୁ ଟିକେ ତୋ ରାଗିଣୀ ବନ୍ଦ କର ମୋ ଛାତି ଭିତରେ ବାଜି ଉଠୁଛି ଆଉ ଜଣଙ୍କର ସ୍ଵର, ତୋ ପରି ସେ ବି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୪)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସେଦିନଠାରୁ ଆଜି ଯାଏ ପୁରା ବ୍ୟସ୍ତ ଭିତରେ ଥିଲି । କାମର ଚାପାରେ ଭାବିଲି ମୋତେ ନେଇ କେତେ କଣ ଭାବୁଥିବେ , କାଳେ ମୁଁ ମିଛ କହୁନଥିବି ବୋଲି କିଏ ଜାଣିଲା । ଆଜି ଟିକେ ଫ୍ରି ହୋଇ ତୁମ ପାଖକୁ ଏସବୁ ପଠେଇଲି । ଜାଣେ ଏସବୁ…

ଭାଷା ଭାଗବତ : ଭାଷାର ବିକାଶ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରାଚୀନ ଗ୍ରଂଥକୁ ଆଶ୍ରୟୀ ସ୍ବମତ ପ୍ରଚାର କରଇ ଏପରି ଦ୍ବିରୂପୀ ଲେଖକ ଗ୍ରଂଥପାଠୀଂକୁ ମଣେ ମୂର୍ଖ ପାଠକ ଯଦି ହୁଏ ହେୟ ସାହିତ୍ଯ ଲଭେନି ବିଜୟ ହୁଏ ଅଧିକ ଅବକ୍ଷୟ ମନରେ ଜାତ କରେ ଭୟ ଲେଖକ ପାଠକ ଉଭୟ…

ମୋହ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ମୋହର ଅନ୍ୟ ନାମ ଅଜ୍ଞତା । ସଂସାରରେ ଅନେକ ଲୋକ ମୋହରେ ଅନ୍ଧପୁଟୁଳି ବାନ୍ଧିଦିଅନ୍ତି । ଯେପରି ବିଜୁଳିକୁ ଛୁଇଁବା ଦ୍ବାରା ଆଘାତ ଲାଗେ ବା ଦୂରକୁ ଫିଙ୍ଗି ଦିଏ । ସେହିପରି ମୋହ ହେତୁ କ୍ରୋଧ ତାକୁ ହତ୍ୟା କରେ ଏବଂ ଅନ୍ୟଟି ନିରାଶା…

କବିତା : ଆଖି ମୋ ସାକ୍ଷୀ

ରାଜ କିଶୋର ନାୟକ  ମୋ ମନ ଆକାଶେ ବନ୍ଧ୍ୟା ତାରା ତୁମେ ଉଜୁଡା ନୀଡର ପକ୍ଷୀ ଫଟା ବଇଁଶୀର ବେସୁରା ରାଗିଣୀ ସାକ୍ଷୀ ମୋ ଦୁଇଟି ଆଖି ।। ଦଦରା ନାଆରେ ଦରୋଟି ନାଉରୀ ତୁମେ ମୋତେ କରିଦେଲ ଉନ୍ମାଦନା ଥିଲା ମନ ଶରୀରରେ ବିଜନତା ଭରିଦେଲ । କଳ କଳ ମନ ଝରଣା ଶୁଖାଇବାକୁ ସାଥି କଲ…

କବିତା : ସୂର୍ଯ୍ୟାସ୍ତର ଆର ପାଖେ

ସୁଜାତା ମିଶ୍ର ସୂର୍ଯ୍ୟାସ୍ତର ଆର ପାଖେ ତୋଳିବା କି ଘର...! ଛାଇ ଆଲୁଅରେ ଘେରା ଦୂର ପାହାଡ଼ ଚୂଡ଼ାରେ.. ଭସା ମେଘର ଯାଯାବରୀ ଅଳସ ମାୟାରେ ସମ୍ମୋହିତ ଗୋଧୂଳିର କୋଳେ ଖେଳିବା ବୋହୁବୋହୁକା ଖେଳ..! ଅଝଟ ପଣର ଜହ୍ନ ଫୁଲେଇ ତାରାଙ୍କ ମେଳେ.. ରଚିବା ପାପ- ପୁଣ୍ୟର କଣ୍ଢେଇ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୩)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଏପଟେ ନିଜେ ଗଡପଡ଼ ହେବାପାଇଁ ବିଛଣାକୁ ଗଲା । ସେ ଥକି ପଡିଥିଲା ଜୀବନର ଜଉଘରେ । କେତେ କାହା କଥା ଭାବିବ ? କେଉଁଟା ଠିକ କେଉଁଟା ଭୁଲ । କିଏ ଭୁଲ କିଏ ଠିକ କାହାକୁ ବାଛିବ! କାହାକୁ ଅବିଶ୍ୱାସ କରିବ ଯାହାକୁ ଜୀବନ ଦେଇ…

ଭାଷା ଭାଗବତ : ସ୍ଥିର ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବହିରେ ଲେଖା ସ୍ଥିର ଜ୍ଞାନ ନୁହେ ତ ପ୍ରତ୍ୟକ୍ଷ ଅର୍ଜନ କରିଲେ ପୁନଶ୍ଚ ଲିଖନ ଭାଷାର ମାନ ହୁଏ କ୍ଷୁଣ୍ଣ ଜ୍ଞାନକୁ କରିଲେ ଆବଦ୍ଧ ମେଧା ହୋଇଲେ ଅବରୁଦ୍ଧ ସେହି ମେଧାର ଉତ୍ପାଦନ ହୁଅଇ ଯାଚ୍ଛାତା ସମାନ ଯେ ସତେ…