Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୬)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ରାତିପାହି ନଥିଲା ,ଭୋର ପାଞ୍ଚଟା ବାଜିଲା । ଆସ୍ଥା ଉପବନ ଭିତରେ ହଜି ଯାଇଥିଲା ! ପିଲାମାନେ ସନ୍ଧ୍ୟା ବେଳୁ ଶୋଇପଡିଥିଲେ ତେଣୁ ଶିଘ୍ର ଉଠି ପଢି ବସି ପଡିଲେଣି । ସମ୍ଭବ ରହି ରହି ମନେ ପଡୁଛନ୍ତି ,କଣ କରୁଥିବେ କେଜାଣି !…

ଭାଷା ଭାଗବତ : ଶୁଦ୍ଧ ଜ୍ଞାନାଲୋକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅନାବଶ୍ୟକ ପୁନରୁକ୍ତି ମୁଖ୍ୟତଃ କରେ ଯେଉଁ ବ୍ୟକ୍ତି ତାହାର ଭାବିବାର ଶକ୍ତି ପାଏନାହିଁ ମନରୁ ମୁକ୍ତି ପୁନର୍ଲିଖନକାରୀ ଲୋକ ପାଏନି ଶୁଦ୍ଧ ଜ୍ଞାନାଲୋକ ସଦ୍ୟ ଅର୍ଜିତ ଶୁଦ୍ଧଜ୍ଞାନ ତା ପାଇଁ ସପନ ସମାନ ମନକୁ…

ସ୍ୱଳ୍ପ ଗଳ୍ପ : ଏମିତି ବି ଏକ ଯନ୍ତ୍ର

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୦ ଗୋଟିଏ ବିଶେଷ ଯନ୍ତ୍ରକୁ କେନ୍ଦ୍ରକରି ଆଜିର କଥା । ଭାରି ଅଦ୍ଭୁତ ଲାଗିବ ଯେତେବେଳେ ଆମକୁ କୁହାଯିବ ଯେ,ଏଇ ଯନ୍ତ୍ରଟି ଅସଲରେ ସୁଖ ପ୍ରସବ ପାଇଁ ଉଦ୍ଭାବନ କରାଯାଇଥିଲା। ସୁଖ ପ୍ରସବ ମାନେ ଏହା କୌଣସି ମାନବେତର…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୫)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ କେତେବେଳୁ ଫୋନଟି କଟି ସାରିଥିଲା ଜଣାନଥିଲା । ଧ୍ୟାନସ୍ଥ ମୁଦ୍ରାରେ ଫୋନଟିକୁ ଧରି ସେମିତି ଛିଡା ହୋଇ ଥିଲା ଆସ୍ଥା !! ପିଲାମାନେ ସ୍କୁଲରୁ ଆସି କେତେ ଡାକିଲା ପରେ ଯାଇ ପ୍ରକୃତିସ୍ଥ ହେଲା ! ମାମା ଭୋକ ମାମା ଭୋକ କହି…

କବିତା : ପ୍ରୀତି ଦୀପାଳି

ରମାକାନ୍ତ ନାୟକ ନିଶବ୍ଦ ରାତ୍ରିର ଗଭୀର ଅନ୍ଧାରେ ଧାରାଗାମୀ ଆତ୍ମା ସମୂହ ତଥା କଥିତ ବଡ଼ ବଡୁଆଙ୍କ ଦେବଜ୍ୟୋତି ଆତ୍ମା, ମୋକ୍ଷ ପ୍ରାପ୍ତିର ଆଶେ, ପ୍ରୀତି ଦୀପାଳିର ଶ୍ରଦ୍ଧା ପ୍ରେମାଲୋକରେ ଆସନ୍ତି ପଇଁଆ ଖାଡ଼ିର ଜ୍ୟୋତିରେ ଆର୍ଶୀବାଦ ଉଜାଡି ଦେବାକୁ ଆଜିର ଦିନରେ । ଆସ ଆହେ…

ଭାଷା ଭାଗବତ : ଭାଷାର କାହାଣୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମଣିଷ ଭାଷାବଂତ ପ୍ରାଣୀ ଅଗ କି ମୂଳକୁ ନ ଜାଣି ଉଦ୍‌ଗାରେ ଅନର୍ଗଳ ବାଣୀ ଏହା ତା ଭାଷାର କାହାଣୀ ଅତ୍ୟୁକ୍ତି ଅଥବା ଅଳ୍ପୋକ୍ତି କରିଲେ ସୁଜ୍ଞାନର ମତି ଜ୍ଞାନ ହିଁ ଭୋଗେ ସବୁ କ୍ଷତି ଭାଷା କରେନି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୪)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଯେହେତୁ ମୁଁ ଆଇ ଆଇ ସି ପୋଷ୍ଟରେ ଅଛି, ମୋର ବି ଭଲ ଖାତିର । ସବୁଆଡୁ ପ୍ରେସର ପକେଇ କଥାଟାକୁ ଚାପି ଦେଲି ! ଆଇନ କାନୁନ ତା ବାଟରେ ଗଲା ମୋ କଥା ମୋ ବାଟରେ ! ନେହେଲେ ଆଜିକାଲି ମିଡିଆର ଡାହାଳ ଆଖିରୁ ଖବର ଲୁଚିବା କି…

କବିତା : ଶୁଭ ଦିପାବଳୀ

ପ୍ରଫୁଲ୍ଲ କୁମାର ହୋତା ଦିପାବଳୀ ଅଟେ ଆଲୋକର ପର୍ବ ଗାଆଁ ଗହଳି ହସୁଛି କାଉଁରିଆ କାଠି ଆଲୁଅରେ ପର୍ବ ସଭିଙ୍କୁ ସ୍ଵାଗତ କରୁଛି। ଆଲୋକର ପର୍ବ ଆମ ଦିପାବଳୀ ସଂସ୍କୃତିର ଗାଥା କହୁଛି ପ୍ରଭୁ ରାମଚନ୍ଦ୍ର ରାବଣ ନିଧନ ଅଯୋଧ୍ୟା ସାକ୍ଷୀ ରହିଛି। ଆମେ ସାବଧାନ ହୋଇବା ସଭିଏଁ ଆଲୋକ…

ଭାଷା ଭାଗବତ : ଭାଷାର କାହାଣୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମଣିଷ ଭାଷାବଂତ ପ୍ରାଣୀ ଅଗ କି ମୂଳକୁ ନ ଜାଣି ଉଦ୍‌ଗାରେ ଅନର୍ଗଳ ବାଣୀ ଏହା ତା ଭାଷାର କାହାଣୀ ଅତ୍ୟୁକ୍ତି ଅଥବା ଅଳ୍ପୋକ୍ତି କରିଲେ ସୁଜ୍ଞାନର ମତି ଜ୍ଞାନ ହିଁ ଭୋଗେ ସବୁ କ୍ଷତି ଭାଷା କରେନି ଅଗ୍ରଗତି…

ଅନୁବାଦ ଗଳ୍ପ : ଦର୍ପଣ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୫ ମୂଳ ପଞ୍ଜାବୀ: ଗୁରୁଦେବ ସିଂହ ରୂପାନା  ଯୁବକଟି ସିନା ଦେଖିବାକୁ ପତଳା, ହେଲେ ପୂରା ଖେଳୁଆଡ଼ ଚେହେରା । ବୟସ ପଚିଶ ପାଖାପାଖି ହେବ । ଦେହର ରଙ୍ଗ ମାଜିଲା ତମ୍ବା ପରି ଦାଉଦାଉ । ତା’ ନାଁ ଡେନିସ୍ । ସେ ପ୍ୟାରିସରୁ ଆସିଥିଲା ବିଂଶ…