Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୭)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଏମିତି ସବୁ କଥା ତା ମନକୁ ଖୁବ ଭାରାକ୍ରାନ୍ତ କରି ପକାଉଥିଲା ! ଦିନ ଏଗାର ଟା ରୁ ଦିହିପହର ହୋଇଗଲା ! ହେଲେ  ?ବିଛଣାରେ ପଡି ପଡି , ବ୍ୟସ୍ତ ହୋଇ ହୋଇ ହାଲ୍କା ଆଖି ଲାଗିଯାଇଥିଲା ଆସ୍ଥାର । ହଠାତ୍ ସେଲ୍ ଫୋନଟି ଅତର୍କିତ…

ଭାଷା ଭାଗବତ : ଶବ୍ଦହରା ମତାମତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଧରାବଂଧା ମତ, ଅମତ ହେଲେ ହେଁ କଥିତ, ଲିଖିତ ତା ଯୋଗୁଁ ଭାଷା କି ସାହିତ୍ୟ କେବେ ତ ହୁଏନି ଆଦୃତ ' ଭଲ, ବଢ଼ିଆ, ଚମତ୍କାର ' ଭଳିଆ ଶବ୍ଦ ବ୍ୟବହାର କରି ଜଣାଉଁ ଅଭିମତ ସାହିତ୍ୟ ହୁଏନି ବିସ୍ତୃତ ଶ୍ରଦ୍ଧା ସହିତ…

ସାହିତ୍ୟ, ନିଜ ଗତିପଥ ନିଜେ ନିର୍ଦ୍ଧାରଣ କରେ : ଶତ୍ରୁଜିତ

ଓଡ଼ିଶା ସାହିତ୍ୟରେ ଜଣେ ଅଗ୍ରଣୀ ଲେଖକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଶତ୍ରୁଜିତ ( ଦିଲୀପ ମିଶ୍ର )। ସ୍ତମ୍ଭ , ଗଳ୍ପ , କବିତା, ଫିଚର, ଭଳି ଓଡ଼ିଆ ସାହିତ୍ୟର ବିବିଧ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିପୁଳ ପାଠକୀୟ ଆଦୃତି ଲାଭ କରିଛନ୍ତି ସେ। ତାଙ୍କ…

ଅନୁବାଦ ଗଳ୍ପ : ଅଟକି ରହିବାର ମୋହ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୪ ମୂଳ ଇଂରାଜୀ: ଖୁସୱନ୍ତ ସିଂହ ପ୍ରଥମ ଥର ଲାଗି କେନେଥ୍ ଟାଇସନଙ୍କୁ ମୁଁ ଭେଟିଥିଲି ଜିମଖାନା କ୍ଲବର ଲାଉଞ୍ଜରେ । ମୋର ସ୍ପଷ୍ଟ ମନେଅଛି ସେଦିନ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ । ସେଇଦିନ ଭାରତ ସ୍ୱାଧୀନତା ହାସଲ କରିଥିଲା ।…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୬)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସମୟ ! ଓଃ ! ଯେତେ ନିଜକୁ ସେଇ ରହସ୍ୟମୟ ଖାଇ ଭିତରୁ ବାହାର କରିବାକୁ ଚେଷ୍ଟା କରୁଛି ଆସ୍ଥା ସେତେ ସେତେ ଧସେଇ ହୋଇ ପୁଣି ପଶି ଯାଉଛି ! ଭାରି ଅଜବ ଏ ଜୀବନ ! ନା ଆଉ ନୁହେଁ , ମତେ ଏଥିରୁ ସମ୍ପୂର୍ଣ୍ଣ ଭାବରେ କେମିତି…

ଭାଷା ଭାଗବତ : କୃତିର ମହତ୍ତ୍ୱ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନିଂଦା ଶୁଣିଲେ ବାରଂବାର ସଂକଳ୍ପ ନିଂଦିତ ଲୋକର ହୁଏ ଅଧିକ ଦୃଢ଼ୀଭୂତ ସେ ରହେ ସ୍ବେଚ୍ଛା କର୍ମରତ ନିଂଦାଗର୍ଭିତ କଟୁବାଣୀ ଯେତେ ଲୋକ ଥାଆଂତି ଶୁଣି କର୍ମର ପରିଣାମ ଦେଖି ହୁଅଂତି ସଂକଳ୍ପର ସାକ୍ଷୀ ନିଂଦା…

କବିତା : ମୁକ୍ତି

ସ୍ନେହଲତା ଦାସ ଲେଙ୍କା ଖୁବ୍ ଆକ୍ତାମାକ୍ତା ଲାଗେ ଦି'ପହରର ଏ ଖରାବେଳଟା ଲଟ୍କିଯାଏ ଛାତି ଭିତରେ ଭାକୁର କଣ୍ଟାଭଳି କିଛି ଗୋଟେ ଲକ୍ଷ୍ମଣର ଗାର ପରି ଏରୁଣ୍ଡି ଡେଇଁବାକୁ ସାହସ ପାଏନା ମୁଁ ଯେ ନାରୀ... ମୋତେ ଗାର ଡେଇଁବା ମନା ॥ ଶିରାପ୍ରଶିରାରେ ବହିଯାଉଛି ମନତଳର…

ଭାଷା ଭାଗବତ : ଉନ୍ନତ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କରି ଅଧିକ ଯୁକ୍ତିତର୍କ କାଟିଲେ ଅନେକ ସଂପର୍କ ଏକାକୀ ହୋଇଯାଏ ବ୍ୟକ୍ତି କ୍ରମଶଃ କମେ ତା'ର ଶକ୍ତି କଥା କହି ଯେ ଥାଏ ଜିତି କାମ ବେଳକୁ ସହେ କ୍ଷତି ସର୍ବଦା ତର୍କପରାୟଣ ଲୋକ ହିଁ ହୁଏ ହଇରାଣ ନିଜର ଯୁକ୍ତି…

ନିଜ ଢୋଲ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ପାକୁଆ ବାବୁ ବଡ଼ ଭଦ୍ର ଭାରି ଭଲଲୋକ । ଯୋଉଠି କି ଗଲେ, ଯାହାପାଖେ ବସିଲେ କି ମଞ୍ଚକୁ ଉଠିଲେ.. ନିଜ ଢୋଲ ବହୁତ ବଢିଆ ବଜେଇ ଶ୍ରୋତାଙ୍କ କାନକୁ ତାବଦା କରିପାରନ୍ତି । ଆଉ ଯିଏ ତାଙ୍କୁ ମଞ୍ଚରେ ନବସେଇଲା.. ଅତି ସୁନ୍ଦରଭାବେ ଯାଚ୍ଛାତା କରି ଗାଳିଦେଇ…