Latest Odisha News

BREAKING NEWS

Browsing Category

ସାହିତ୍ୟ

ଅନୁବାଦ ଗଳ୍ପ : ଶରଣାର୍ଥୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୧ ମୂଳ କନ୍ନଡ଼: ଏଚ ଭି ସାବିତ୍ରାମ୍ମା  ଏଇ ଗଲା ଦି’ ସପ୍ତାହ ତଳେ ଚନ୍ଦ୍ର ତା’ର ଶ୍ୱଶୁର ଘରକୁ ଫେରିଥିଲା । କିନ୍ତୁ ସେ ଯେଉଁ ଭୟଙ୍କର ପରିସ୍ଥିତିର ସାମ୍‌ନା କରି ଆସିଥିଲା, ତା’ ମନରୁ ସେ ସ୍ମୃତି ଲିଭି ନ ଥିଲା । ସେଥିରୁ ସେ…

କୁଳାଙ୍ଗାର ଉବାଚ : ବାବାଜୀ ମଞ୍ଜି

କୁଳାଙ୍ଗାରଙ୍କ ବ୍ୟଙ୍ଗ କବିତା ଛାତ୍ରୀନିବାସକୁ ସରସ ସୁନ୍ଦର କରିବା ପାଇଁ ପ୍ରଫେସର ପୋତିଥିଲେ ଗଛ ନର୍ସରୀରୁ ନେଇ I ପାଣି ଦେଲେ ତା ମୂଳରେ ଖାତା ସାର ଦେଲେ ଗଛମାନେ କିନ୍ତୁ ଆଦୌ ବଡ ନହୋଇଲେ! ଗଛଟେ ଉପାଡି ଧରି ବଡ ବିରକ୍ତରେ ପ୍ରଫେସର ପହଁଚିଲେ ନର୍ସରୀ ଭିତରେ I ଚଢାଗଳାରେ…

ଭାଷା ଭାଗବତ : ଭାଷାର ସ୍ଥଳ, କାଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷା ତ ପ୍ରାଚୀନ ବିଜ୍ଞାନ ଏଯାଏଁ ରହି ବିଦ୍ୟମାନ ଆଚ୍ଛନ୍ନ କରେ ଜନ ମନ ମନୁଷ୍ୟ ମାତ୍ରେ ଭାଷାଧୀନ ଅନୁଭୂତିରୁ ନେଇ ଶିକ୍ଷା ଲୋକେ କରଂତି ଭାଷା ରକ୍ଷା ହେଉ କି ନ ହେଉ ପରୀକ୍ଷା ସର୍ବଦା ଚାଲୁଛି ସମୀକ୍ଷା ଭାବ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୪)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ କ'ଣ ହୋଇପାରେ ସମ୍ଭବଙ୍କର ଏ ପରିବର୍ତ୍ତନର କାରଣ ! ମନେ ମନେ ଭାଳି ହେଉଥିଲା ଆସ୍ଥା । ଏମିତି ଅନ୍ୟମନସ୍କତା ଭିତରେ ଗାଡ଼ି ଯାଇ ଲାଗିଥିଲା ,ସହରର ଜଣାଶୁଣା ମାନସିକ ଚିକିତ୍ସକ ଡ଼ଃ. କେଶବ କରଙ୍କ କ୍ଲିନିକ ଆଗରେ ! ଆସ୍ଥାର…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୩)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସମ୍ଭବ ଅନୁଭବ କରୁଛନ୍ତି ଆସ୍ଥା ପ୍ରକୃତରେ ଠିକ ନାହାନ୍ତି ! ପିଲାମାନେ ବି ଅନୁଭବ କଲେଣି ମାମାଙ୍କର କିଛି ଗୋଟେ ହୋଇଛି ! ପାପାଙ୍କୁ କହି କିଛି ଗୋଟେ କରିବାକୁ ପଡିବ ! କଣ ବି କରିବେ ସେମାନେ ? କୁନି ପିଲା ,ଏପଟେ କରୋନାର…

ଭାଷା ଭାଗବତ : ଯୁକ୍ତି ଓ ପ୍ରଯୁକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଥିଲା ଗୋଟିଏ ଧନୀ ତ୍ପଲା କାହାଠୁଁ କିଛି ନ ଶିଖିଲା ବାପକୁ ବାଧିତ୍ନ ଏ କଥା କରିତ୍ନ ଆଉ ବେଶି ଚିଂତା ଏବେ ରହୁଛି ଘରେ ବତ୍ସ ଧନ ରଖିଛି ବୋଲି ଖୁତ୍ସ * ଖି ଥି ଧି ଧାରାରେ ତ୍ନ ତ୍ପ ତ୍ମ ନୁହେ କି ସତରେ ନି ପି ମି ?…

କବିତା : ପ୍ରେମ ଏକ

ମିନାକ୍ଷୀ ଦ୍ବିବେଦୀ    ଜୀବନ ନଈର ସାୟାହ୍ନରେ ଉଆଁସି ଜହ୍ନ ତାର ଅବାଞ୍ଛିତ ପ୍ରଶ୍ନ... ପ୍ରେମ ତ ଥିଲା ତା ଶାଶ୍ବତ ଆତ୍ମାର ତାର ପବିତ୍ର ଭାବନା ର, ତା ର ଅସଂଖ୍ୟ ଫୁଲ ଫୁଟା ହସର, ଆଜି ସେ ପ୍ରେମର ନିରୀହ ଦୀର୍ଘଶ୍ଵାସରୁ ପବନ ଚାଲିଯାଏ ଜ୍ୟୋସ୍ନା ର ବାୟୁକୋଷକୁ, ଆଉ ବର୍ଷ…

ବିଶିଷ୍ଟ ପାଲା କଳାକାର ପଣ୍ଡିତ ନାରାୟଣ ଦାଶଙ୍କ ପରଲୋକ

ଭୁବନେଶ୍ୱର : ବାଲିଅନ୍ତା ନିକୁଞ୍ଜବିହାରୀ ମନ୍ଦିରର ମୁଖ୍ୟ ପୂଜକ, ବିଶିଷ୍ଟ ପାଲା କଳାକାର, ଗାନ୍ଧିବାଦୀ ଚେତନାର ପ୍ରବକ୍ତା ପଣ୍ଡିତ ନାରାୟଣ ଦାଶଙ୍କର ୯୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । କିଛି ଦିନ ଧରି ବାଦ୍ଧକ୍ୟ ଜନିତ ରୋଗରେ ସେ ପୀଡ଼ିତ ଥିଲେ । ସ୍ୱର୍ଗତଃ ଦାଶଙ୍କର ପରଲୋକ ଖବର ପାଇ…

ଅନୁବାଦ କବିତା : ଏକା ହୋଇଯାଅ

ମୂଳ ରଚନା : ମହାଦେବ ସାହା ସଙ୍ଗହୀନ ଗଛ ପରି ଏକା ହୋଇଯାଅ ଠିକ ବ୍ୟଥାରେ ମଗ୍ନ କଏଦୀ ପରି ଅସହାୟ ନିର୍ଜନ ନଦୀ ସମ ହୋଇଯାଅ ତୁମେ ଆହୁରି ପୃଥକ, ବିଚ୍ଛିନ୍ନ ସ୍ୱତନ୍ତ୍ର, ସ୍ୱାଧୀନ, ଖଣ୍ଡ ଖଣ୍ଡ ୟୁରୋପର ମାନଚିତ୍ର ପରି; ଅଲଗା ହୋଇଯାଅ ସବୁ ସଙ୍ଘଠାରୁ…

ଭାଷା ଭାଗବତ : କଥିତ ଭାଷା ସ୍ବାଭାବିକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମନ ଗୋଟିଏ, ସ୍ଥାନ ଭିନ୍ନ ହେଲେ ବି ଭାଷା ଶ୍ରୀସଂପନ୍ନ କରଂତି ଯେଉଁଠି ସ୍ବଭାଷୀ କେହି ପାରେନି ଭାଷା ନାଶି ସ୍ବଭାଷା ଘର କୋଣେ ଛାଡ଼ି କେହି ଯାଏନି ଦୂରେ ଉଡ଼ି ଯେଉଁଠି ଥିଲେ ବି ସ୍ବଭାଷା ଜଗାଏ ସୁଦୃଢ଼ ଭରସା…