Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଶବ୍ଦାଡ଼ଂବର ପ୍ରଦର୍ଶନୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୪ ଶବ୍ଦାଡ଼ଂବର ପ୍ରଦର୍ଶନୀ କରଂତି ଅଳ୍ପ କିଛି ଜାଣି ତାଂକର ସୁମଧୁର ବାଣୀ ଦୁର୍ବୋଧ୍ୟତା ହିଁ ପାରେ ବୁଣି ଏପରି ଲେଖକ ଓ କବି ବାସ୍ତବତାର ଅନୁଭବୀ ନ ହୋଇ ଆଂକି ଶବ୍ଦଛବି ହୁଅଂତି ପ୍ରାୟ ଅପ୍ରଭାବୀ ଶବ୍ଦକୋଷଟି ପାଖେ ରଖି…

‘ଅମିତ୍ ଶାହା ଓ ବିଜେପିର ଯାତ୍ରା’ ପୁସ୍ତକର ଓଡ଼ିଆ ସଂସ୍କରଣ ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ବ୍ଲୁମବରି ଦ୍ୱାରା ପ୍ରକାଶିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜୀବନୀ ଉପରେ ଲିଖିତ ‘ଅମିତ୍ ଶାହା ଓ ବିଜେପିର ଯାତ୍ରା’ ପୁସ୍ତକର ଓଡ଼ିଆ ସଂସ୍କରଣ ସ୍ଥାନୀୟ ଏକ ଘରୋଇ ହୋଟେଲରେ ଉନ୍ମୋଚିତ ହୋଇଯାଇଛି । ଏହି ଉନ୍ମୋଚନ ଉତ୍ସବରେ କେନ୍ଦ୍ର ମନ୍ତ୍ରୀ…

ଭାଷା ଭାଗବତ : ଭାଷାର ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୩ କବିତା ପଢ଼ି ଜଣେ କବି ପାରେନି ନୂଆ କିଛି ଭାବି ଅନୁକରଣ ବାରଂବାର ହୁଅଇ ଅଭ୍ୟାସ ତାହାର ଅନ୍ୟ କବିର ପଛୁଆଳ ହୋଇ ବିତାଇ ଦିନକାଳ ଗଢ଼ିଲେ ପ୍ରଶଂସକ ଗୋଷ୍ଠୀ ତହିଁରୁ ପାଏ ସେ ସଂତୁଷ୍ଟି ବାସ୍ତବ ଜୀବନ ସହିତ ନ ହୋଇ କେବେ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୩୭)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ " ଏବେ ମୁଁ ଠିକ୍ ବୁଝି ପାରୁଛି ସୀତା ହରଣର ରହସ୍ୟ। " କୈଳାସ ପର୍ବତରେ ଧ୍ୟାନସ୍ଥ ଈଶ୍ୱରଙ୍କୁ ସ୍ମିତ ସ୍ମିତ ହସୁଥିବା ଦେଖି ପାର୍ବତୀ ପଚାରିଲେ, " ପ୍ରଭୁ ! ଏପରି ଆନନ୍ଦିତ ହେବାର କାରଣ କ'ଣ ? " ଅର୍ଦ୍ଧନାରୀଶ୍ୱର କହିଲେ, "…

ସମାଜ ପ୍ରତି ଥିବା ଅନୁସନ୍ଧିତ୍ସାପଣ ହିଁ ସ୍ରଷ୍ଟାର ସୃଷ୍ଟିକୁ କାଳଜୟୀ କରିଥାଏ : ବିଭୁତି ପଣ୍ଡା

ସମକାଳୀନ ଓଡ଼ିଆ ସାହିତ୍ୟରେ ଏକ ଶ୍ରସଦ୍ଧ ଉଚ୍ଚାରଣ 'ବିଭୁତି ପଣ୍ଡା' । ତାଙ୍କର ପ୍ରତ୍ୟେକ ସୃଷ୍ଟିରେ ଥାଏ ଅନେକ ସାହିତ୍ୟର ଅନେକ ଅନାଲୋଚିତ ଦିଗ ଓ ପୁଣି ତାର ଆଲୋଚନା । କବିତା ଓ ଗଳ୍ପରୁ ତାଙ୍କ ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରବନ୍ଧ ରଚନାରେ ସେ ସିଦ୍ଧହସ୍ତ । ପ୍ରବନ୍ଧର…

ଭାଷା ଭାଗବତ : ମାଟିଲଗ୍ନ ଭାଷା ସୁସଂପନ୍ନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୨ ମାତୃଭାଷାକୁ ଭାବି ନ୍ୟୂନ ନ କଲେ ପଠନ ଲିଖନ କ'ଣ ହୁଏ ଯେ ଭାଷାବସ୍ଥା ଦେଖିଲେ ବି ପଶେନି ଚେତା ଉଦ୍ଧୃତ ବାଣୀର ମହତ୍ତ୍ୱ ବୁଝି ପାରେନି ବ୍ୟକ୍ତି ଚିତ୍ତ ସଂସର୍ଗ ହେଲେ ବ୍ୟକ୍ତିଗତ ସର୍ବେ ହୁଅଂତି ଉପକୃତ ପ୍ରତ୍ୟକ୍ଷ…

କବିତା : ବାହୁଡ଼ି ଆସ

ବନ୍ଦନା ପଣ୍ଡା  ସମସ୍ତେ କହୁଛନ୍ତି ଆଜି ମୁଁ କୁଆଡ଼େ ଅତି ମନଲୋଭା ଦିଶୁଛି ମୁଖରେ ମୋ ଝଟକୁଛି ଅସ୍ତରବି ଚନ୍ଦ୍ରମାର ସ୍ୱର୍ଣ୍ଣ ନାଲି ଆଭା... ପ୍ରଭୁ ମୋର! ବାହୁଡ଼ି ଆସ ଦେଉଳକୁ ଆମ ଦଶ ଦିନ କଣ କମ୍ ହେଲାଣି? ରାତି ରାତି ଉଜାଗର ରହି ସତରେ, ଦଶଟା ଯୁଗ ବିତିଲାଣି...!…

ଧାରାବାହିକ ଉପନ୍ୟାସ : ସୁଲୋଚନା (୩୬)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଦୀର୍ଘଶ୍ଵାସ ଛାଡ଼ି ସରମା କହିଲେ, " ସ୍ୱାମୀ ବିଦ୍ୟୁତ୍ ଜିହ୍ଵାଙ୍କ ବଧ ପରେ ସୂର୍ପଣଖା ଲଙ୍କା ଛାଡି ଅରଣ୍ୟ ମଧ୍ୟରେ ସମୟ ବିତାଉଥିଲେ। ଯେତେବେଳେ ସେ ଦଣ୍ଡକାରଣ୍ୟ ମଧ୍ୟରେ ରାମ,ଲକ୍ଷ୍ମଣଙ୍କୁ ଦେଖିଲେ ଏବଂ ଜାଣିଲେ ଯେ ଏହି…

ବନ୍ଦନା ପଣ୍ଡାଙ୍କର ପ୍ରଥମ କବିତା ସଙ୍କଳନ ‘କୁହୁଡ଼ିବଣ’ ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା 'ପେନ ଇନ ବୁକସ' ଆନୁକୂଲ୍ୟରେ କବୀ ବନ୍ଦନା ପଣ୍ଡାଙ୍କର ପ୍ରଥମ କବିତା ସଙ୍କଳନ 'କୁହୁଡ଼ିବଣ' ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି । ପୂର୍ବରୁ ଅନେକ ପତ୍ର ପତ୍ରିକାରେ କବୀ ଶ୍ରୀମତୀ ପଣ୍ଡାଙ୍କର ଅନେକ କବିତା…

ଗଳ୍ପ : ହଜିଯାଇଥିବା ମାନଚିତ୍ର

ଚୌଧୁରୀ ବରଦାପ୍ରସନ୍ନ ଦାସ ନିଦ ମଳମଳ ଆଖିରେ ତରବରରେ ପ୍ଲାଟଫର୍ମକୁ ଓହ୍ଲେଇପଡି ଲତିଫ୍ ଦେଖିଲେ ଯେ ଷ୍ଟେସନର ନାଁ ଭୁବନେଶ୍ୱର। ଗତ ରାତିରେ ସେ କଲିକତାରୁ ପୁରୀ ଏକ୍ସପ୍ରେସ ଟ୍ରେନ୍‌ରେ ବସିଥିଲେ ଭଦ୍ରକରେ ଓହ୍ଲାଇବା ପାଇଁ। କିଛି ସମୟ ଉନ୍ନିଦ୍ର ରହିବା ପରେ କେତେବେଳେ ଗଭୀର ନିଦ ତାଙ୍କୁ…