Latest Odisha News

BREAKING NEWS

Browsing Category

ସାହିତ୍ୟ

ଓଡ଼ିଆ-କନ୍ନଡ଼ ଜାତୀୟ ଅନୁବାଦ କର୍ମଶାଳା ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ, କର୍ଣ୍ଣାଟକ ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଚାରିଦିନିଆ ଓଡ଼ିଆ-କନ୍ନଡ଼ ଜାତୀୟ ଅନୁବାଦ କର୍ମଶାଳା ଉଦ୍‍ଯାପିତ ହୋଇଛି । ଏନ୍‍. ନାଗାରାଜୁଙ୍କ ପୌରୋହିତ୍ୟରେ…

ସ୍ୱଳ୍ପ ଗଳ୍ପ : କାୱାଗୋଇଙ୍କ ଘଣ୍ଟା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୦ ଘଣ୍ଟାଟି ବନ୍ଦ ହୋଇ ଗଲା। ଚିରଦିନ। ବନ୍ଦ ହେଲା ବେଳକୁ ସମୟ ଯାହା ସବୁଦିନ ପାଇଁ ସ୍ଥିର ହୋଇ ରହିଯାଇଛି ସେଥିରେ,ତାହା ସକାଳ ୮ ଟା ବାଜି ୧୫ ମିନିଟ୍ । ସେଦିନର ତାରିଖ ଅଗଷ୍ଟ ମାସର ୬ , ମସିହା ୧୯୪୫ । ଏହା ସହିତ ସେହି ବନ୍ଦ…

କବିତା : ଅଧା ଅଧା ମୌସୁମୀ

ଲାବଣ୍ୟ ନାୟକ  ଏ ଯେଉଁ ତୁହାକୁତୁହା ବର୍ଷା ଅଧା ଖରା ଅଧା ଛାଇର ଖେଳ ଆକାଶ ଅଧା ନୀଳ ତ ଅଧେ ସଫା ସତେ ଯେମିତି ଏ ବର୍ଷା ରାଧାକୃଷ୍ଣଙ୍କ ରଙ୍ଗରୁ କିଛି ଧୋଇ ଆଣିଛି , ଆଉ ଛିଞ୍ଚି ଦେଇଛି ଆକାଶ ଛାତିରେ। କହିଲ ଦେଖି ଏଇମାନଙ୍କୁ ନେଇ କ'ଣ ବର୍ଷା କବିତାଟେ ଲେଖିହବ !…

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୫)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ରାବଣର ସଭା। ମହାନ ମହାନ ଯୋଦ୍ଧା ବସିଛନ୍ତି। ସାଧାରଣ ବାନର ଓ ଭଲ୍ଲୁକ , ଅସାଧାରଣ ଶକ୍ତିଶାଳୀ ଅସୁରସେନାଙ୍କର ଏପରି ବିପର୍ଯ୍ୟୟ ଘଟାଇବେ ସେମାନେ କଳ୍ପନା ବି କରି ପାରି ନ ଥିଲେ। ଆଗାମୀ ଦିନର ରଣନୀତି କିପରି ହେବା ଉଚିତ ସେହି…

ଭାଷା ଭାଗବତ : ମଣିଷ କଥାକୁହା ଜୀବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୧ ମଣିଷ କଥାକୁହା ଜୀବ ଭାଷାକୁ କେମିତି ଛାଡ଼ିବ ? ଭାଷା ପ୍ରକାଶ କରେ ଭାବ ମଣିଷପଣର ଗୌରବ ଜନମୁ ମରଣ ପର୍ଯଂତ ବହୁ ସ୍ତରରେ ବ୍ୟବହୃତ ହେବାରୁ ଭାଷାର ମହତ୍ତ୍ବ ହୋଇଛି ସାଦର ସ୍ବୀକୃତ ତଥ୍ୟ, ସୂଚନା ଆଉ ଜ୍ଞାନ ଭାଷା ହିଁ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୪)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭଲ୍ଲୁକ ଓ ବାନରଙ୍କୁ ଭୟଭୀତ ହେବା ଦେଖି ପ୍ରଭୁ ଶ୍ରୀରାମ ମନ୍ଦ ହସି ଅଗ୍ନିବାଣର ପ୍ରୟୋଗ କଲେ। ଜ୍ଞାନର ଉଦୟରେ ସନ୍ଦେହ ରୂପୀ ଅନ୍ଧକାର ଦୂର ହୋଇଯିବା ସଦୃଶ ସେ ପୁନଶ୍ଚ ପ୍ରକାଶମୟ କରିଦେଲେ। ସୁଲୋଚନଙ୍କର କୋଳରେ ମସ୍ତକ ରଖି…

ଭାଷା ଭାଗବତ : ଲୋକଂକର ସ୍ବର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୦  ଲୋକଭାଷାକୁ କଲେ ଶ୍ରଦ୍ଧା ହଟିବ ସବୁ ବିଘ୍ନ ବାଧା ବଢ଼ିବ ଲୋକ ମନେ ଆଶା ଭାଷାକୁ କରିବେ ଭରସା ସରଳ ଭାଷା ହିଁ ସରସ ପଢ଼ିଲେ ଅପୂର୍ବ ହରଷ ଆପେ ହୁଏ ମନରେ ଜାତ ଏ ସତ୍ୟ ବହୁପରୀକ୍ଷିତ କଷ୍ଟିଆ ଶବ୍ଦ ବାଛି ବାଛି ଲେଖିଲେ…

ମୋତେ ପ୍ରଭାବିତ କରୁଥିବା ପ୍ରତ୍ୟେକ ଚରିତ୍ର ମୋର ପ୍ରେରଣାର ଉତ୍ସ : ସୁସ୍ମିତା ପଟେଲ

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ସୁସ୍ମିତା ପଟେଲ। ଅତି ସାଧାରଣ ଘଟଣାଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ ପୁଣି କବିତାର ତତ୍ତ୍ୱ ଏବଂ ଉପନ୍ୟାସର ଆରମ୍ଭ । ଚିରାଚରିତ ଶୈଳୀର…

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୩)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ବୀର ହନୁମାନ ସେତେବେଳେ ମେଘନାଦ ସହ ପଶ୍ଚିମ ଦ୍ୱାରରେ ଯୁଦ୍ଧ କରୁଥାଆନ୍ତି। ପ୍ରାଚୀର ଦରଜା ଏତେ ମଜବୁତ ଥିଲା ଯେ ତାକୁ ଭାଙ୍ଗିବା କଷ୍ଟକର ହୋଇ ପଡୁଥିଲା। ଏପଟେ ବାନରସେନାଙ୍କର ଭୟାର୍ତ୍ତ ଚିତ୍କାର ଶୁଣି କ୍ରୋଧିତ ହନୁମାନ ହସ୍ତରେ ଏକ…

ଭାଷା ଭାଗବତ : ଭାଷା ଅବିନାଶୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୯ ଅତୀତ ଆଉ ବର୍ତମାନ ଭାଷାରେ ହୋଇଲେ ବିଲୀନ ସାହିତ୍ଯ ସାଗରେ ତରଂଗ ଦେଖାଏ ନିତି ନୂଆ ରଂଗ କାଳ ଓ ସ୍ଥଳର ବୃତ୍ତାଂତ ନୁହଇ ଚିରଂତନ ସତ ଯାହା ବି ଅଟେ ତତ୍କାଳୀନ ସେହି କାଳରେ ହୁଏ ଲୀନ ବ୍ୟକ୍ତି, ଅଂଚଳ ଘେନି ଭାଷା ହେଲେ…