Latest Odisha News

BREAKING NEWS

Browsing Category

ସାହିତ୍ୟ

ନାଟକ, ସାହିତ୍ୟର ସବୁଠୁ ସୁନ୍ଦର ରୂପ : କ୍ଷୀରୋଦ ବିହାରୀ ବିଶ୍ୱାଳ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା କ୍ଷୀରୋଦ ବିହାରୀ ବିଶ୍ୱାଳ । ଗଳ୍ପ, କବିତା ଏବଂ ନାଟକ ରଚନା କରି ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପା ଯାଇ ପାରେନା । କେବଳ ଏତିକି ନୁହେଁ , ଜଣେ ମଞ୍ଚ କଳାକାର ଭାବରେ ମଧ୍ୟ ସେ ବେଶ…

ଅନୁବାଦ ଗଳ୍ପ : ତଫାତ୍‌!

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୦ ମୂଳ ରଚନା : ବିଷ୍ଣୁ ପ୍ରଭାକର ସେଦିନ କାହିଁକି ତା’ର ଭାରି ଇଚ୍ଛା ହେଲା ଭାରତ ଓ ପାକିସ୍ତାନ ଭିତରେ ଟଣା ହୋଇଥିବା ସୀମାରେଖାକୁ ଥରେ ଯାଇ ଦେଖି ଆସିବ । ସେ ମନେ ମନେ ଭାବିଲା, ଦିନେ ସୀମାରେଖାର ଉଭୟ ଭାଗ ଗୋଟିଏ ଦେଶ ଥିଲା ।…

କବିତା : ଏମିତି ଜୀବନ

ଅଜୟ କୁମାର ମହାନ୍ତି କ୍ଷତ ଶୁଖି ଗଲାଣି ବ୍ୟଥା ସବୁ ଭୁଲି ଆସିଲଣି ଏବେ ସବୁ ଠିକ୍ ଠାକ୍ ସକାଳ ଚା ର ବାସ୍ନା ଜୀବନ ଜିଇଁଵାର ନିଶା ସ୍ବଛନ୍ଦରେ ଟହଲମାରେ ମଲ୍ଲୀ ଫୁଟା ଅଗଣାରେ।। ହସନ୍ତ ଫୁଲ ବେଣୀ ଝୁଲାଏ ପଵନକୁ ଆଖି ମାରେ ମୌସୁମୀ ଲୋଉଟୁଥାଏ ରିମ୍ ଝିମ୍ ଶବ୍ଦର ବର୍ଷାର ।…

ଧାରାବାହିକ ଉପନ୍ୟାସ : ସୁଲୋଚନା (୨୨)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ସୁଲୋଚନାଙ୍କର ଆତ୍ମୀୟତାରେ ଛଳ ଛଳ ହୋଇଗଲା ସୀତାଙ୍କର ବେନି ନୟନ। ସେ କରୁଣ କଣ୍ଠରେ କହିଲେ, " ଛଳନା କରି ଦୁଷ୍ଟ ରାବଣ ମୋତେ ସ୍ୱାମୀଙ୍କ ଅନୁପସ୍ଥିତିରେ ହରଣ କରି ଆଣିଛି। ରଘୁବୀର ସ୍ୱୟଂ ଆସି ତାକୁ ଯୁଦ୍ଧରେ ପରାଜିତ କରି ମୋତେ…

ଭାଷା ଭାଗବତ : କ୍ଷତି ପୂରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୮ ଅନେକ ସୂକ୍ଷ୍ମଗ୍ରାହୀ ଚିତ୍ତ ଗ୍ରାହ୍ୟ କରିବା ଯୋଗୁଁ ପ୍ରୀତ ମୁଁ ହୋଇ ବେଶି ଭାଷାସକ୍ତ ଲେଖୁଛିଁ ସ୍ପଷ୍ଟ ଭାବ, ମତ ଏ ଭାଷା ହେଲେ ଲୋକାଦୃତ ପୂର୍ଣ ହେବ ମୋ ମନୋରଥ ଶିଶୁଂକୁ ଦେଇ ଏବେ ଧ୍ୟାନ ଲେଖୁଛିଁ ପ୍ରାୟ ପ୍ରତିଦିନ…

ଜ୍ୟୋତ୍ସ୍ନା ମିହିରଙ୍କ ‘ଜଗନ୍ନାଥ ଏକ ଅନ୍ତରଙ୍ଗ ଯାତ୍ରା’ ଆଧାରିତ ଏକକ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ

ଭୁବନେଶ୍ୱର : ଚିତ୍ରଶିଳ୍ପୀ ଜ୍ୟୋତ୍ସ୍ନା ମିହିରଙ୍କ 'ଜଗନ୍ନାଥ ଏକ ଅନ୍ତରଙ୍ଗ ଯାତ୍ରା' ବିଷୟରେ ଆଧାରିତ ଏକ ଏକକ ଚିତ୍ରକଳା ପ୍ରଦର୍ଶନୀ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ହୋଇଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ ବିଭିନ୍ନ ବିଷୟକୁ ନେଇ ଏହି ପ୍ରଦର୍ଶନୀରେ ସମୁଦାୟ ୨୨ଟି…

୨୦୨୧ ପାଇଁ ଗୌରହରି ଦାସ ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର’

ଭୁବନେଶ୍ୱର : ସୃଜନ ଓ ଅନୁସୃଜନ ଉଭୟରେ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସ ଅନୁବାଦ ପୁସ୍ତକ 'ଛେଳି ଚରେଇବାର ଦିନ' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଗଳ୍ପ, ଉପନ୍ୟାସ, ନାଟକ ଓ ସ୍ତମ୍ଭ ଲେଖୁଥିବା ଲେଖକ ଶ୍ରୀ ଦାସ ଓଡ଼ିଆ…

କୁଳାଙ୍ଗାର ଉବାଚ : ନମରି ବି ମରିହେବ..!

ମା କହେ ମୁଁ ମରି ଯାଉଥାଏ ମୋ ଗାଲରେ ଚୁମା ଦେଇ; ଶ୍ରୋତା ମୋର ବ୍ୟଙ୍ଗ ଶୁଣି ହସି କହେ ମୁଁ ମରିଗଲିରେ ଭାଇ! ପ୍ରେମିକା ହାଣଇ ଆଖିରେ ତାହାର ପ୍ରେମରେ ଦିଅଇ ମାରି; ସ୍ବର୍ଗ ଦେଖିଚି ଅନେକ ଥର ମୁଁ ବାଆର ଭିତରେ ଦି ବୋତଲ ମାରିଦେଇ!! ଏତେ ସୁବିଧା ଥାଉ ଥାଉ କିଆଁ…

କବିତା : ଦାରୁବ୍ରହ୍ମଙ୍କ ଜ୍ବର

ରାମକୃଷ୍ଣ  ରଥ ନିର୍ମାଣ ସରିବା ଉପରେ ପୁନଶ୍ଚ ମହା ଶୋଭାଯାତ୍ରାର ବେଳ ଆଖର ଗାଧେଇ ପାଧେଇ ସଜବାଜ ହେବାକଥା କୋଳାହଳଠୁ ଦୂରରେ ଟିକେ ବିଶ୍ରାମ ନେବାକଥା କିଛିବେଳ ସାରା ଜୀବନ ମୂର୍ତ୍ତି ପରି ବସି ବସି ଜନତାର ହାରିଗୁହାରି ଶୁଣିବାର ଲୋକ ଆଜି ହଠାତ୍ ଚଟାଣରେ ଶ୍ରୀଅଙ୍ଗ ହୁରି…

ଧାରାବାହିକ ଉପନ୍ୟାସ : ସୁଲୋଚନା (୨୧)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ପଲକକୁ ସାମାନ୍ୟ ଉଠାଇ ଚାହିଁଲେ ସୀତା। ଲାକ୍ଷାରଞ୍ଜିତ ସୁନ୍ଦର ଛୋଟ ଛୋଟ ଚରଣ ଦୁଇଟି। ସୁବର୍ଣ୍ଣ ନୂପୁର ଲାଜେଇ ଯାଉଛି ସେହି ମନୋହର ଚରଣର ସୌନ୍ଦର୍ଯ୍ୟ ସମ୍ମୁଖରେ। ଲଙ୍କାକୁ ଆସିବା ପରଠାରୁ ସେ କେବଳ ଭୟଙ୍କର ରାକ୍ଷସୀମାନଙ୍କୁ…