Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ନିଜ ସହିତ ପ୍ରତାରଣା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ' କିଏ କ'ଣ ଭାବିବ? ' ଚିଂତା ଯୋଗୁଁ ବଢ଼ିଚାଲେ ସ୍ଥାଣୁତା ଗ୍ରାସ କରିଲେ ଅସ୍ଥିରତା ଦୋଳି ଖେଳେ ବ୍ୟକ୍ତିର ସତ୍ତା ଲେଖକେ ରହଂତି ନିରବ ମୌନତା ବୋଲାଏ ଗୌରବ ହସ ଟିକିଏ ଲେସି ମୁଖେ ଲେଖକେ ଚଳୁଥାଂତି ସୁଖେ ନାହିଁ ପ୍ରଶ୍ନ କି…

ସମ୍ପର୍କର ଶଗଡି

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ମନୁଷ୍ୟ ସମ୍ପର୍କର ଶଗଡିକୁ ଛାଡି ଟଙ୍କାର ଇଞ୍ଜିନି ପଛରେ ରେ ଆଜି ଦୌଡୁଛି । ଟଙ୍କା ନରମ ଶେଯ ଦେଇପାରେ କିନ୍ତୁ ନିଦ ଦେଇପାରେନା । ଟଙ୍କା ଭୋଜନ ଦେଇପାରେ କିନ୍ତୁ ଭୋକ ଦେଇପାରେନା । ଟଙ୍କା ସୁନ୍ଦର ପୋଷାକ ଦେଇପାରେ କିନ୍ତୁ…

ଭାଷା ଭାଗବତ : ନ କରୁଁ ବିବାଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଭୁଲ୍‌, ତ୍ରୁଟି ଆଉ ପ୍ରମାଦ ଦିଶିଲେ ନ କରୁଁ ବିବାଦ ଯେହେତୁ ସ୍ବାୟତ୍ତ ଏ ଦେଶ ଉତ୍ପାତ ହେବନାହିଁ ଶେଷ ସବୁ ବିଚାର ଆଉ ମତ ଉଚିତ ଅବା ଅନୁଚିତ ହେଲେ ବି ନେବା ଯଦି ସହି ଏଠି ପାରିବା ସୁଖେ ରହି ସଂଶୋଧନ ଭଳିଆ କାମ ଯୋଗୁଁ…

କବିତା : ଆଶା ସଳିତା

ବାସନ୍ତୀ ଲତା ଜେନା ସପନ ବିଭୋର ମାନବ ହୁଅଇ ଆଶା ଆକାଂକ୍ଷାକୁ ନେଇ କେତେକ ସପନ ପୂରଣ ହୁଅଇ ଅଧା କେତେ ରହୁଥାଇ। ସପନ ଦେଖିବା ମନୁଷ୍ୟ ସ୍ଵଭାବ ଆଗକୁ ବଢ଼ିବା ପାଇଁ ଯାହା ମନେ ସ୍ବପ୍ନ ଉଦ୍ରେକ ନହୁଏ ନିରର୍ଥ ଜୀବନ ସେହି। ଜନ୍ମରୁ ମରଣ ଯେତେ କାଳ ଥାଏ ବହୁ କର୍ମରେ ଜଡିତ…

ଭାଷା ଭାଗବତ : ଏତେ ବଂଟାବଂଟି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଚଳୁଛି ଯେତେ ବଂଟାବଂଟି କେହି ତ ପାରିବେନି ଖଟି ଆଗକୁ ଅଛି ତିଖ ଘାଟି କାହାକୁ ଏବେ ଦିଶୁଛି ଟି ଚାଂଦା, ଭେଦା, ବିଦାକି, ଭେଟି ଲାଂଚ, ଉତ୍କୋଚ ଆଉ ବଟି ନାମରେ ଧନ ନେଲେ ଲୁଟି କେ କିଆଁ କରିବ ପାଇଟି ? ମାଗଣା ପାଇବା ଅଭ୍ୟାସ…

ଉମାଶଙ୍କର ମିଶ୍ରଙ୍କ ‘ତ୍ରିତୟ’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ଉପନ୍ୟାସିକ ଉମାଶଙ୍କର ମିଶ୍ରଙ୍କ ଉପନ୍ୟାସିକା ସଂକଳନ ‘ତ୍ରିତୟ’ ସ୍ଥାନୀୟ ବୁଲନ୍ ଭାଇ ଭବନଠାରେ ଉନ୍ମୋଚିତ ହୋଇଯାଇଛି । ବିଶିଷ୍ଟ ପ୍ରାବନ୍ଧିକ ଅଧ୍ୟାପକ ବିଶ୍ୱରଂଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାହିତ୍ୟ ସଭାରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ପୁସ୍ତକକୁ…

କବିତା : କ୍ରାନ୍ତିର କଲମ

ପ୍ରିୟମ୍ବଦା ସାମଲ କ୍ରାନ୍ତିର କଲମ ଅଟେ ସେ ବଲମ ଲକ୍ଷ୍ୟ ତାର ଅଭେଦ୍ୟ ଜାଗୃତିର ପଥେ ରଚେ ନବ ରାସ୍ତା କିଛି ନୁହେଁ ତ ଦୁର୍ବୋଧ୍ୟ। ବିଦ୍ରୋହର ସ୍ୱର ଶାଣିତ ମୁନରେ ଅନର୍ଗଳ ନିର୍ଝରିତ ସୃଜନ ତାହାର ଅର୍ଜୁନର ଶର କେବେ ନୁହେଁ ପରାହତ। ଶୋଷଣ ପେଷଣ କଷଣ ଧର୍ଷଣ ହୃଦୟ ଥରାଇ ବସେ…

ଭାଷା ଭାଗବତ : ମୃତାରାଧନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ କଥିତ ଚର୍ଚା କୋଳାହଳ ଲିଖିତ ବ୍ୟାଖ୍ୟା ଦିଏ ବଳ ଲେଖକ ସହିତ ପାଠକ ପାଆଂତି ଦୀପ୍ତ ଜ୍ଞାନାଲୋକ ଅନେକ ଲୋକ ହେଲେ ରୁଂଡ କରଂତି ଯେତେ ପାଟିତୁଂଡ ତା'ର ସାମାନ୍ୟ ପରିଣତି ପାଆଂତିନାହିଁ କେଉଁ ବ୍ୟକ୍ତି କେବଳ ଅଭ୍ୟାସଚାଳିତ ହୋଇ…

ସାହିତ୍ୟ ମୋ ନିସଙ୍ଗତାକୁ ପୂର୍ଣ୍ଣ କରିଛି : ପ୍ରଜ୍ଞାଲୀନ ସାହୁ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ପ୍ରଜ୍ଞାଲୀନ ସାହୁ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…

ସୁଧୀର ଧଙ୍ଗଡ଼ାମାଝୀ ପାଇଲେ କିଶୋରୀଚରଣ ପୁରସ୍କାର

କଟକ : ପ୍ରଖ୍ୟାତ କଥାକାର କିଶୋରୀଚରଣ ଦାସଙ୍କ ଜନ୍ମ ଶତବାର୍ଷିକ ସମାରୋହ ଅବସରରେ କିଶୋରୀଚରଣ ସ୍ମୃତି ସଂସଦ ପକ୍ଷରୁ କଟକ ଶତାବ୍ଦୀ ଭବନରେ ଆୟୋଜିତ ସମାରୋହରେ ଗଳ୍ପ ସଂକଳନ 'ଖଂଗାର' ପାଇଁ କଳାହାଣ୍ଡିର ଯୁବ କଥାଶିଳ୍ପୀ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କୁ ମର୍ଯ୍ୟାଦାଜନକ 'କିଶୋରୀଚରଣ…