Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୪)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୪ ତା’ଙ୍କ ଅନାଗ୍ରହ ଦେଖି ମାମୁଁ ମାଇଁ ମଧ୍ୟ ଧିରେଧିରେ ଦୂରେଇ ରହିଲେ । ବଡ ଘରେ ଭାଣିଜୀ ବିଭାଦେଇ ସେ ଚୁପ୍ ରହିଲେ । ଏବେ ସେ କୋଉ ମୁହଁ ନେଇ ସେଠାକୁ ଯିବ? କ' ଣ କହିବ? ତା'ର ମନେ ପଡୁଲା ଲିପି କଥା । ନିଜର…

ବ୍ୟଙ୍ଗ : ବିକାଶର ଜୟଯାତ୍ରା

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ବିଚାର ବର୍ଷଯାକ ଜାକିଜୁକି ବସି ଘୁମଉଥିବା ଲୁଗା କି ଗହଣା ଦୋକାନୀ ଯେମିତି ରଜ, ସାବିତ୍ରୀ, ଦୀପାବଳି , ବାହାତିଥୀ ପୂର୍ବରୁ ଝାଡ଼ିଝୁଡ଼ି ହୋଇ ଉଠନ୍ତି ଇନକମଟ୍ୟାକ୍ସ, ସିବିଆଇ, ଇଡି ଭଳି ବିଭାଗବାଲାଙ୍କ ଚଢ଼ଉ କିମ୍ବା ନେତାମାନଙ୍କ ଦଳବଦଳ ଖବର ଜୋର…

ସ୍ୱଳ୍ପ ଗଳ୍ପ : ଖାଦକ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୭ ଗୋଟିଏ ଶବ୍ଦରେ କହିଲେ ଆମେ ସମସ୍ତେ ହେଉଛୁ ଖାଦକ । ଜୀବନ ଧାରଣ ପାଇଁ ଏହା ଅପରିହାର୍ଯ୍ୟ ଆବଶ୍ୟକତା । ଯିଏ ଯାହା ଯେତେ ପରମାର୍ଥରେ କହୁ ପଛକେ ଆମେ ଏହି ଭଳି ଗୋଟିଏ ଅବସ୍ଥାନରୁ ତ କଦାପି ଅନ୍ୟତ୍ର ଯାଇପାରିବୁ ନାହିଁ। ସୁଖ…

ବିଶ୍ୱ ଐତିହ୍ୟ ଦିବସ ପାଳିତ

ଭୁବନେଶ୍ୱର : ବିଶ୍ୱ ଐତିହ୍ୟ ଦିବସ ଅବସରରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ 'ଐତିହ୍ୟ' ତରଫରୁ ସ୍ଥାନୀୟ ମାଉସୀମା ଛକ ସ୍ଥିତ ଲକ୍ଷ୍ମଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ଐତିହ୍ୟ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ବ୍ୟୋମକେଶ ତ୍ରିପାଠୀ ମୁଖ୍ୟ…

ଏପ୍ରିଲ ୨୩ରେ ଆୟୋଜିତ ହେବ ଶରତ ସନ୍ଧ୍ୟା ୨୦୨୨

ଭୁବନେଶ୍ୱର : ପ୍ରସିଦ୍ଧ କବି ଓ ଗୀତିକାର ଶରତ କୁମାର ଦାଶଙ୍କ ସୃଷ୍ଟିକୁ ନେଇ ଆୟୋଜିତ ହେଉଥିବା ‘ଶରତ ସଂଧ୍ୟା’ ଉତ୍ସବ ଆସନ୍ତା ୨୩ ତାରିଖରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ତଥା ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି ।…

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୩)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୩  ତାକୁ ଯେମିତି କେହି ଜଣେ ବିଟାର ଅନ୍ଧକାର ସୁଡ଼ଙ୍ଗ ଭିତରେ ଏକଲା ଛାଡ଼ି ଦେଇଛି । ସେ ଭୟରେ ଦିଶାହୀନ ଭାବେ ଧାଇଁଛି ଯେ ଧାଇଁଛି । ଏ ରାତିଟା ତା' ପାଇଁ କାଳ ରାତି । ବେଳୁବେଳ ରହସ୍ୟମୟ ହେଇ ତା’ ଆଗରେ ଆସି ଛିଡ଼ା…

ଭାଷା ଭାଗବତ : ପଦ୍ୟକାର, କବି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୦ ପୁନର୍ଲିଖନକାରୀ କବି ନିଜର ମନରେ ନ ଭାବି ପଠିତ ପାଠର ଲିଖନ କରଂତି ପ୍ରାୟ ଘନଘନ ଲେଖା ନ ହେଲେ ସ୍ବରଚିତ ନ ରହି ସମୟ ସହିତ ପୁନରାବୃତ୍ତି ହୋଇଥାଏ କିଛି ବି ନୂତନ ନ ହୁଏ ସ୍ବାନୁଭୂତିରୁ ପାଇ ତଥ୍ୟ ଯାହା ବି…

କବିତା : ଦିଅ ପ୍ରଭୁ ମତେ

ଡମ୍ବରୁଧର ବେହେରା  ଯେତେ ଦୁଃଖ ଅଛି ଦୁନିଆ ବୁକୂରେ ଦେଇ ଦିଅ ପ୍ରଭୁ ମୋତେ ଜଗତର ଲୋକ ରୁହନ୍ତୁ ସୁଖରେ ଦେଇ କି ପାରିବ ସତେ ! ସଂସାର ଭିତରେ ଦୁଃଖ ଦୁର୍ଦ୍ଦଶାକୁ ପାରୁନାହିଁ ଦେଖି ସହି ନିରାକାର ତୁମ୍ଭେ ଅନାଦି ଅନନ୍ତ ନେଇ ଯାଅ ମୋତେ ବୋହି । ଭବ ସାଗରରେ ଆଜନ୍ମର ନାବ…

ଭାଷା ଭାଗବତ : ସାହିତ୍ୟ ପାଠକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୯  ଥିଲା ଯେତିକି ଗଛ ଲତା ମିଳୁନି ଆଉ ସବୁ ପତ୍ତା ଥିଲେ ଯେତିକି ଜୀବ ଜଂତୁ କୁଆଡ଼େ ହଜିଲେ ଖୋଜଂତୁ ଏ ସବୁ ପ୍ରକୃତି ସର୍ଜିତ କିପରି ହେଲେ ଅଂତର୍ହିତ ତାହା ତ ବେଶି ନାହିଁ ଜଣା ଚାଲିଛି ବହୁ ଗବେଷଣା ଥିଲା…

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୨)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୨ ନାଁ , କିଛି ନାହିଁ । ତା'ର ମନେ ପଡ଼ିଲା, ଗତ କିଛି ଦିନ ହେବ ବାର୍‌ରେ ସମୟ କିଟୁଥିଲେ । କାହାକାହା ସହ ଫୋନ୍‌ରେ କଥା ହେଉଥିଲେ । ସେ ପୁଣି ଦୌଡ଼ିଲା ଟପ୍ ଫ୍ଲୋରକୁ । ଡୋର ଖୋଲି ଲାଇଟ୍‌ ଅନ୍ କରୁକରୁ ସାଇଡ଼୍‌ରେ…