Latest Odisha News

BREAKING NEWS

Browsing Category

ସାହିତ୍ୟ

ପରଲୋକରେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର

ଭୁବନେଶ୍ୱର : ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଏକାଧାରରେ ସେ ଜଣେ ଗାୟକ, ଗୀତିକାର ଓ ସ୍ତମ୍ଭକାର ଥିଲେ। ଏକଦା ଏକ ଖବର କାଗଜରେ ପ୍ରକାଶିତ ତାଙ୍କର "ସାଉଁଟା କାହାଣୀ" ବିପୁଳ ପାଠକୀୟ ଶ୍ରଦ୍ଧା ସାଉଁଟିଥିଲା ।…

ସାହିତ୍ୟରେ ସର୍ଜନାର ଗଭୀରତାକୁ ମପାଯାଉ : ରାଜଲକ୍ଷ୍ମୀ ତ୍ରିପାଠୀ

ସମକାଳୀନ ଓଡ଼ିଆ ସାହିତ୍ୟରେ ଏକ ଶ୍ରସଦ୍ଧ ଉଚ୍ଚାରଣ ରାଜଲକ୍ଷ୍ମୀ ତ୍ରିପାଠୀ । ତାଙ୍କର ପ୍ରତ୍ୟେକ ସୃଷ୍ଟିରେ ଥାଏ ଅନେକ ସାହିତ୍ୟର ଅନେକ ଅନାଲୋଚିତ ଦିଗ ଓ ପୁଣି ତାର ଆଲୋଚନା । କବିତା ଓ ଗଳ୍ପରୁ ତାଙ୍କ ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲେ ହେଁ ପ୍ରବନ୍ଧ ରଚନାରେ ସେ ସିଦ୍ଧହସ୍ତ । ପ୍ରବନ୍ଧର…

କବିତା : ମୁଁ ଆଉ ତୁମେ

ସରୋଜ କୁମାର ପଣ୍ଡା  ମୁଁ ତ ଆଖି ବନ୍ଦ କରି ବାହୁ ବନ୍ଧନରେ ବାନ୍ଧି ହୋଇଥିଲି ପ୍ରସ୍ତୁତ ଥିଲି ନିଜକୁ ସମର୍ପି ଦେବାକୁ ଶୁନଶାନ ରାତିର ବନ୍ଦ କୋଠରୀରେ, ତମେ ଥିଲ , ମୁଁ ଥିଲି ଆଉ ଥିଲା ଏକ ଏକାନ୍ତ ମୁହୂର୍ତ୍ତ ହୃଦ-ସ୍ପନ୍ଦନ ବଢ଼ୁଥିଲା ନିଶ୍ୱାସର ଶବ୍ଦ ସହ ଥରୁଥିଲା ଓଠ ଆଉ…

ଭାଷା ଭାଗବତ : ଶବ୍ଦବୀଜ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୮ ଶବ୍ଦକୁ ବୀଜ ପରି ବୁଣ ଯଦି ହୋଇବ ଅଂକୁରଣ ଭାଷୀଏ କରିବେ ଗ୍ରହଣ ନ ହେଲେ ବ୍ୟର୍ଥ ହେଲା ଜାଣ ନୂତନ ଶବ୍ଦର ଗଠନ କରିଜାଣଂତି ଜ୍ଞାନୀଗଣ ଦୀର୍ଘକାଳୀନ ପ୍ରଚଳନ କରଂତି ଜନସାଧାରଣ ଅସଂଖ୍ୟ ବୈଷୟିକ ଶବ୍ଦ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୧)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୧ “ଅଫିସର ପରିସ୍ଥିତି ଠିକ୍ ନାହିଁ । ତୁମେ ଅନୁମାନ କରିସାରିଥିବ । ଏଠି ରହିଲେ କେବେ ବି ଶାନ୍ତିରେ ରହି ପାରିବିନାହିଁ । ମୁଁ ବଞ୍ଚିବାକୁ ଚାହେଁ । ତେଣୁ ଚାଲିଯାଉଛି, ମୋ ଉଡାଣ ଆରମ୍ଭ ହେଇସାରିଲାଣି । ଆଉ ଇଣ୍ଡିଆ…

ଅନୁବାଦ ଗଳ୍ପ : ପ୍ରତିଶୋଧ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୧  ମୂଳ ଇଂରାଜୀ: ଖ୍ୱାଜା ଅହମ୍ମଦ ଆବ୍‌ବାସ୍‌  ନାଲି ଆଉ ହଳଦିଆ, ହଳଦିଆ ଆଉ ନାଲି - ଏଇ ଦୁଇଟିଯାକ ରଙ୍ଗ ତାଙ୍କୁ ଦିନ ରାତି ଯେମିତି ଡରେଇ ଗୋଡ଼ାଉଥିଲା । ନାଲି - ସତେକି ମଣିଷର ତାଜା ରକ୍ତ! ହଳଦିଆ - ଯେପରିକି ଶବ ମୁହଁରେ ଘୋଡ଼ା…

ଭାଷା ଭାଗବତ : ଜ୍ଞାନର ନିବାସ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୭ ଉଡ଼ା ଗୁଜବ, ଗଢ଼ା ବାର୍ତା ପୂରିତ ହୁଏ ଯାହା ମଥା ତତ୍ତ୍ବ ଓ ଜ୍ଞାନଯୁକ୍ତ କଥା ଠାରୁ ସେ ରଖଇ ଦୂରତା ନ କଲେ ଜ୍ଞାନର ସଂଧାନ ଦିଶେନି, ଶୁଣେନାହିଁ କାନ ଅନାୟାସରେ ପ୍ରାପ୍ତ ତଥ୍ୟ ମନ ସକାଶେ ନୁହେ ତଥ୍ୟ ଅଜ୍ଞାନ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୦)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୦ ଅଫିସ ଆସୁଆସୁ କୁମାର ହାତରେ ଏନ୍‌ଭଲବଟା ଧରେଇ ଦେଇ ଚାଲିଗଲା ପିଓନ୍ । ଏ ତ’ ବୈଭବ ସାର୍‌ଙ୍କ ହାତଲେଖା ଚିଠି । କୁମାର, ଏ ସବୁ ଏବେ ମୋ କଣ୍ଟ୍ରୋଲ ବାହାରେ । ମୁଁ ଏଠୁ ଚାଲିଯିବାକୁ ବାଧ୍ୟ ହେଉଛି ।…

ଭାଷା ଭାଗବତ : ସ୍ମୃତି ନୁହେ ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୬ ଜ୍ଞାନାନୁଯାୟୀ କରୁଁ କର୍ମ ସଂଭାଳି ରଖୁଁ ଜୀବଧର୍ମ ଜ୍ଞାନ ନ ହେଉ ସ୍ମୃତିଧନ କାମରେ ଲାଗୁ ପ୍ରତିଦିନ ଗଚ୍ଛିତ ଜ୍ଞାନର ଭଂଡାର କରେନି କାହା ଉପକାର କେବଳ ବୌଦ୍ଧିକ ବିଳାସ କରେ ବ୍ୟକ୍ତିର ସତ୍ତାନାଶ ଯାହାକୁ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୬୯)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୯   ନିହାତି କିଛି ସିରିୟସ୍ ଇସୁ । ନହେଲେ ଆବଶ୍ୟକତାଠାରୁ ଏତେ ଅଧିକ ବିଚଳିତ ତା’ଙ୍କୁ କେବେ ଦେଖିନି । ହଁ ସିରିୟସ୍ । ଆଲିଆ ଯେ ଏତେ ଧୃତ, ସେ କେବେ ହେଲେ କଳ୍ପନା କରି ନଥିଲା । ତା’କୁ ଅଭାବ କ' ଣ…