Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଖାଦ୍ୟନାମରୁ ମାତ୍ରାବୋଧ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୬  ଖାଦ୍ୟର ନାମ ନିଶ୍ଚେ ଜାଣ ତହିଁରୁ ମାତ୍ରା ସବୁ ଚିହ୍ନ ଭାତ ପଖାଳ ଶାଗ ଖଟା ଡାଲମା ଓ ଆଳୁ ଚକଟା ମାଛ ମାଂସ ଓ ଭଜା ବରା ପ୍ରତିଟି ଆ-କାରରେ ଭରା ଡାଲି ପିଆଜି ପିଠା ବଡ଼ି ଇ-କାର ହୋଇଅଛି ଯୋଡ଼ି ରୁଟି ଚକୁଳି…

ସନେଟ : ବିରହ-କେଳୁଣୀ ମୁହାଣ

କାମଦେବ ମହାରଣା  (ଏକ) ନଈ ଏପାଖର ଦୁଃଖ ଡାକରେ ସେପାଖ ଓଠରେ ଓ.. ଏପାଖ ତୁଣ୍ଡରେ ଓଁକାର ନାଚେ ସେ ପାଖରେ ଘୋଘୋ ଏପାଖ ଆଖିରେ ଲୁହ ଜୁଆରେ ଲୋ ସେପାଖ ଛାତିରେ ବଢ଼ି ବେନିପାଖେ ବାଜେ ବିରହ ବଂଶୀ ବେନି ଦେହ ଭିଡ଼ିମୋଡ଼ି। ନୀଳ ଗହଳ ଏ ନହକା ଦେହରେ କଅଁଳ କାମନା ନିଆଁ ଉଗ୍ର ଆତୁର…

ଧାରାବାହିକ ଉପନ୍ୟାସ : ଚୋରାବାଲି (୫୯)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୫୯ ସବୁବେଳେ ସେଇଟା ଭଲ ଲାଗିବ ବୋଲି କ'ଣ କିଛି ମାନେ ଅଛି? ଲାଇଫ୍‌ରେ ମଝିରେ ମଝିରେ ଟିକେ ଡିଫେରେଣ୍ଟ ଦର୍କାର କି ନାହିଁ? ଟିକେ ୱାଇଡ୍ ୱାଲା ଫିଲିଙ୍ଗସ୍ । ଓଫଃ....ଆଲିଆ ସେ ସବୁରେ ଏକଦମ୍ ମାହିର୍…

କୋଣାର୍କ ଓଡ଼ିଶା ପରିବାରର ସପ୍ତମ ବାର୍ଷିକ ସାହିତ୍ୟ ଉତ୍ସବ

ଭୁବନେଶ୍ୱର : କୋଣାର୍କ ଓଡ଼ିଶା ପରିବାରର ସପ୍ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଆୟୋଜିତ ହୋଇଯାଇଛି । ଲେଫଟାଣ୍ଟ ଜେନେରାଲ ନାରାୟଣ ମହାନ୍ତି ଏହି ଉତ୍ସବକୁ ଉଦଘାଟନ କରିଥିଲେ । ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶୁଚିସ୍ମିତା ପୃଷ୍ଟିଙ୍କୁ ଅରୁଣ…

ଓଡ଼ିଆ ଭାଷା ଆନ୍ଦୋଳନର ଆଦ୍ୟ କଥନ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଉନବିଂଶ ଶତାବ୍ଦୀର ଆରମ୍ଭ କାଳରେ ଇଂରେଜମାନଙ୍କ ଓଡ଼ିଶା ଭୂଖଣ୍ଡକୁ ଅକ୍ତିଆର କରିବା ସହିତ ଶାସନାଧୀନ କରିବାରେ ସଫଳ ହୋଇଥିଲେ । ସେହି ସମୟରେ ଏକ ସ୍ୱତନ୍ତ୍ର ଅଞ୍ଚଳ ରୂପେ ଓଡ଼ିଶାର ସ୍ଥିତି ସେଭଳି କିଛି ନଥିଲା । ବିଶେଷ କରି ଗଞ୍ଜାମ, କୋରାପୁଟ ଓ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୫୮ )

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୫୮  ଏଥର ଫୁଲ୍ ପ୍ଳିଜେଣ୍ଟ୍ ଟାଇମ୍ କଟିଲା । ଠିକ୍ ନା ବିଭୁ? ଇଏସ୍ ଆଲିଆ । ଇଟ୍ ୱାଜ ଏ ମେମୋରିବଲ୍ ଟାଇମ୍ ଫର୍‌ ଅସ୍ । ଏ ଦିନ ମାନଙ୍କରେ ବୈଭବ କୌଣସି କଥା ମୁଣ୍ଡକୁ ନେଇନାହିଁ । ଡ଼୍ରିଙ୍କସ୍ ଓ…

କବିତା : ସତ୍ୟଧ୍ଵନି

ତେଜସ୍ୱିନୀ ପଣ୍ଡା  ଦୂର ଆକାଶର ଚନ୍ଦ୍ରମା ତୁମେ ଯେ ମୁଁ ଅପହଞ୍ଚ ଇଲାକାର ତାରା କେଉଁଠି ହଜିଲ ବନ୍ଧୁ ? ମୋ ଆଖି ଭିଜେ ରାତିସାରା । ତୁମ ନାଁ ଯେପରି ‘ସତ୍ୟ’ ସେହି ସତ୍ୟର ଛାତିରେ ସଜାଥିବା ଅନେକ କଥା ଆଜି ସ୍ମୃତି ଓ ବିିସ୍ମୃତିର ଢେଉରେ। ଭୁଲିଗଲି ଆଜି ମୁଁ ତୁମ ଅତୀତର…

ଭାଷା ଭାଗବତ : ଦେହ ଆମର ଶବ୍ଦଘର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୫  ଦେହରେ ବହୁ ଶବ୍ଦ ଅଛି ତହିଁରୁ କେତେଗୋଟି ବାଛି ବର୍ଣରେ ସ୍ବରଯୋଗ ଜ୍ଞାନ ପିଲାଂକୁ କରିବା ଅର୍ପଣ ନଖ ଓଠ ଓ ଚମ ଲେଖ ମାତ୍ରା ନୁହଇ ଆବଶ୍ଯକ ଏପରି ଅବନା ଅକ୍ଷର ଶିଶୁ ଲେଖିବା ଶିଖୁ ଶୀଘ୍ର ହାତ ପାଦ ଓ କାନ…

କବିତା ହେଉଛି ସାହିତ୍ୟର ଆଦ୍ୟ ସୃଜନ : ପିନାକୀ ମିଶ୍ର

ଓଡ଼ିଆ ସାହିତ୍ୟର ଏକ ସଶ୍ରଦ୍ଧ ଉଚ୍ଚାରଣ ପିନାକୀ ମିଶ୍ର । ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ ରଚିତ କବିତାର ଶବ୍ଦବିନ୍ୟାସ ଏବଂ ନିଖୁଣ ଉପସ୍ଥାପନା ତାଙ୍କ ସମାଲୋଚକଙ୍କୁ ମଧ୍ୟ ବାଧ୍ୟ କରିଦିଏ ତାଙ୍କ…

‘ଶୁଭପଲ୍ଲବ ଶିଶୁ ରାଇଜ’ର ଦ୍ଵିତୀୟ ସଂସ୍କରଣ ଉନ୍ମୋଚିତ

ଭଦ୍ରକ : ଶିଶୁ କିଶୋରେ ପତ୍ରିକା 'ଶୁଭପଲ୍ଲବ ଶିଶୁ ରାଇଜ'ର ଦ୍ଵିତୀୟ ସଂସ୍କରଣ ଆଭାସୀ ମାଧ୍ୟମରେ ଉନ୍ମୋଚିତ ହୋଇଯାଇଛି । ଏହି ପତ୍ରିକାରେ କୁନି କୁନି ପିଲାମାନଙ୍କ ପାଇଁ ବିଭିନ୍ନ ଗପ ଓ କବିତା ସହ ପିଲାମାନଙ୍କ ଦ୍ୱାରା ଅଙ୍କନ କରାଯାଇଥିବା ବିଭିନ୍ନ ଚିତ୍ରାଙ୍କନ ସ୍ଥାନିତ ହୋଇଛି । ଏହି…