Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଚୋରାବାଲି (୬୧)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୧  ଟପ୍ ଫ୍ଲୋର ଷ୍ଟଡିରୁମ୍ ଦୂଆର ମେଲା । ଆରାଧ୍ୟା ଗୋଟେ ଛୋଟ ଚେୟାର୍ ଉପରେ ଦୂଆରକୁ ପିଠି କରି ବସିଛି । ଛିଟ ଫୁଲପକା ପିଙ୍କ୍ ସାଲ୍‌ୱାର କାମିଜ ତା’କୁ ଖୁବ ମାନୁଛି । ହାଲ୍‌କା ହାଲ୍‌କା ପବନରେ ଖୋଲା ଚୁଟି ଉଡୁଛି…

ଭାଷା ଭାଗବତ : ଜ୍ଞାନ ସଂଧାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୮  ସ୍ମୃତି ସୂଚନା ତଥ୍ଯ କଥା ଇତ୍ୟାଦି ମନରେ ସାଇତା ଅନୁଭୂତି ଓ ଅନୁମାନ କଳ୍ପନା ନୁହେ ଶୁଦ୍ଧ ଜ୍ଞାନ ଏହି ସବୁର ସମାହାର ଯେପରି କରୁଁ ବ୍ୟବହାର ତାହା ହିଁ ଅଟେ ନିଜ ଜ୍ଞାନ କରୁଛୁଁ ତହିଁର ସଂଧାନ ଥରେ ହୋଇଲେ…

ଭାଷା ଭାଗବତ : ଶବ୍ଦର ଗମନାଗମନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୭ ଶବ୍ଦର ଗମନାଗମନ ଭାଷାରେ ଚାଲେ ପ୍ରତିଦିନ ବିସ୍ମୃତ ଶବ୍ଦ ଆଣି ଖୋଜି ବାକ୍ୟରେ ଦେଲେ ସୁଦ୍ଧା ଖଂଜି ପାଠକ ନ ବୁଝିଲେ ଅର୍ଥ ଲେଖକ ଶ୍ରମ ହୁଏ ବ୍ୟର୍ଥ ଚଳିତ ସମୟର ଭାଷା ଲେଖିଲେ ଲାଗଇ ସରସା ତତ୍କାଳ ଭାବ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୬୦)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୦ ବୈଭବ ଭାବିଥିଲା ସିଆଡୁ ବୁଲାବୁଲି କରି ଫେରିବା ପରେ, ତାକୁ ଟିକେ ରିଲାକ୍ସ ଲାଗିବ । ଥକା ମେଣ୍ଟିଯିବ । କିନ୍ତୁ ହେଲାନି । ତା’କୁ ମାନ୍ଦା ଲାଗୁଛି । ଆହୁରି କ୍ଲାନ୍ତ ଅନୁଭବ ହେଉଛି । କିଛି ବି…

ବିବୁଧରଞ୍ଜନଙ୍କ ତିନୋଟି ପୁସ୍ତକ ରାଜ୍ୟପାଳଙ୍କ ଦ୍ଵାରା ଉନ୍ମୋଚିତ

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନୀ ସଂସ୍ଥା ବି. କେ. ପବ୍ଲିକେଶନ ଦ୍ୱାରା ପ୍ରକାଶିତ ବିଶିଷ୍ଟ ଲେଖକ ବିବୁଧରଞ୍ଜନଙ୍କ ତିନୋଟି ପୁସ୍ତକ 'ମର୍ଡର ମିଷ୍ଟ୍ରି ଅଫ ଶ୍ରୀ ଚୈତନ୍ୟ' , 'ହଁ ମୃତ୍ୟୁ ପରେ ବି ଜୀବନ' ଓ 'ଭକ୍ତ ଡୋରୀରେ ଶ୍ରୀଜଗନ୍ନାଥ' ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ କର କମଳରେ…

ବ୍ୟଙ୍ଗ : ହାଏ ହାଏରେ ମାନପତ୍ର

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ବିଭାଗ  କିଛି ବର୍ଷ ହେଲାଣି ଦିନ ରାତି ଏକ କରି ଲେଖୁଛି । ଘରଣୀଙ୍କ ଠାରୁ ଗାଳି ବି ଶୁଣୁଛି । ସବୁବେଳେ କହୁଛନ୍ତି , 'କଣ ଖାଲି ସେ ଫୋନରେ ବସି କେଞ୍ଚୁଛ, ବେକ ବଙ୍କିଯିବ । ଆଖି କଣା ହେଇଯିବ।' ମୋର ଗୋଟେ ବଡ ଦୁଃଖ। ଆଜି ଯାଏଁ କେହି ମୋତେ ଚଦର ତ…

ଭାରତ ବିକାଶ ପରିଷଦ ବାଣୀବିହାର ଶାଖାର ଷଷ୍ଠ ବାର୍ଷିକ ପ୍ରତିଷ୍ଠା ସମାରୋହ

ଭୁବନେଶ୍ୱର : ଭାରତ ବିକାଶ ପରିଷଦ ବାଣୀବିହାର ଶାଖାର ଷଷ୍ଠ ବାର୍ଷିକ ସ୍ଥାପନା ସମାରୋହ ସ୍ଥାନୀୟ ଜୟ ଭାରତ ଭବନଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ସମାଲୋଚକ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି, ବିଶିଷ୍ଟ ସ୍ତମ୍ଭକାର ହରପ୍ରସନ୍ନ ଦାସ ମୁଖ୍ୟ ବକ୍ତା, ପ୍ରଦୀପ୍ତ କୁମାର ମହାରଣା…

ସ୍ୱଳ୍ପ ଗଳ୍ପ : ଗୋଟିଏ ଜଟିଳ ପ୍ରେମ କାହାଣୀ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୫ ଶୀର୍ଷକଟି ଠିକ୍ ନୁହଁ,ଏଇଥି ପାଇଁ ଯେ ଏଥିରେ ନୂଆ ବୋଲି କିଛି ନାହିଁ । ଏମିତିରେ ଦେଖିଲେ ପୃଥିବୀରେ ଯେତେ ଯେତେ ପ୍ରେମଗଳ୍ପ ଲେଖା ହୋଇଛି ବା ଆଗକୁ ଲେଖା ହେବ ସେ ସବୁ କେବଳ ଜଟିଳ ପ୍ରେମ କାହାଣୀ । ଜଟିଳ ଏଇଥି…

ଭାଷା ଭାଗବତ : ଖାଦ୍ୟନାମରୁ ମାତ୍ରାବୋଧ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୬  ଖାଦ୍ୟର ନାମ ନିଶ୍ଚେ ଜାଣ ତହିଁରୁ ମାତ୍ରା ସବୁ ଚିହ୍ନ ଭାତ ପଖାଳ ଶାଗ ଖଟା ଡାଲମା ଓ ଆଳୁ ଚକଟା ମାଛ ମାଂସ ଓ ଭଜା ବରା ପ୍ରତିଟି ଆ-କାରରେ ଭରା ଡାଲି ପିଆଜି ପିଠା ବଡ଼ି ଇ-କାର ହୋଇଅଛି ଯୋଡ଼ି ରୁଟି ଚକୁଳି…

ସନେଟ : ବିରହ-କେଳୁଣୀ ମୁହାଣ

କାମଦେବ ମହାରଣା  (ଏକ) ନଈ ଏପାଖର ଦୁଃଖ ଡାକରେ ସେପାଖ ଓଠରେ ଓ.. ଏପାଖ ତୁଣ୍ଡରେ ଓଁକାର ନାଚେ ସେ ପାଖରେ ଘୋଘୋ ଏପାଖ ଆଖିରେ ଲୁହ ଜୁଆରେ ଲୋ ସେପାଖ ଛାତିରେ ବଢ଼ି ବେନିପାଖେ ବାଜେ ବିରହ ବଂଶୀ ବେନି ଦେହ ଭିଡ଼ିମୋଡ଼ି। ନୀଳ ଗହଳ ଏ ନହକା ଦେହରେ କଅଁଳ କାମନା ନିଆଁ ଉଗ୍ର ଆତୁର…