Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ପାରସ୍ପରିକ ସହଯୋଗ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସଂଶୋଧକଂକୁ 'ଧନ୍ୟବାଦ' ଦେଇ ନ ହଟିଲେ ପ୍ରମାଦ ମନରେ ଜନ୍ମେ ବହୁ ଖେଦ ଭାଷାକୁ ପଡ଼ଇ ବିପଦ ଶୁଦ୍ଧତାକୁ କରିଲେ ସାଥୀ ସାର୍ଥକ କାମ କରେ ବ୍ୟକ୍ତି ଯାହା ବି ହୁଏ ତା'ର କୃତି ତା ହୁଏ ଜାତିର ସଂପତ୍ତି…

ଅତନୁ ସବ୍ୟସାଚୀଙ୍କ ‘ସବ୍ୟସାଚୀର ଶବ୍ଦ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ବିଶ୍ବ ମାତୃଭାଷା ଦିବସ ଅବସରରେ ସ୍ଥାନୀୟ ଭାରତୀୟ ବିଦ୍ୟା ଭବନ ପରିସରରେ ରାଜ୍ୟ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ କବିତା ସଂକଳନ " ସବ୍ୟସାଚୀର ଶବ୍ଦ" ଉନ୍ମୋଚିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସଙ୍କ…

ସୁଧୀର କୁମାର ଧଙ୍ଗଡ଼ାମାଝୀ ପାଇବେ କିଶୋରୀ ଚରଣ ପୁରସ୍କାର

ଭବାନୀପାଟଣା : କିଶୋରୀ ଚରଣ ସ୍ମୃତି ସଂସଦ ପକ୍ଷରୁ ବିଶିଷ୍ଟ ସାହିତ୍ୟିକ କିଶୋରୀ ଚରଣ ଦାସଙ୍କ ସ୍ମୃତିରେ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ କିଶୋରୀ ଚରଣ ପୁରସ୍କାର ଚଳିତ ବର୍ଷ ପାଇଁ ଗଳ୍ପ ପୁସ୍ତକ ‘ଖଂଗାର୍’ ପାଇଁ ଯୁବ କଥାକାର ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କୁ ପ୍ରଦାନ କରାଯିବ ।…

ଭାଷା ଭାଗବତ : କବିତାର ଅର୍ଥ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ନିଜ ଭାବନା ଆଉ ଚିଂତା କବିଏ କରିଲେ କବିତା ପାଠକେ ତହିଁ ଅର୍ଥନ୍ୟାସ କରି କାଢ଼ିପାରଂତି ରସ ଯେ ଯାହା ରୁଚି ଅନୁଯାୟୀ ହୁଅଂତି ନବ ରସପାୟୀ କାବ୍ୟକୃତିରେ ଅର୍ଥାରୋପ କରିଲେ ଦେଖଂତି ସ୍ବରୂପ …

କବିତା : ଜୀବନ ଗାଥା

ନିରଞ୍ଜନ ନାୟକ ନିଶ୍ବାସକୁ କେବେ ଭରସା ନାଇଁ ଏଇ ଅଛି ଏଇ ନାଇଁ ନିଶ୍ବାସ ଗଲେ ମଣିଷ ପାଲଟେ ମଢ ତଥାପି ଅବୁଝା ଜୀବନର ଜୀଇଁବାର ମୂଲ ଏଠି ସେଠି ସବୁଠି ଦେଖ, ସମ୍ପର୍କର ହେଉଛି ମୃତ୍ଯୁ ଜଳୁଛି ଅବିଶ୍ବାସର ନିଆଁ ଯେଉଁଠି ଦେଖିବ ଖାଲି ଉଦାସର ଚିହ୍ନ ମୁହଁମାନଙ୍କରୁ ହସ ଯାଉଛି…

ଭାଷା ଭାଗବତ : ଅନନ୍ୟତା ରକ୍ଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସ୍ନେହ, ଶ୍ରଦ୍ଧା ଓ ଭକ୍ତି, ପ୍ରୀତି ପ୍ରଦର୍ଶନ କରିବା ରୀତି ନ ଥିଲା କେବେ କେଉଁ କାଳେ ଏବେ କିପାଇଁ ଏତେ ଚଳେ ଓଷା, ବ୍ରତ ଓ ପୂଜା, ପର୍ବ ଯାତ୍ରା, ମେଳା ଓ ମହୋତ୍ସବ ସହିତ ମିଶି ଆଡ଼ଂବର ଭାବକୁ କଲେ ନାରଖାର ଭିଡ଼ର ଅନୁଗାମୀ…

କବିତା : ସେ

ସ୍ମୃତି ରଞ୍ଜନ ତ୍ରିପାଠୀ ସେ ନିତି ପହଡ଼ ଭାଙ୍ଗେ ଅଗଣାରେ , ତୁଳୀରେ ମୋ ସ୍ବାଧୀନତାର ଅଗଣତାନ୍ତ୍ରୀକ ଉହାଡରେ। କୋଉଦିନଠୁ ହଜେଇଛି ସେ ଅପଶବ୍ଦ ଭୋକିଲା ପେଟ ଚିହ୍ନେନି ଗଣ ଆଉ ତନ୍ତ୍ର ସେଥିପାଇଁ ତ ମୁଁ ନିତି ତିଆରିଦିଏ ତା’ପାଇଁ ନଈ, ନାଳ, ପାହାଡ଼ି ଝରଣା। ଜାଣ! ଗଛ…

ଭାଷା ଭାଗବତ : ଧୀର ଲେଖା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଲୋକଂକ ଜ୍ଞାନ ଆଉ ବୁଦ୍ଧି ଘଟାଂତି ଶୁଦ୍ଧି ବା ଅଶୁଦ୍ଧି ଲୋକଂକ କୁରୁଚି, ସୁରୁଚି ସବୁଠି ସର୍ବଦା ଦିଶୁଛି ଅଶୁଦ୍ଧ ହୁଏ ଯେବେ ଭାଷା ବଢ଼ଇ ଜାତିର ଦୁର୍ଦଶା ସୂଚିତ ଶୁଦ୍ଧତା ସ୍ବୀକାରି ହେବା ଭାଷାର ହିତକାରୀ ନିରୋଳ ସହଯୋଗ ବଳେ…

ଅରୁଣ କୁମାର ନାୟକଙ୍କ ‘ଜଣେ ସୁଖୀଲୋକର ଡାଏରୀ’ ଲୋକାର୍ପିତ

ଭୁବନେଶ୍ୱର : ପ୍ରକାଶନ ସଂସ୍ଥା ‘ଟାଇମ୍‍ପାସ୍‍’ ପ୍ରକାଶନ ପକ୍ଷରୁ ବିଶିଷ୍ଟ ଶିକ୍ଷାବିତ ଅରୁଣ କୁମାର ନାୟକଙ୍କ ଆତ୍ମଜୀବନୀ ‘ଜଣେ ସୁଖୀଲୋକର ଡାଏରୀ’ ଲୋକାର୍ପିତ ହୋଇଯାଇଛି । ସ୍ଥାନୀୟ ରେଡକ୍ରସ୍‍ ଭବନରେ ଲେଖକ ତପନ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ…

ସାହିତ୍ୟ ବିନା ଜୀବନ ରଙ୍ଗହୀନ : ଶିବଦୂତୀ ପାଣିଗ୍ରାହୀ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଶିବଦୂତୀ ପାଣିଗ୍ରାହୀ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…