Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ସରଳତା ସାଧନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୭ ଲିପି ଯଦି ହୁଏ ଜଟିଳ ଲିପିଶିକ୍ଷା ସାରଇ ବେଳ ପଢ଼ିବାର ଆଗ୍ରହ ନଷ୍ଟ ସମସ୍ତଂକୁ ବହୁତ କଷ୍ଟ ସଂପ୍ରଦାୟ ଓ ସମ୍ପ୍ରଦାୟ ସମାର୍ଥକ ଶବ୍ଦ ଉଭୟ ଯାହା ଦିଶୁଛି ପରିଷ୍କାର ତାହା କରିବା ବ୍ୟବହାର ସଂବର୍ଧନା…

କୃଷ୍ଣ ପ୍ରସାଦ ମିଶ୍ରଙ୍କ ରଚନାରେ ଶାଶ୍ୱତ ମୂଲ୍ୟବୋଧ ପ୍ରତିଫଳିତ

ଭୁବନେଶ୍ୱର : ବିଶିଷ୍ଟ ଲେଖକ କୃଷ୍ଣ ପ୍ରସାଦ ମିଶ୍ରଙ୍କର ୨୮ତମ ସ୍ମୃତି ସଭା ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହିମାଂଶୁ ଶେଖର ମହାପାତ୍ର, ପ୍ରଫୁଲ୍ଲ କୁମାର ମହାପାତ୍ର ଏବଂ ଗଣେଶ ପ୍ରସାଦ ଦାସ…

ଗଗନେନ୍ଦ୍ର ନାଥ ଦାଶଙ୍କ ଇଂରାଜୀ ପୁସ୍ତକ ‘ମେଡିଆଭାଲ୍ ଲିଟେରଚର୍ ଆଣ୍ଡ୍ ଟ୍ରାଡିସନ୍ସ’ ପୁସ୍ତକ ପ୍ରକାଶିତ

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପ୍ରଫୁଲ୍ଲ’ ଦ୍ୱାରା ବିଶିଷ୍ଟ ଭାଷାବିଜ୍ଞାନୀ ଓ ସାହିତ୍ୟ ସମୀକ୍ଷକ ଗଗନେନ୍ଦ୍ର ନାଥ ଦାଶଙ୍କ ରଚିତ ‘ମେଡିଆଭାଲ୍ ଲିଟେରଚର୍ ଆଣ୍ଡ୍ ଟ୍ରାଡିସନ୍ସ : ନିଉ ପ୍ରସ୍ପେଟିଭସ୍’ ନାମକ ଇଂରାଜୀ ପୁସ୍ତକ ପ୍ରକାଶ ପାଇଛି । ଏହି ପୁସ୍ତକରେ ମଧ୍ୟଯୁଗୀୟ ସାହିତ୍ୟ ଓ…

ଭାଷା ଭାଗବତ : ଶ-ଷ-ସ ସହିତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୬  ଅଂଶ ଦଂଶ ଓ ବଂଶ ଭ୍ରଂଶ କଂସ ହଂସ ଓ ଧ୍ବଂସ ମାଂସ କେତେକାଂଶ ଓ ଅଧିକାଂଶ ଶବ୍ଦରେ ଶ ଓ ସ ନିବାସ କରୁଁ ନ କରୁଁ ଉଚ୍ଚାରଣ ଲିଖନ ଧାରା ବହମାନ ତହିଁରେ ଖଂଜିଦେଲେ ବାଧା ହେବ ବିବିଧ ଅସୁବିଧା କର୍କଶ…

ଧାରାବାହିକ ଉପନ୍ୟାସ : ଚୋରାବାଲି ( ୯ )

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୯  ଏତେ ବଡ଼ କଥାଟେ କହିଗଲା ଲିପି । ସେ ବି ତ’ ସେଇ ହଷ୍ଟେଲରେ ଥିଲା ନା! କାଇଁ ସାମାନ୍ୟତମ ଆଭାସ ବି ତ’ ପାଇପାରିନି! ପଚାରିବକି ବୈଭବଙ୍କୁ, ଚିହ୍ନି ଥିଲେକି ନନ୍ଦିତାକୁ । ନନ୍ଦିତା ବୋଲି କିଏ ଜଣେ ତାଙ୍କ ଜୀବନରେ…

କବିତା : ସହିଦଙ୍କ ସ୍ମୃତିରେ

ପ୍ରସେନଜିତ ସେଠୀ ଫେବୃୟାରୀ ମାସ ଚଉଦ ତାରିଖେ ଠିକ୍ ତିନି ବର୍ଷ ତଳେ ପୁଲୱାମାଠାରେ ଯାଉଥିଲେ ମିଶି ସେନାର ଯବାନ ଦଳେ। ଆସିଥିଲେ ସବୁ ଘରଦ୍ବାର ଛାଡ଼ି ସୁଖ ଓ ସ୍ୱାଚ୍ଛନ୍ଦ୍ୟ ଭୁଲି ଏକ ମାତ୍ର ଲକ୍ଷ୍ୟ ଦେଶ ଅସ୍ମିତାର ସୁରକ୍ଷା କରିବେ ବୋଲି। ଘରେ ଥିଲେ କାର ବୃଦ୍ଧ…

ଗଳ୍ପ : କେବଳ ତୁମର

ଶ୍ବେତପଦ୍ମା ପାଢ଼ୀ  ଆଜି ନବବର୍ଷର ପହିଲା ଦିନ । ସଞ୍ଜ ନଇଁ ଆସୁଥାଏ । ପୂରା ସୋସାଇଟି ରଙ୍ଗୀନ ଲିଚୁ ଲାଇଟରେ ଝଲସି ଉଠୁଥାଏ । ଝରକା ପାଖରେ ବସି ନିରେଖି ଦେଖି ମୁଗ୍ଧ ବିଭୋର ହେଉଥିଲେ ପ୍ରତିମା । ପ୍ରତିମା ଅନୁଭବ କରୁଥିଲେ ପ୍ରକୃତରେ ସୋସାଇଟିରେ ଶାନ୍ତି ଅଛି । ଏଇ ସୋସାଇଟିରେ ଏଇଟା…

କବିତା : ଫେରିଆସ ସନାତନ

ମାନସ ରଞ୍ଜନ ମହାପାତ୍ର  କେଉଁ ଟ୍ରକ୍ ଡାଲାରେ ହଜିଲ କେଉଁ ଜଙ୍ଗଲ ରେ, ପାହାଡ଼ରେ ତୁମେ ହଠାତ୍ ଓହ୍ଲାଇଗଲ ଓ ହଜିଗଲ ପ୍ରିୟ ସନାତନ ! ସେଦିନ ଗଲ ଯେ ଗଲ ଓ ମୁଁ ଖୋଜିଲି ସାରା ପୃଥିବୀ, ମହାଦେଶ, ମହାନଗରୀ, ମହାସାଗର କେଉଁ ଯୋଗୀ ବେଶରେ, କେଉଁ ହିମାଳୟ କି ଆଲପସ୍ କି କେଉଁ…

ଭାଷା ପ୍ରତି ଆନ୍ତରିକତା ଓ ମାନବୀୟ ସମ୍ବେଦନା ହିଁ ସାହିତ୍ୟ : ମିରିନା ମହାନ୍ତି

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ମିରିନା ମହାନ୍ତି । ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏ ଜୀବନର ଦର୍ଶନ । ଅତିସାଧାରଣ ଘଟଣା ଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ…

କବିତା : ମୋ ଜୀବନ

ଆଶୁତୋଷ ସ୍ୱାଇଁ  ଯେତେ ନିଜର ଥିଲେ ସବୁ ପର ଥିଲେ। ମୁଁ ବୋଧେ ପବନକୁ ଆଲିଙ୍ଗନ କରିଥିଲି ଯେତେ ରାଣଥିଲା ସବୁ ନିନ୍ଦିତ ଥିଲା ଯେତେ ପ୍ରତିଜ୍ଞା ସବୁ ମୁଣ୍ଡ ନୁଆଁଇଥିଲା । ଯେତେ ଲୁହ ଥିଲା ସବୁ ମୂଲ୍ୟହୀନ ଥିଲା । ଯେତେ ଆସିଥିଲେ ସବୁ ଅତିଥି ଥିଲେ। ସବୁ ଯେମିତି ବହିରୁ ପଢିଥିଲି…