Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଶୁଦ୍ଧତା ଆଡ଼କୁ…

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୧ ଶବ୍ଦର ଏହି ରୂପାବଳି ରଖିବା ଯତନେ ସଂଭାଳି ତ୍ରୁଟି ହେବନି ବାରଂବାର ସ୍ବଭାଷା ହେବ ଶୁଦ୍ଧତର କୃଷ୍ଣ ଓ ଅକ୍ରୂର ମିତ୍ରତା କୃଷକ ଉପରେ କ୍ରୂରତା ତୃତୀୟ ଥର ହେଲା ତ୍ରୁଟି ତୃଷ୍ଣା ଆତୁର ଶତ୍ରୁ ତଂଟି…

କୁଳାଙ୍ଗାର ଉବାଚ : ନକଲି ଡାକ୍ତର ବନାମ ନକଲି ସ୍ବାମୀ

ନାନା ନାରୀଙ୍କ ସହିତ ନାରେନାରେ ହୋଇ ନକଲି ଡାକ୍ତର ଧରା ପଡିଲା ପରେ; ସୁଖ-ଦୁଖର ମାହୋଲ ଓଲଟ-ପାଲଟ ହୋଇ ମୁହାଁମୁହିଁ ଅନେକଙ୍କ ଘରେ! ବିବାହିତ ପୁରୁଷମାନେ ଏ ଖବର ପଢି ଆଶାୟୀ ଆମର ବି ଭବିଷ୍ୟତ ଅଛି; ଅନୁସନ୍ଧାନ କଲେଣି କୋଉଠି ମିଳୁଛି ଡାକ୍ତର ପ୍ରମାଣପତ୍ର କେତେ ପଡୁଛି?…

ଧାରାବାହିକ ଉପନ୍ୟାସ : ଚୋରାବାଲି (୧୪)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୪ ସେଇ ତ ମଣିଷର ମସ୍ତିଷ୍କ ଏତେ ସେନ୍ସିଟିଭ୍ ଯେ, ସାମାନ୍ୟ ଭାବନାଟା ବି, ତା ସାରା ଜୀବନକୁ ଧୂଳିସାତ କରିଦେଇ ପାରେ । ସନ୍ଦେହର ବୀଜଟିଏ ସ୍ଥାନ ପାଇଲା ମାତ୍ରେ, ମହାଦୃମଟିଏ ହେବାକୁ ତା’କୁ କେହି ଅଟକାଇ…

ଭାଷା ଭାଗବତ : ଭାଷା ରଥ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୦  ସ୍ବଭାଷା ସୁବିଶାଳ ରଥ ଲୋଡ଼େ ସହସ୍ରାଧିକ ହାତ ଧରିବେ ତାହାର ଦଉଡ଼ି ଲକ୍ଷ୍ୟ ପର୍ଯଂତ ନେବେ ଭିଡ଼ି ନୁହେ ଏ ଛୋଟ ଠେଲାଗାଡ଼ି ଗଳି କଂଦିରେ ରଡ଼ି ଛାଡ଼ି ପଣ୍ୟ ପସରା ସେଠି ମେଲି ଏକାକୀ ଜଣେ ନେବ ଠେଲି…

କବିତା : ମଉଳା ମୂହୁର୍ତ୍ତ

ବଳରାମ ପୂଜାରୀ ଅନେକ ଅପାସୋରା ଅସମ୍ପୂର୍ଣ୍ଣକୁ ମୁକ୍ତ କରୁଥିଲି ମୁଁ , ବାହୁଡୁଥିଲେ ଟିକ୍ ଟିକ୍ କରୁଥିବା ଛାତିଏ ଛାତିଏ ବତୁରା ସ୍ମୃତି, ଭିଡିମୋଡି ହେଉଥିଲେ, ଆଉକିଛି ଅନନ୍ୟା ଅତିତ , ବାହୁନୁଥିଲେ କିଛି ପ୍ରଶ୍ନିଳ ପ୍ରବାହ, କିଛି!!ମୋତେ ନିଃଶବ୍ଦ କରୁଥିଲେ ତ !! କିଛି…

ସ୍ୱପ୍ନ ବୃତ୍ତାନ୍ତ

ଲୋପାମୁଦ୍ରା ପରିଡ଼ାଙ୍କ ସ୍ମୃତିର ଫରୁଆରୁ ……  ସେଥର ଥାଏ ଗ୍ରୀଷ୍ମ ଋତୁ । ଚୈତ୍ର ମାସ । ବାଙ୍ଗାଲୋର ଏକ ଶୁଷ୍କ ମାଳଭୂମି ହେଇଯାଏ ସେତେବେଳେ । ପାଣିର ଅଭାବ ଦେଖାଦିଏ । ଟ୍ଯାଙ୍କର  ପାଣି କିଣି ଚଳନ୍ତି ଅଧିକାଂଶ ଲୋକେ । ଆମର ଏଠି ରହିବା ଚାରି ବର୍ଷ ହବଣି । ସେଦିନ ରାତିରେ ଆମେ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୧୩)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୩  ସକାଳୁ ଆରମ୍ଭ କରିଛି କି ନାଁ ବୈଭବ ଭାରି ଗମ୍ଭୀର ଓ ଶକ୍ତ ଭାବେ ଉତ୍ତର ଦେଲେ, ଆସୁଆସୁ କହିଥିଲି ପରା, ମନେ ନାହିଁକି! ନିଦ ବାଉଳାରେ ମନେ ରଖିନ ବୋଧେ । ସିଟି ବାହାରେ ଅଚାନକ କାମ ପଡିଗଲ । ଫୋନ୍ ଚାର୍ଜ…

ଭୀମ ପୃଷ୍ଟି ପାଇଲେ ‘ଜଗଦୀଶ କଥା ସମ୍ମାନ’

ଭୁବନେଶ୍ୱର : ଜଗଦୀଶ ମହାନ୍ତି ଟ୍ରଷ୍ଟ ଆନୁକୂଲ୍ୟରେ ବିଶିଷ୍ଟ କଥାକାର ଜଗଦୀଶ ମହାନ୍ତିଙ୍କର ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଲେଖକ ଭୀମ ପୃଷ୍ଟିଙ୍କୁ 'ଜଗଦୀଶ କଥା ସମ୍ମାନ' ଏବଂ ମଣିରାମ ଜେନାଙ୍କୁ 'ଜଗଦୀଶ ଯୁବ ସମ୍ମାନ' ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ…

ସୁଷମା ଲେଙ୍କାଙ୍କ ‘ନୂଆ ସକାଳର ସୂର୍ଯ୍ୟ’ ଏବଂ ‘ଶ୍ରୀକ୍ଷେତ୍ର ମହିମା’ ଉନ୍ମୋଚିତ

ଭୁବନେଶ୍ୱର : ଲେଖିକା ସୁଷମା ଲେଙ୍କାଙ୍କ ଗଳ୍ପ ସଙ୍କଳନ "ନୂଆ ସକାଳର ସୂର୍ଯ୍ୟ" ଏବଂ ଗୀତି କବିତା ସଙ୍କଳନ "ଶ୍ରୀକ୍ଷେତ୍ର ମହିମା " ରାଜଭବନ ପରିସରରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି ସାଧାରଣ ମଧ୍ୟବିତ୍ତ ପରିବାରର ମଣିଷଟିଏ ଦୈନନ୍ଦିନ…

ଭାଷା ଭାଗବତ : ବନାନ ଓ ଉଚ୍ଚାରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୯ ପଢ଼ିବା ଦେଇ ମନ ଧ୍ୟାନ କରିବା ଶବ୍ଦ ଉଚ୍ଚାରଣ ତିନିଟି ଶବ୍ଦ ଦିଶେ ଭିନ୍ନ ପ୍ରାୟତଃ ଶୁଭଇ ସମାନ ସଂଯମ ସଂଗମ ସଙ୍ଗମ ସ୍ବଗ୍ରାମ ସଂଗ୍ରାମ ସଙ୍ଗ୍ରାମ ସଂଯତ ସଂଗତ ସଙ୍ଗତ ସଂଯୁକ୍ତ ସଂପୃକ୍ତ ସମ୍ପୃକ୍ତ…