Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଦେବୀ (୧୬)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୬ ଶ୍ରାବଣ ମାସର ଶେଷଦିନ ଗୁଡ଼ିକ ପାଟ ସଂଲଗ୍ନ ଖାଲୁଆ ଜମିରେ ପାଣିର ସ୍ତର କମିଯାଏ। ମଧୁର ଜଳ ଲୋଭରେ ନଈ ଛାଡ଼ି ଆସିଥିବା ମାଛ ସବୁ ସପରିବାର ବନ୍ଦୀ ହୋଇ ଶିକାରୀ ପକ୍ଷୀମାନଙ୍କଠାରୁ ନିଜକୁ ବଞ୍ଚେଇବା ପାଇଁ ହରକଞ୍ଚ ବୁଦା ତଳେ…

ଅନୁବାଦ କବିତା : ଅତିଥି

ମୂଳ ରଚନା : ଆନ୍ନା ଆଖମାତୋଭା  କିଛି ବି ବଦଳି ନାହିଁ ଖାଇବା ଘରର ଝରକାରେ ଶକ୍ତ ବରଫଖଣ୍ଡ ମାନ, ମାଡ଼ଖାଇ ଛିଟକି ପଡ଼ୁଛନ୍ତି। ମୁଁ ଯାହାଥିଲି , ସେଇଆହିଁ ଅଛି କିନ୍ତୁ ଜଣେ ପୁରୁଷ ଆସିଛନ୍ତି, "କ'ଣ ଦରକାର ଆପଣଙ୍କର" ମୁଁ ପଚାରିଲି ସେ କହିଲେ "ତୁମ ସହ ନର୍କରେ ରହିବାକୁ…

କବିତା : ଅନ୍ନପୂର୍ଣ୍ଣା

ବିଜୟ ଚନ୍ଦ୍ର ପ୍ରଧାନ  ଆଦିମ କାଳରୁ ଅଦ୍ୟାବଧି ଦେଖ ମାର୍ଗଶିର ଗୁରୁବାରେ, ଧୂପ ନୈବେଦ୍ୟରେ ସକଳ ଗୃହରେ ପୁଜା ପାଅ ନିରନ୍ତରେ। ସାଗର ମନ୍ଥନୁ ତୁମ ଆବିର୍ଭାବ ତେଣୁ ସାଗର ଦୁହିତା, ଏ ଧରା ଧାମକୁ ଧନ ଖାଦ୍ୟ ବାସ ସବୁ ତୁମ୍ଭ ମହାନତା। ଶ୍ରୀୟା ଭକତିରେ ସନ୍ତୁଷ୍ଟ ହୋଇ ଯେ…

ଧାରାବାହିକ ଉପନ୍ୟାସ : ଦେବୀ (୧୫)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୫  ଆଖି ଆଗରେ ଅଥଳ ସମୁଦ୍ର। ଚାରିଦିଗରେ ଅନନ୍ତ ନୀଳ ବିସ୍ତୃତି। ଖୁବ୍ ଦୂରରେ ଦିଶୁଛି ଘଞ୍ଚ ଜଙ୍ଗଲ ଘେରା ଛୋଟ ଏକ ଦ୍ଵୀପ। ଖଣ୍ଡେ ଭଙ୍ଗା ପଟାରେ ଭାସିଭାସି ଯାଉଛି ଦେବୀ । ସେ ଦ୍ଵୀପ ଯେତିକି ପାଖ ହେଉଛି ସେତିକି ଧୁଆଁଳିଆ…

ଧାରାବାହିକ ଉପନ୍ୟାସ : ଦେବୀ (୧୪)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୪  ଶ୍ରାବଣ ଆସିଲେ ପ୍ରୀତିପୁର ସଲଂଗ୍ନ ଚିରୁଡ଼ି ପାଟ ସୁନାମୁହିଁ ସହିତ ମିଶିଯାଇ ସୃଷ୍ଟି କରେ ହ୍ରଦର ଭ୍ରମ। ଭାଦ୍ରବ ବେଳକୁ ତାହା ପରିବର୍ତ୍ତିତ ହୁଏ ନାନା ରଙ୍ଗ ଓ ପ୍ରଜାତିର କଇଁ ଫୁଲ ଧାରି ଏକ ଭାସମାନ ବଗିଚାରେ। ପୁଣି…

ବ୍ୟଙ୍ଗ : ମନ୍ କୀ ବାତ୍

ଅନେକ ସମୟରେ ଆମ୍ଭ ସ୍ତ୍ରୀଙ୍କୁ କହିବାର ଶୁଣିଛୁ ," ତୁମେତ ମୋତେ ଆଗ ଭଳି ଆଉ ଭଲ ପାଉନ । ତୁମେ କଣ ମୋତେ ବାହା ହେଇ ଖୁସି ନାହଁ ?" ପ୍ରଥମେ ଭାବୁଥିଲି ସତରେ କେତେ ନିରୀହ ପ୍ରଶ୍ନ । କିଛି ଭୁଲ କରିଦେଲିକି ? ଯେଉଁଥିପାଇଁ ତାଙ୍କ ମନ ଦୁଃଖ ହେଉଛି । କିନ୍ତୁ ବେଶ କିଛି ବର୍ଷ ଲାଗିଲା…

ପୁସ୍ତକ ପରିଚୟ : ମୁଁ ଓ ମୁଁ

ମୁଁ ଓ ମୁଁ ମୂଳ ରଚନା : ମୃଦୁଳା ଗର୍ଗ ଅନୁବାଦ : ନୀହାରିକା ମଲ୍ଲିକ ପ୍ରକାଶକ : ଆଦିତ୍ୟ ଭାରତ ଇ ୩୯୫, ସେକ୍ଟର ୬ ସିଡିଏ କଟକ ୭୫୩୦୧୪ ପୃଷ୍ଠା : ୩୩୬ ମୂଲ୍ୟ : ୩୦୦ ଆମ ଚାରିପାଖରେ କେତେ ଘଟଣା ଘଟୁଥାଏ । କେତେ ମନେ ରଖିହୁଏ ? କିନ୍ତୁ ଲେଖକଟିଏ ସେଇ ଘଟଣାମାନଙ୍କ ଭିତରୁ…

ଧାରାବାହିକ ଉପନ୍ୟାସ : ଦେବୀ (୧୩)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୩  ଅଦୂର ସମୁଦ୍ର କୂଳରୁ ଶୁଣାଯାଉଥିଲା ମିଳନ ବ୍ୟାକୁଳ ପ୍ରାଚୀ ନଈର ଚୁପ୍ ଚୁପ୍ କଥା। ଗାଁର ଶେଷ ମୁଣ୍ଡରୁ ମୁହାଣ ଯାଏ ଯାଇଥିବା ସରୁ ରାସ୍ତାରେ ଧୀର ପାଦରେ ଚାଲୁଥାଏ ଦେବ।ହାଲକା ଶୀତକୁ ବଳ ଦେଉଥାଏ ପବନ। ଅନ୍ଧାର ଭିତରୁ ନଈ…

କବିତା : ଢୋଲ

ଗଦାଧର ସାହୁ  ମୋତେ ତମେ ବାଡେଇ ଚାଲିଛ, ତମାମ ଜୀବନ ତମ ଖୁସି ପାଇଁ । ମୁଁ ଶବଦ୍ ଦେଇଛି ତୁମ ଇଚ୍ଛାରେ ତୁମ ବାଡିଆରେ ଲହୁ ଲୁହାଣ ହୋଇ ବୁକୁରେ ବେଦନାକୁ ଚାପି । ଏମିତି ବି ହେଇଛି ଥରେ ନୁହଁ ଅନେକ ଥର, ତୁମ ପାଇଁ ଖୁସି ଫେଣ୍ଟୁ ଫେଣ୍ଟୁ ମୁଁ ବହୁବାର ଫାଟିଛି । ମୋ…

କଥାକାର ହାଡ଼ିବନ୍ଧୁ ପାଢ଼ୀଙ୍କର ଗଳ୍ପ ସଂକଳନ ‘ତିନି ଅକଥା’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ କଥାକାର ହାଡ଼ିବନ୍ଧୁ ପାଢ଼ୀଙ୍କର ଗଳ୍ପ ସଂକଳନ ‘ତିନି ଅକଥା’ , ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ପୌରାଣିକ କିମ୍ବଦନ୍ତୀ ଏବଂ ନୈତିକ ତଥା ମାନବିକ ଗୁଣବତ୍ତା ଆଧାରିତ ୪୫ଟି କାଳଜୟୀ ଲୋକକଥାର ପୁର୍ନଲିଖନ ଏହି ସଙ୍କଳନରେ ସ୍ଥାନିତ ହୋଇଛି ।…