Latest Odisha News
Browsing Category

ସାହିତ୍ୟ

ପ୍ରୀତିଛନ୍ଦା ଧଳଙ୍କ ‘ଫେମିନିଜିମ୍ ଓ ଅନ୍ୟାନ୍ୟ ପ୍ରସଙ୍ଗ’ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ

ଭୁବନେଶ୍ୱର : ଯୁବ ସ୍ତମ୍ଭକାର ପ୍ରୀତିଛନ୍ଦା ଧଳଙ୍କର ଫିଚର୍ ସଙ୍କଳନ ' ଫେମିନିଜିମ୍ ଓ ଅନ୍ୟାନ୍ୟ ପ୍ରସଙ୍ଗ', ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ରାଜ୍ୟପାଳ ଲେଖିକା ଶ୍ରୀମତୀ ଧଳଙ୍କୁ ଅଧିକ ଲେଖିବା ପାଇଁ ପ୍ରେରଣା ଯୋଗାଇଥିଲେ ଏବଂ…

ସୁଧୀର ଧଙ୍ଗଡ଼ାମାଝୀଙ୍କ ‘ଖଂଗାର୍‌’କୁ ଟାଇମ୍‌ପାସ୍ ବେଷ୍ଟ୍‌ସେଲର୍ ପୁରସ୍କାର

ଭବାନୀପାଟଣା : ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ଟାଇମ୍‌ପାସ୍‌' ଦ୍ୱାରା ପ୍ରକାଶିତ,  ଯୁବଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ଗଳ୍ପ ସଂକଳନ ‘ଖଂଗାର୍‌’, 'ଟାଇମ୍‌ପାସ୍ ବେଷ୍ଟ୍‌ସେଲର୍ ପୁରସ୍କାର ପାଇଁ ବିବେଚିତ ହୋଇଛି । ଆସନ୍ତା ୧୯ ତାରିଖ ଦିନ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁଥିବା…

କବିତା : ଲେଉଟ ଚକୁଳି

ମାନସ ରଞ୍ଜନ ମହାପାତ୍ର  ଫେରିବାକୁ ଚାହୁଁଛ ତ ଯାଅ ! ମୋଗଲ ହାରେମରେ ରହୁଛି ମୁଁ କଳିଙ୍ଗର ରାଜଜେମା ବଳିପଡିଛି ଯୁଦ୍ଧରେ ହଜିଯାଇଛି ମାଳିନୀ ନଦୀ ଇତିହାସରେ ଯୁଗେଯୁଗେ କାହିଁକି ଯେ ମୋ ପରି ନିରୀହା ଝିଅମାନେ ବଳିପଡୁଥନ୍ତି ଇତିହାସ ଲେଖାଯାଏ ଦିଗବିଜୟର ନିରବରେ ନିରତକ୍ଷଣରେ…

ଧାରାବାହିକ ଉପନ୍ୟାସ : ଦେବୀ (୧୨)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୨  କିଏ? କିଏ ବସିଛି ସେଠି? କାହାର କର୍କଶ କଠୋର ସ୍ୱର ଦେବକୁ ଡରେଇଦେଲା ଯେମିତି। ସେ ଚାନ୍ଦିନୀ ଉପରୁ ଉଠିପଡ଼ି ଠାକୁର ବରଗଛ ପାଖ ଅନ୍ଧାର ଭିତରେ ହଜିଗଲା। କେତେ ବର୍ଷ ପରେ ଗାଆଁ ଭିତରେ ସ୍ତୁପିଭୂତ ଅନ୍ଧାରକୁ ଅନୁଭବ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଚିହ୍ନା ଠିକଣା ସ୍ବପ୍ନର ପିଠି ମସୃଣ - ଠିକ୍ ସାପ ଭଳି । ଅନୁରାଗ ରଞ୍ଜିତ ହାତରେ ଯେତିକି ଥାପିବ ପାପୁଲି ତା ମୁଲାୟମ ଦେହରେ ସେ ଖସିବ ହିଁ ଖସିବ । ନୁହେଁ ? ଚୋଟ ଯେତେ ଥର ପଡ଼ୁ ଘୁଞ୍ଚେଇ ହୁଏନି ପାଦ ସୁରକ୍ଷା ଲୋଭରେ କେଉଁ ଏକ ଅଜଣା ଆକର୍ଷଣରେ । ଆତଙ୍କ ସହ ଅତର୍କିତ ଲଢ଼ିବାର ଏକ…

ଧାରାବାହିକ ଉପନ୍ୟାସ : ଦେବୀ (୧୧)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୧  କୁହୁଡି ଆଚ୍ଛନ୍ନ ପୌଷ ରାତିର ଶୁକ୍ଲାଷ୍ଟମୀ ଜହ୍ନ ପ୍ରାଚୀ ଭିତରେ ଅସ୍ତ ହେବାର ପ୍ରକ୍ରିୟା ଆରମ୍ଭ କରୁଥାଏ। ଆଗନ୍ତୁକ ଅମାଛନ୍ନ ରାତି ଯେ ଜୀବନ୍ତ ତାର ପ୍ରଚାର କରୁଥାନ୍ତି କେତୋଟି ରାତ୍ରଚର ପକ୍ଷୀ। ଠାକୁର ବରଗଛ ଉପରେ ନିଜର…

କବିତା : ସ୍ମୃତି

ଗୌରାଙ୍ଗ ପଟେଲ  ଦେଖୁଥିବା ସ୍ବପ୍ନ ରେ ଭାସି ଭାସି ହଠାତ ଚେଇଁ ଉଠିଲାପରେ . . . କାହାଣୀ ଭଳିଆ ଲାଗୁଥିବା ଅବଚେତନ ମନର ରଚନାକୁ ସୁର ଦେବାକୁ ଚେଷ୍ଟା କଲେ ଯେପରି ଝାପ୍ସା ଓ ଖାପଛଡ଼ା ଜଣାପଡେ ! ଓଦା ବାଲି ଦେହରେ ଚିତ୍ର ଟିଏ ଆଙ୍କିବାକୁ ଯାଉଥିଲି ସିନା ସମାପ୍ତି ପୂର୍ବରୁ…

ଲେଖକର ଦୃଷ୍ଟିକୋଣ ସବୁବେଳେ ବ୍ୟାପକ ହେବା ଆବଶ୍ୟକ : ତପନ କୁମାର ପଣ୍ଡା

ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ଵ ଧରି ଓଡ଼ିଆ ଓ ଇଂରାଜୀ ସାହିତ୍ୟରେ ଅବିଶ୍ରାନ୍ତ ଭାବରେ ନିଜର ପାରଦର୍ଶିତା ସହ ବାଣୀ ଭଣ୍ଡାରକୁ ରୁଦ୍ଧିମନ୍ତ କରି ଚାଲିଛନ୍ତି ତପନ କୁମାର ପଣ୍ଡା। ଓଡ଼ିଶା ବାହାରେ ରହି ଜଣେ ନୀରବ ସାଧକ ଭାବରେ ସେ ସୃଷ୍ଟି କରିଚାଲିଛନ୍ତି ଅନେକ କାଳଜୟୀ କବିତା, ଗଳ୍ପ ତଥା…

ଅନୁବାଦ ଗଳ୍ପ : ଶୂନ୍ୟହସ୍ତ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୬  ମୂଳ ପଞ୍ଜାବୀ: କର୍ତ୍ତାର ସିଂହ ଡୁଗଲ  ପୁଣି ଥରେ ସେମାନେ ଶୂନ୍ୟହସ୍ତରେ ଫେରିଥିଲେ । କିଷନ ଓ କାହ୍ନା । ଚାକିରିଟିଏ ଲାଗି ଦୁହିଙ୍କ ଭିତରୁ କେହି ଜଣେ ହେଲେ ମନୋନୀତ ହୋଇନଥିଲେ । ପୁଣି ଥରେ ଭାଗ୍ୟର ବିଡ଼ମ୍ବନା । ସାକ୍ଷାତକାରକୁ…

ରାଜେନ୍ଦ୍ର କୁମାର ରାଉଳ ଓ ସୃଷ୍ଟିଶ୍ରୀ ନାଏକ ପାଇବେ ‘ଟାଇମ୍‌ପାସ୍‍ ବୁକର୍‌ ପୁରସ୍କାର’

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ଟାଇମପାସ ପକ୍ଷରୁ ଯୁବଲେଖକମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ଉତ୍ସାହଜନକ ‘ଟାଇମ୍‌ପାସ୍‍ ବୁକର୍‌ ପୁରସ୍କାର’ ୨୦୨୦ ମସିହା ପାଇଁ ରାଜେନ୍ଦ୍ର କୁମାର ରାଉଳଙ୍କ ଗଳ୍ପ ପାଣ୍ଡୁଲିପି ‘ଟେଲିଗ୍ରାମ୍‍’ ଓ ୨୦୨୧ ମସିହା ପାଇଁ…