Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଦେବୀ (୨୦)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୦  ପ୍ରୀତିପୁର ଆଉ ମୁକ୍ତାପୁର ମଝିରେ ଯେଉଁ ବିସ୍ତୀର୍ଣ୍ଣ ଉଚ୍ଚ ଭୂମି ତାହା ଦିନଥିଲା ଏକ ସବୁଜ ସମୃଦ୍ଧ ଗାଆଁ ବିରହପୁର। ତାହାର ଏକ ଦିଗରେ ସମୁଦ୍ର ଅନ୍ୟ ଏକ ଦିଗରେ ପ୍ରାଚୀ ନଈ। ଗାଆଁକୁ ଲାଗି ଛୋଟ ଏକ ବଣ।ଗାଆଁର ଚାରିଦିଗରେ…

ନରେନ୍ଦ୍ର ନାଥ ଦାଶଙ୍କ ‘ପ୍ରୀତି ପ୍ରମୋଦିନୀ’ ଉନ୍ମୋଚିତ

ଭୁବନେଶ୍ୱର : କବି ନରେନ୍ଦ୍ର ନାଥଙ୍କ ରଚିତ ଗୀତି କବିତା ପୁସ୍ତକ 'ପ୍ରୀତି ପ୍ରମୋଦିନୀ' ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ , ଆଶ୍ରାକ୍ଳବର ବିଂଶତମ ସ୍ୱନକ୍ଷେତ୍ର ଦିବସ ଅବସରରେ ଉନ୍ମୋଚିତ ହୋଇ ଯାଇଛି। ବିଷ୍ଣୁପ୍ରିୟା ଓତାଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମରେ ସୌମେନ୍ଦ୍ର ପ୍ରିୟଦର୍ଶୀ…

ରାଜ କିଶୋର ଦାଶଙ୍କ ‘ଅଦ୍ବେତ ଦୃଷ୍ଟି ତତ୍ତ୍ୱବୋଧ’ ଓ ‘ଝାପସା ସତ ଝାପସା ମିଛ’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ କବି ରାଜ କିଶୋର ଦାଶଙ୍କ ରଚିତ 'ଅଦ୍ବେତ ଦୃଷ୍ଟି ତତ୍ତ୍ୱବୋଧ' ଓ 'ଝାପସା ସତ ଝାପସା ମିଛ' ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି । ଶ୍ରୀରାମ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜୟା ନନ୍ଦ କର ମୁଖ୍ୟ ଅତିଥି , ପଣ୍ଡିତ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଦର୍ପଣରେ ଜହ୍ନ ଗତକାଲି ଜହ୍ନକୁ ପାଖରୁ ଦେଖିଲି । ମନ ତଳେ ଝୁଲୁଥିବା ଗୋଟେ ଜହ୍ନରାତିକୁ କଳ୍ପନାର ରଙ୍ଗରେ ରଙ୍ଗଉଥିବା ଅଭ୍ୟସ୍ତ ଆଖି ଆକାଶକୁ ଜହ୍ନର ଉଜ୍ଜ୍ୱଳତାରେ ଦେଖି ମୁଗ୍ଧ ହେବା ସ୍ୱାଭାବିକ । ହେଲା ବି । ଶିଶିର ସ୍ନାତ ବାୟୁମଣ୍ଡଳରେ ଆଖି ସହ ଯଦିଓ ସାଲିସ କରିପାରୁନଥିଲା ଅସୁସ୍ଥ…

ଧାରାବାହିକ ଉପନ୍ୟାସ : ଦେବୀ (୧୯)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୯ ପ୍ରାଚୀ କୂଳରେ ଏକ ଗାଆଁ,ମୁକ୍ତାପୂର। କିଏଦେଲା ଏତେ ସୁନ୍ଦର ନାଆଁ? ପିଲାଦିନରୁ ଶୁଣିଆସିଛି ଦେବ ଏଇ ଗାଆଁକୁ ନେଇ ଏକ ସୁନ୍ଦର କାହାଣୀ। ଦୀର୍ଘ ଅତୀତର କେଉଁ ଏକ ଅନ୍ଧାରୀ ଗୁମ୍ଫାରେ ରହିଛି ସେହି କାହାଣୀର ମଞ୍ଜି। ଦେବ…

କନକ ମଞ୍ଜରୀ ସାହୁଙ୍କ ଅନୂଦିତ ଉପନ୍ୟାସ ‘ଚାନ୍ଦର ପାହାଡ଼’ ଉନ୍ମୋଚିତ

ଭୁବନେଶ୍ୱର : ପ୍ରସିଦ୍ଧ ବଙ୍ଗଳା ଲେଖକ ବିଭୁତିଭୁଷଣ ବନ୍ଦୋପାଧ୍ୟାୟଙ୍କ ଲିଖିତ ତଥା ଅନୁବାଦିକା କନକ ମଞ୍ଜରୀ ସାହୁଙ୍କ ଦ୍ୱାରା ଅନୂଦିତ ଉପନ୍ୟାସ ' ଚାନ୍ଦର ପାହାଡ଼' ରାଜଭବନ ପରିସରରେ ମହାମହିମ ରାଜ୍ୟପାଳ ଗଣେସୀଲାଲଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଲେଖିକା ଶ୍ରୀମତୀ…

ସାହିତ୍ୟ ଏକ ନିରବ ସାଧନା : ସୁଷମା ଦାଶ

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ସୁଷମା ଦାଶ । ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ସଂସାର ସଂଘର୍ଷ ଓ ଜୀବନାଦର୍ଶ ପୁଣି ସମାଧାନର ବାଟ । ଅତିସାଧାରଣ ଘଟଣା ଗୁଡ଼ିକୁ ଭାବ ଓ ଭାଷାର…

ଧାରାବାହିକ ଉପନ୍ୟାସ : ଦେବୀ (୧୮)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୮ ସମସ୍ତ ଆଶଙ୍କାକୁ ସତ ପ୍ରମାଣିତ କରି ପଶ୍ଚିମ ଦିଗରୁ ଭାସି ଆସୁଥିଲା ବିଶାଳ ଏକ ଘନ କୃଷ୍ଣ ବାଦଲ। କିଛି ସମୟ ପରେ ତାହା ସ୍ଵତଃ କଳେବର ବୃଦ୍ଧିକରି ସାରା ଆକାଶକୁ ବ୍ୟାପିଗଲା। ଏକ ଅସହ୍ୟ ନିରବତା ସଞ୍ଚରିଗଲା ଚାରିଆଡ଼େ।…

ଅନୁବାଦ ଗଳ୍ପ : ଜନସେବକ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୭ ମୂଳ ବଙ୍ଗଳା: ସତୀନାଥ ଭାଦୁଡ଼ି  ପୂର୍ଣ୍ଣିଆର ଗୋପାଳପୁର ପୁଲିସ ଜିଲ୍ଲା ଓ ଦୀନାଜପୁରର ଶ୍ରୀପୁର ମଧ୍ୟ ଦେଇ ନାଗର ନଈଟି ପ୍ରବାହିତ । ପାହାଡ଼ୀ ଝରଣାଟି ଏ ଅଞ୍ଚଳରେ ବେଶୀ ବେଗରେ କି ଅଙ୍କାବଙ୍କା ହୋଇ ବହୁ ନ ଥିଲା । ସେଇଥିଲାଗି…

କବିତା : ଅନାମିକା

ବିଶ୍ବରଞ୍ଜନ ଦାଶ ଚିହ୍ନା ଚିହ୍ନା କେହିଜଣେ ଅଚିହ୍ନା ଋତୁରେ ଆସି ବୋଳିଦିଏ ମୋ କପାଳେ ଅଫୁଟା ଫୁଲର ମୁହଁ ଅନ୍ଧାରପଣର ମାୟା ପାପୁଲିରେ ଆଙ୍କିଦେଇ ଅଲୋଡା ପଥର ଦେହେ ଖୋଜିବୁଲେ ଛାୟା ଦିଅଁ ।। ଲିଭି ଲିଭି ଆସୁଥିବି ଜାଳିବାର ବାହାନାରେ କେହିଜଣେ ଶୋଷିନିଏ ବଳକା ମୋ ଆୟୁଷକୁ ସମୟର…