Latest Odisha News

BREAKING NEWS

Browsing Category

ସାହିତ୍ୟ

ବ୍ୟଙ୍ଗ : ଓଁ ସର୍ଟକଟ୍ ଦେବାୟ ନମଃ

ସରସ୍ୱତୀ ଓ ଗଣେଶଙ୍କ ଭିତରେ ବଚସା ହେଲା । ମା ସରସ୍ଵତୀ ଗଣେଶଙ୍କୁ କହିଲେ- "ମୋ ଭକ୍ତମାନଙ୍କୁ ଦେଖ କେମିତି ଶାନ୍ତ ସୁଧାର । କେତେ ଭକ୍ତିରେ ମୋତେ ପୂଜା କରୁଛନ୍ତି । ମୋ ଭକ୍ତ ମାନେ ଏଡ଼େ ବୁଦ୍ଧିଆ ଯେ ଆଇ.ଏ. ଏସ, ଆଇ ପି ଏସ, ଇଞ୍ଜିନିୟର ,ଡାକ୍ତର ଭଳି ବଡ଼ ବଡ଼ ଚାକିରୀ କରି ପରିବାର ଓ ଦେଶର…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୭)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୭ ସମସ୍ତ ଅପେକ୍ଷାର ଅନ୍ତଃ ଘଟେଇ ଅନ୍ନପୂର୍ଣ୍ଣେଶ୍ବରୀ ଧରମହାପାତ୍ର ଇହଲୀଳା ସମ୍ବରଣ କଲେ। ସମସ୍ତଙ୍କର ଅକ୍ଳାନ୍ତ ଚେଷ୍ଟା ସତ୍ତ୍ଵେ ସବୁ ପାଣି ଫାଟିଗଲା .... ପାଣି ଫୋଟକା ପରି ସବୁ ମିଳେଇଗଲା କ୍ଷଣିକରେ। ତଥାପି ଆମେ…

ପୁସ୍ତକ ପରିଚୟ : ଭଙ୍ଗାଘର

ଭଙ୍ଗାଘର କବି : ରବୀନ୍ଦ୍ର ଜେନା ସର୍ବୋଦୟ ସାହିତ୍ୟ ସଂସଦ, ପୁରୀ ପୃଷ୍ଠା : ୬୮ ମୂଲ୍ୟ : ୬୦ ଭଙ୍ଗାଘରର ଉଜୁଡ଼ା ସଂସାରୀ ' ରବି ଜେନା ' । ଏ ବିଚିତ୍ର ଦୁନିଆଁରେ ଯେଉଁଠି ପ୍ରତି ମୁହୂର୍ତ୍ତରେ ମିଳେଇଯାଏ ସମ୍ପର୍କ, ଧ୍ଵଂସ ପାଉଥାଏ କେଉଁଠି ନା କେଉଁଠି ଚେନାଏ ଉର୍ବର ଭୂଇଁ, ମରି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୬)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୬  କାମ ସହିତ ଦାୟିତ୍ୱ ! ବଡ ଫୋଟକୁ ବହୁତ ଗୁଡିଏ ଫ୍ଲେକ୍ସ ସିଟରେ କଲି।ବିଭିନ୍ନ ଜାଗାରେ ଲଗାଇବାକୁ ହବ। ଲାମିନେଟ୍ ବି କଲି। ସବୁ ନିମନ୍ତ୍ରଣ ପତ୍ରରେ ଫଟୋ ରଖିଲି। ଯେଉଁ ସମସ୍ତେ ଅତିଥି ହେବେ ତାଲିକା କଲି।…

କବିତା : କାଠଗଡ଼ାରୁ ଈଶ୍ବର

ରାମକୃଷ୍ଣ    ତମର ସବୁ ଅଭିଯୋଗ ସତ ସ୍ବୀକାର କରୁଛି ତମର ସବୁ ଆକ୍ରୋଶ , ନିଜେ ନିଜର ଆଲୁଅରେ ଛାଇଟିଏ ହୋଇ ଛିଡାହେବା ନିଆଁ ଆଉ ପାଣି, ବାୟୁ ଆଉ ବସ୍ତୁରେ ଶୂନ୍ୟତାକୁ ଘେରିବା କେଡେ କଠିନ ସତରେ, ଆଉ କେଡେ ମାରାତ୍ମକ ବି ନିଜସହ ଲୁଚକାଳି ଖେଳିବାକୁ ଟୁକୁଡା ଟୁକୁଡା ହୋଇ…

କବିତା : ଶୁନ୍ୟତା

ସ୍ମୃତି ରଂଜନ ତ୍ରିପାଠୀ  ଗୋଟେ ଶୁନ୍ୟତାକୁ ପୂର୍ଣ୍ଣ ନାମ ଦେବା ସେ ଶେଯରେ ଆଉ କୋଉ ଜହ୍ନ ବିଛଣା ପାରୁ କିନ୍ତୁ ସ୍ବପ୍ନ ସବୁକୁ ତୋର ମୋର କହିବା ଡରି ଯିବୁନି ମିତ ସକାଳର ଫର୍ଚ୍ଚା କବାଟ ଶବ୍ଦରେ ବୋଧେ ଅବୋଧ ପ୍ରେମଟେ କିଏ ଅଳସ ଭାଙ୍ଗୁଥିବ।। ହଁ, ଗୋଟେ କବିତା ଲେଖିବା ସବୁ…

ସାହିତ୍ୟିକ ବିଦ୍ୟାଧର ବାରିକଙ୍କ ୭୭ତମ ଜନ୍ମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଗୋଧୂଳି ସାହିତ୍ୟ ଏବଂ ବିଦ୍ୟାଧର ବାରିକ ସ୍ମୃତି ସଂସଦର ମିଳିତ ସହଯୋଗରେ , ଜାତୀୟ ଅଭିଲେଖାଗାରଠାରେ ବିଶିଷ୍ଟ ସାହିତ୍ୟିକ ବିଦ୍ୟାଧର ବାରିକଙ୍କ ୭୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସୁଚେତା ରାଉତଙ୍କ ସଭାପତିତ୍ୱରେ ସ୍ୱର୍ଗତଃ ବାରିକଙ୍କ ସ୍ମୃତି ଉଦ୍ଦେଶ୍ୟରେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୫ ଦାଦାଭାଇଙ୍କ ପାଖକୁ ଯିବାକୁ ମନ ହେଉଛି । ଅସରନ୍ତି ସ୍ନେହର ଭଣ୍ଡାର... ଅଶେଷ ଜ୍ଞାନର ଅମାର... ଆଃ ! ସବୁ ସମସ୍ୟାର ସମାଧାନ ଖୋଜିବା ଅପେକ୍ଷା କିଛି କରି ଦେଖାଇବାର ବେଳ । ଏ ସମୟ , ତୁ ଅଟକି ଯାଆରେ ଟିକିଏ ... ମୁଁ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ପ୍ରତିଶ୍ରୁତି ଶବ୍ଦ ନିଅଣ୍ଟ ପଡ଼େ ତୁମ ପାଇଁ ଅଭିବ୍ୟକ୍ତିର ଫର୍ଦ୍ଦ ତିଆରି କଲାବେଳେ । ଭାବର ଉଛୁଳା ପରିପ୍ରକାଶକୁ ଧରି ହୁଏନି ଶବ୍ଦର ଜାଲରେ । ରଙ୍ଗମାନେ ବି କମ୍ ଲୁଚକାଳି ଖେଳନ୍ତିନି ଉକୁଟେଇବା ପାଇଁ ତୁମକୁ କାନ୍ଭାସର ଦେହରେ ।ଇଚ୍ଛା କରେ ଜନ୍ମ ହେଉ ନୂଆ ନୂଆ ଶବ୍ଦ ଆଉ ରଙ୍ଗ…

ଉନ୍ମୋଚିତ ହେଲା ସୂର୍ଯ୍ୟମଣି ମିଶ୍ରଙ୍କ “କ୍ଷମତାର ଚରିତ୍ର”

ଭୁବନେଶ୍ୱର : ପେନ ଇନ୍ ବୁକ୍ସ ଆନୁକୂଲ୍ୟରେ ସ୍ଥାନୀୟ ଏକ ହୋଟେଲରେ ପ୍ରାବନ୍ଧିକ ସୂର୍ଯ୍ୟମଣି ମିଶ୍ରଙ୍କ ପ୍ରବନ୍ଧ ସଙ୍କଳନ “କ୍ଷମତାର ଚରିତ୍ର” ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କବି ହର ପ୍ରସାଦ ଦାସ, କଥାଶିଳ୍ପୀ ଦାଶ ବେହେହୁର, ବରିଷ୍ଠ ସାମ୍ବାଦିକ ଭାସ୍କର…