Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ସତୀର୍ଥ ବାଟୋଇ

ପ୍ରିୟମ୍ବଦା ସାମଲ  ଜୀବନର ଅଙ୍କାବଙ୍କା ପଥେ ଦେଉଥାଅ ମୋର ସାଥ ଝୁଣ୍ଟି ପଡିଲେ ଅତି ଅନୁରାଗେ ଧରିନିଅ ମୋର ହାତ। ତୁମଠି ବିଶ୍ବାସ ଅଛି ବୋଲି ମୋର ସଂସାରେ ଚାଲୁଛି ବାଟ କଣ୍ଟକିତ ପଥେ ଚିର ସାଥୀ ମୋର ଜୀବନେ ଅଛି ସଙ୍କଟ । ସଂଘର୍ଷ କଷଣ ଝଡ ଝଞ୍ଜା ଆସେ ଚାଲିବା ପଥରେ କେତେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୨)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୨ ମଣିଷ କାହିଁକି ପଢେ ଦର୍ଶନ ଶାସ୍ତ୍ର....ଜୀବନକୁ ଭଲପାଇବା ପାଇଁ ନା ବୀତସ୍ପୃହ ହେବାପାଇଁ ଯେ ! କାହିଁକି ବୁଝିପାରେ ମଣିଷର ମନକୁ ...କାହିଁକି ବୁଝେଇପାରେ ନିଜକୁ। ଅଥଚ ଅନେକେ ବୁଝିପାରନ୍ତିନି ତା'କୁ।ତା'ନିଜର ବୋଲି…

ଗଳ୍ପ : ମୃତ ପ୍ରଜାପତି

ପ୍ରସେନଜିତ୍ ସେଠୀ  ପ୍ରଜାପତି ଦେଖିଲେ ଭାରି ଭଲ ଲାଗେ। ତାର ରଙ୍ଗୀନ ଦୁଇ ପଙ୍ଖରେ ଚିତ୍ର ବିଚିତ୍ର କାରିଗରୀ। ବିଧାତା କି ବିଚିତ୍ର ଭାବରେ ଗଢ଼ିଚି ଏଇ ଜୀବଟିକୁ। ରଙ୍ଗ ବେରଙ୍ଗର ଆଉ ଭିନ୍ନ ଭିନ୍ନ ଆକାରର ପ୍ରଜାପତିମାନେ ଯେତେବେଳେ ଧିର ଗତିରେ ଉଡ଼ିଯାଆନ୍ତି, ଯେ କେହି ବି ବିମୁଗ୍ଧ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ସଖା ! ଏହି ସମ୍ବୋଧନ ତୁମ ପାଇଁ ପ୍ରଯୁଜ୍ୟ ବୋଲି ଖୁବ୍ ପିଲାବେଳୁ ବୁଝେଇ ଦେଇଥିଲେ ନନା । ମନେ ନାହିଁ ଆଜି ଯାଏଁ କେବେ ତୁମ ପାଖକୁ ଚିଠିଟେ ଲେଖିଛି ଖୁସିରେ । ଲୁହ ଆସିଲା କି ଆସିବାର ଉପକ୍ରମ କଲା ତ ଚିଠି ଲେଖିଯାଏ ମନରେ ନତୁବା କଲମ ଦେଇ କାଗଜ ଦେହରେ । ତୁମେ ତୁମର ସେହି ରଙ୍ଗା ଅଧରରେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୧)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୧ ଖୋଜିବା ଜାରି ରହିଲା ମୋର।ଅଧାପାଠରୁ ବନ୍ଦ ରହିଥିବା ବାଳୁଙ୍ଗା ଭିତରୁ ଧାନ ଖୋଜିଲି। ମିଳିଲେ କିଛି ସତ,ବାଳୁଙ୍ଗାବି ରହିଲେ ତା' ସହିତ । ସେଇମାନଙ୍କୁ ସନ୍ଧ୍ୟାରେ ପଢେଇଲି ଓ ପରୀକ୍ଷା ଦେବାପାଇଁ ଉସକେଇଲି। ଜମା ସହଜ…

କବିତାର ସାନିଧ୍ୟ, ଆନନ୍ଦ ଓ ଆତ୍ମତୃପ୍ତି ଦେଇଥାଏ : ଶୈଳବାଳା ମହାପାତ୍ର

ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ ଶୈଳବାଳା ମହାପାତ୍ର । କବିତା ଗଳ୍ପ , ଆଲେଖ୍ୟ , ଶିଶୁ ସାହିତ୍ୟ ଓ ଅନୁବାଦ ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ ସେ ସୃଷ୍ଟି କରି ଚାଲିଛନ୍ତି ସାହିତ୍ୟର କଳେବର । ସରଳତା ଭିତରେ ତୀକ୍ଷ୍ମତା ଓ ସ୍ୱାଭାବିକତା ଭିତରେ ଆସାଧାରଣତା, ତାଙ୍କ ରଚନାଗୁଡ଼ିକ ପାଠକ…

୨୧ ଜଣଙ୍କୁ ମିଳିଲା ‘ସାଧୁତା ଗୌରବ ସମ୍ମାନ’

ଭୁବନେଶ୍ୱର : ଓଡ଼ିଆ ସାପ୍ତାହିକ ସମ୍ବାଦପତ୍ର ‘ସାଧୁତା’ର ୬ଷ୍ଠ ସ୍ୱନକ୍ଷତ୍ର ଉତ୍ସବ ଜଗନ୍ନାଥଙ୍କ ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ଦ୍ୱାରା ସ୍ଥାନୀୟ ଲୋହିଆ ଏକାଡେମୀଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ‘ସାଧୁତା’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ ହେବା ସହିତ ,…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୦)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୦ ଟୁକୁଡାଏ କାଗଜ ପାଇଁ ବଦଳାଇବାକୁ ପଡିଲା ଜୀବନର ଧାରା....। ଓଃ ସେଇଥିପାଇଁ କ'ଣ ଗପେ ମଣିଷ ଅନେକ କଥା..ଅନେକ ଭାଷାରେ ଦକ୍ଷତାରଖେ..।ଚଳଚଞ୍ଚଳ, କର୍ମଠ ରହେ... କାହାଣୀ ଶୁଣାଏ...ବହୁରୂପି ହୋଇପାରେ...।ବୁଝିବା କାଠିକର…

ଅନୁବାଦ ଗଳ୍ପ : କୁଲସୁମ୍‍

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୧   ମୂଳ ପଞ୍ଜାବୀ: କର୍ତ୍ତାର ସିଂହ ଡୁଗ୍‍ଗଲ  ତା’ଲାଗି ବୁଢ଼ା କ’ଣ ସବୁ ଆଣିଥିଲା? ବିଚଳିତ ଭାବରେ ପଦଚାରଣ କରୁଥିବା ଯୁବ ସ୍କୁଲ ମାଷ୍ଟରଙ୍କ ପାଦ ଶବ୍ଦ କୁଡ଼ିଆ ଭିତରେ ମିଳେଇଗଲା । କୁଡ଼ିଆ ଭିତରେ ଗୋଟିଏ କଡ଼କୁ ଚାହିଁ ଦେଖିଲି…

ଉନ୍ମୋଚିତ ହେବ ରଶ୍ମି ମିଶ୍ରଙ୍କ “ଅହ୍ୟରାଣୀ “

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା 'ପେନ୍ ଇନ୍ ବୁକ୍ସ' ଆନୁକୂଲ୍ୟରେ ଗାଳ୍ପିକା ରଶ୍ମି ମିଶ୍ରଙ୍କର ପ୍ରଥମ ସଙ୍କଳନ "ଅହ୍ୟରାଣୀ" ସ୍ଥାନୀୟ ଏକ ଘରୋଇ ହୋଟେଲରେ ନଭେମ୍ୱର ୭ରେ ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ତଥା ସମ୍ପାଦକ ଗୌରହରି ଦାସ ,…