Latest Odisha News

BREAKING NEWS

Browsing Category

ସାହିତ୍ୟ

ଗଳ୍ପ : ବାବାଙ୍କୁ ଚିଠି

ସୁଷମା ପରିଜା  ବାବା ! ତୁମେ ଆମକୁ ଛାଡି ଯିବାର ଆଜିକୁ ତେତିଶି ବର୍ଷ ପୁରିଲା। ଚାଳିଶି ବର୍ଷ କଟକରେ ରହିବା ଭିତରେ ଗାଆଁକୁ ଫେରିବିନି କହୁଥିବା ସେଇ ଦୃଢମଣିଷଟି ତୁମେ ପରିସ୍ଥିତିରେ ପଡି ଊଣେଇଶହ ଛୟାଅଶି ଡିସେମ୍ବର ମାସରେ କଟକ ଛାଡି ଗାଆଁକୁ ଯିବାକୁ ଏକା ଜିଦ୍ ଧରିଥିଲ। ଗାଆଁରେ ଯାଇ…

ପୁସ୍ତକ ପରିଚୟ : ପଣତ କାନିରେ ଘର

ପଣତ କାନିରେ ଘର ଗାଳ୍ପିକା : ଗାୟତ୍ରୀ ସରାଫ ବ୍ଲାକ ଇଗଲ ବୁକସ ଉଇସଡମ ଲେନ , ଡବଲିନ ୪୩୦୧୬ ପୃଷ୍ଠା : ୧୬୧ ମୂଲ୍ୟ : ୨୦୦ ଗପଟିଏ ପଢ଼ିଲେ ତା ଭିତରେ ଥିବା ଚରିତ୍ରମାନଙ୍କ ଭିତରେ ବ୍ୟକ୍ତି ନିଜେ ଚରିତ୍ରଟିଏ ହୋଇଯାଏ । ସେଇ ଅନୁସାରେ ନିଜକୁ ହଜେଇଦିଏ । ଗାଳ୍ପିକା ଗାୟତ୍ରୀ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୯ ମୋ' ପରିଶ୍ରମ ସାର୍ଥକ ହେଉଥିଲା। ଆଃ ,ମନଖୁସି। ବରଗଛ ମୂଳରୁ ଆସିଥିବା ସନିଆ, ମୁଗୁନିଙ୍କୁ ଟ୍ରେନିଂ ପରେ ବାଉଁଶରେ ଘରସଜା ଜିନିଷଠାରୁ ନାନାଦି ଘର ଉପକରଣ ବନେଇ ପ୍ରଦର୍ଶିତ କରାଯାଇଥିଲା। ଅସମ୍ଭବ ଭାବରେ ଲୋକପ୍ରିୟତା…

ବାବାଜୀ ସତ୍ୟାନନ୍ଦ ଦାସ ପାଇଲେ କଳା ମଣିମା ସର୍ବୋଚ୍ଚ ସେବା ସମ୍ମାନ

ଭୁବନେଶ୍ୱର : କଳା ମଣିମା ଟ୍ରଷ୍ଟ ଭୁବନେଶ୍ୱର ପକ୍ଷରୁ, ସ୍ଥାନୀୟ ରାଧା ବଲ୍ଲଭ ମଠ ପରିସରରେ "କଳା ମଣିମା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜଙ୍କୁ "କଳା ମଣିମା ସର୍ବୋଚ୍ଚ ସେବା ସମ୍ମାନ" ସଂଯୁକ୍ତା ରାଉତଙ୍କୁ ନିଷ୍ଠାପର ସେବା ପାଇଁ ,…

ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ଶୀତ ସାହିତ୍ୟ ଆସର

ଭୁବନେଶ୍ୱର : ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ପକ୍ଷରୁ ଶୀତ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର "ଶାରଦୀୟ ବିଶେଷାଙ୍କ" ପତ୍ରିକା ଉନ୍ମୋଚିତ ହୋଇଥିଲା । ଚକ୍ରଧର ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରମାକାନ୍ତ ମିଶ୍ର, ପ୍ରସନ୍ନ ପାଟ୍ଟଶାଣୀ,…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

କାକୁସ୍ଥ ପୃଥିବୀ  ସୋମବାର ନସରୁଣୁ ଚିଠି ପାଇଁ ଭାବ ସବୁ ଶବ୍ଦ ହୋଇ ଅଦୃଶ୍ୟରେ ବୁଣି ହେଉଥାଏ ମନର କେଉଁ ଏକ ଅପହଞ୍ଚ ଇଲାକାରେ । ଲେଖିବି ଲେଖିବି ହୋଇ ଡେଇଁଯାଏ ଅକ୍ଷରମାନଙ୍କ ମୋହକୁ ତୁମ ପାଇଁ ତିଆରି ହୋଇ ଚାଲିଥିବା ଅଭିମାନର ମଧୁର ଜଞ୍ଜାଳରେ । କହିପାର ନିଜକୁ ମୁଁ ବାରମ୍ବାର ଭୁଲୁଥାଏ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୮ ଦେହ ଭଲ ଲାଗୁନି କି ମନ ଭଲ ଲାଗୁନି ଜମା । ଜବାଭଳି ଝିଅଟା କେମିତି ଚମ୍ପଟ ମାରିଲା...। କାହା ସହିତ କି ସମ୍ପର୍କ ରଖିଲା...ନକହି ଚାଲିଗଲା...। ମୋ' ଆଖିରୁ ଖସିଗଲା । ଏ ସମସ୍ତେ ମିଛୁଆ ...କେହି ଦେଖିପାରିଲେନି।…

କବିତା : ଅଶାସ୍ତ୍ର ସଙ୍ଗୀତ

ଅଜୟ ପ୍ରଧାନ ଆସ, ଗାଅ ଯିଏ ଚାହୁଁଛ ବିନା ତାଳରେ ବିନା ସରଞ୍ଜାମ ରେ ମୋ ସଙ୍ଗୀତ ଗାଇବାକୁ ପାହାଡ଼ ଉପରେ , ସମୁଦ୍ର କୂଳରେ ବା ଭିତରେ, ଅଧାରୁଅଧିକ ପୋଡ଼ା ଜଙ୍ଗଲରେ , ଖରା ଡହକରେ, ହାଡ଼ଫଟା ଶୀତରେ ‌ମେଘଙ୍କ ଦଣ୍ଡ ନାଚ ବେଳେ, ପକ୍ଷୀଙ୍କ ରାଲିରେ, କଟାସରିଥିବା ଧାନ ବିଲରେ,…

ମୈତ୍ରେୟୀ ଲେଖିକା ସଂଗଠନର ଆଭାସୀ ଗଳ୍ପ ଆସର

ଭୁବନେଶ୍ୱର : ମୈତ୍ରେୟୀ ଲେଖିକା ସଂଗଠନ ପକ୍ଷରୁ ସଭାପତି ମୈତ୍ରେୟୀ ମାନମୟୀ ରଥ ଏବଂ ସମ୍ପାଦିକା ମୈତ୍ରେୟୀ ଲକ୍ଷ୍ମୀ ଚାନ୍ଦଙ୍କର ତତ୍ତ୍ୱାବଧାନରେ ଏକ ଆଭାସୀ ଗଳ୍ପ ଆସର ଆୟୋଜିତ ହୋଇଯାଇଛି । ଏଥିରେ ପ୍ରାୟ ଚାଳିଶିରୁ ଉର୍ଦ୍ଧ୍ବ ସାହିତ୍ୟିକ ସାମିଲ ହୋଇ ଆସରଟିକୁ ସମୃଦ୍ଧ କରିଥିଲେ ।…

ଆଭାସି ମଞ୍ଚରେ ” ସାହିତ୍ୟରେ ସମାଜ ସଂସ୍କାର” ଆଲୋଚନା ଚକ୍ର

ଭୁବନେଶ୍ୱର : ଆଭାସି ମଞ୍ଚ ଓ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ମିଳିତ ଆନୁକୂଲ୍ୟରେ " ସାହିତ୍ୟରେ ସମାଜ ସଂସ୍କାର" ଶୀର୍ଷକରେ,  ଥିଙ୍କରସ କ୍ଲବର ୧୦ ତମ ଆଭାସି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ ସଭାରେ ସାରଳା ଦାସଙ୍କଠାରୁ ଆରମ୍ଭ କରି ଫକୀର ମୋହନ ଆଦି କାଳଜୟୀ…