Latest Odisha News

BREAKING NEWS

Browsing Category

ସାହିତ୍ୟ

ବ୍ୟଙ୍ଗ : ସୀତାଫଳର ଆଖ୍ୟାନ

ଭାରତର ପ୍ରାଚୀନ ଗ୍ରନ୍ଥମାନ ଉଣ୍ଡାଳିଲେ ଜଣାପଡେ ଆତକୁ ଆଗେ ସୀତାଫଳ କହୁଥିଲେ । ଏବେ ମଧ୍ୟ ସେହି ନାମକୁ ଅନେକତ୍ର ବ୍ୟବହାର କରାଯାଉଛି । ସମ୍ଭବତଃ ଖ୍ରୀଷ୍ଟାବ୍ଦ ୧୫୨୬ ପରେ ମୋଗଲମାନଙ୍କ ଦ୍ୱାରା ଏହାର ନାମ ସୀତାଫଳରୁ ଆତ ରଖାଯାଇଥିଲା ।ବିଶିଷ୍ଟ ଐତିହାସିକ କାଶୀନାଥ ପୂଜାପଣ୍ଡାଙ୍କ ରଚିତ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୫୧ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୧ ମାଆ କ'ଣ ଗଛଟିଏ କି ! କେଜାଣି,  ଯେତେ ଯେତେ ଗମ୍ଭୀର ବିପଦ ଆସେ, ସେ ଭାଙ୍ଗି ପଡେ ସେଇ କିଛି  ସମୟ , ପୁଣି  ଉଠେ, କିଛି ନହୋଇଥିବାର ମନନେଇ ଆଗାଏ। ପଲ୍ଲବୀଯାଏ ଥରକୁଥର।  କଞ୍ଚେଇଯାଏ ବାରମ୍ବାର। ତା'ଠାରୁ…

ପୁସ୍ତକ ପରିଚୟ : ପୁଞ୍ଜିକୟାଁର ଫକୀର

ପୁଞ୍ଜିକୟାଁର ଫକୀର ଲେଖକ : ଦିନନାଥ ପାଠୀ ପ୍ରକାଶକ : ମିଡ଼ିଆ ଓଡ଼ିଶା ଭୁବନେଶ୍ୱର ମୂଲ୍ୟ : ୧୭୫ ଟଙ୍କା ପୄଷ୍ଠା: ୧୬୦ ଅନେକ ସମୟରେ ହାତକୁ ଏପରି ଖଣ୍ଡିଏ ବହି ଆସେ ଯାହାକୁ ଦେଖି, ପଢ଼ି ସାରିଲା ପରେ ମଣିଷ ଖଣ୍ଡେ ସମୟ ଫକାସ ମାରିବା ପାଇଁ ବସେ । ତା’ର ଇଚ୍ଛା ହୁଏ କୋଡ଼ିଏ ତିରିଶ…

କବିତା : ମେଞ୍ଚଡ଼ ଟୋକାଟା

ମାନସ ରଞ୍ଜନ ମହାପାତ୍ର ସେଦିନ ସେ ମେଞ୍ଚଡ ଟୋକାଟା ଭାସିଗଲା ନାଳରେ ଖବର ଦାତାମାନେ ତା' ମାଆର ଫଟୋ ଉଠେଇଲେ କାନ୍ଦି କାନ୍ଦି ଶେତା ପଡ଼ିଯାଇଥିଲା ଯିଏ ତା ଶୋଇବା ଘରେ ସରକାର ବ୍ୟସ୍ତ ଥିଲା ଗରିବ ଲୋକଙ୍କ ଲାଗି ଘୋଷଣା କରିବାକୁ ନୂଆ ସ୍ୱାସ୍ଥ୍ୟ ବୀମା ବଲାଙ୍ଗୀରରେ…

ଜ୍ଞାନ ଓ ଶ୍ରଦ୍ଧା

ଗଣେଶ ଚନ୍ଦ୍ର କୁଣ୍ଡ  ଭାରତ ଏକ ଧର୍ମ ପରମ୍ପରାର ଦେଶ ।ଏଠାରେ ପ୍ରତ୍ୟକ ବ୍ୟକ୍ତି ପ୍ରତ୍ୟକ୍ଷ ଭାବରେ କେଉଁ ନା କେଉଁ ଧର୍ମକୁ ଆପଣେଇଥାନ୍ତି । କାରଣ ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସେ ସର୍ବଦା ଅନ୍ୟ ଉପରେ ନିର୍ଭରଶୀଳତାକୁ ଗୁରୁତ୍ୱ ଦେଇଥାଏ । ଯେପରିକି ଆଶ୍ରା, ଆଶ୍ରିତ ଓ ଆଶ୍ରୟକୁ ନେଇ…

କବିତା : ସମ୍ପର୍କ

ଶୁଭେନ୍ଦୁ କୁମାର ମହାପାତ୍ର ସମ୍ପର୍କଟି କେବେ ସୂତାଖିଅକର ଲୁହାର ଶିକୁଳି କେବେ ସମ୍ପର୍କର ମୂଲ୍ୟ ତା ପାଇଁ ଅମୂଲ୍ୟ ସୁମଣିଷ ଯିଏ ଭବେ । ସ୍ୱାର୍ଥର ସାଧନେ ଗଢ଼ା ସମ୍ପର୍କଟି ଫୁଲରେ ଭ୍ରମର ପରି ସ୍ୱାର୍ଥ ସରିଗଲେ ଉଡିଯାଇଥାଏ ଆନଫୁଲେ ଆଶ୍ରାକରି । ସ୍ୱାର୍ଥାନ୍ଧ ମଣିଷ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୯ ଛୋଟରାୟ ବାବୁ  କୁନୁମାଉସୀକୁ ଯତ୍ନ ସହକାରେ ହୋଟେଲରେ ରଖି ନିଜଘରକୁ ଗଲେ। ଘରଟିଏ ଖୋଜୁଥିବା ଝିଅର ସ୍ବପ୍ନ ପାଇଁ ଦୁହେଁ ଫେରି ଆସିଥିଲେ ପୁରୁଣା ଜାଗାକୁ । ତାଙ୍କ ଘରେ ବହୁତ ଖୁସି ସମସ୍ତେ। ବାପାଙ୍କୁ ପାଇଲେ ପିଲାଏ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଆପେକ୍ଷିକ  "ଜୀବନ ଦୁଇ ପଦର ଗୀତ - ପଦେ ସୁଖର ତ ପଦେ ଦୁଃଖର " ଏହି ପଦକ କଥା ବହି ଯାଉଥିବା ନଈ ଉଦ୍ଦେଶ୍ୟରେ କହିଥିଲ ସେଦିନ ଯେତେବେଳେକି ନଈ ସୁଅରେ ଭାସିଯାଉଥିବା ଅଳିଆସମୂହ ଚିତ୍ରବିଚିତ୍ର ହୋଇ ଆପଣା ଛନ୍ଦରେ ଚିତ୍ରାୟିତ ହେଉଥିଲେ ନଈର ଛାତିରେ । ମୁଁ ଭାବପ୍ରବଣ ହେଉଥିଲି କ୍ରମଶଃ ଠୁଳ…

ଲେଖକ ପାଇଁ ପାଠକ ହିଁ ଶ୍ରେଷ୍ଠ ବିଚାରକ : କିଶୋର ଆକାଶ

ଜଣେ କବି , ଗାଳ୍ପିକ, ନାଟ୍ୟକାର ଓ ଗୀତିକାର ଭାବରେ କିଶୋର ଆକାଶ ଖୁବ୍ ପରିଚିତ। ନିଜର ସ୍ଵକୀୟ ଭାଷା ଶୈଳୀ, ଉନ୍ନତ ପାତ୍ରୋଚିତ ସଂଳାପ ଓ ଚଳଚଞ୍ଚଳ ପ୍ରବାହମାନ ଦୃଶ୍ୟ ସଂଯୋଜନା ଦ୍ୱାରା ସେ ବିମୋହିତ କରି ପାରନ୍ତି ପାଠକ ଓ ଦର୍ଶକମାନଙ୍କୁ। ଅନୁବାଦ ସାହିତ୍ୟରେ ମଧ୍ୟ ସେ ଖୁବ୍ ସିଦ୍ଧହସ୍ତ ।…

କବିତା : ଏମିତି ଏକ ଦେଶ

ଲକ୍ଷ୍ମୀପ୍ରିୟା ଓଝା  ଏମିତି ଏକ ଦେଶ ଯେଉଁଠି ନବେ ଭାଗ ଜମି ବଞ୍ଜର, ଦଶ ଭାଗରେ ହସୁଥାଏ ସଫେଦ ଜହର । ପ୍ରକୃତି ଘୋଡେଇ ହେଇଥାଏ ପାହାଡ଼ ଓ ବାଲିର ଚାଦର, ଯେଉଁଠି ଭୋକ ଆଉ ଭୋକ, ଜ୍ଞାନ, କୌଶଳର ଅଭାବରେ ମୂଲ୍ୟହୀନ କୋଳର ଖଣିଜ ଖଦାନ । ଏମିତି ଏକ ଦେଶ ଡାକ୍ତର ହେବାକୁ ସ୍ବପ୍ନ…