Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୭)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୭ ନିଜ ସହ ଯୁଦ୍ଧ, ଆଶ୍ଚର୍ଯ୍ୟ ହେଲେବି ସତ। ଯୁଝିପାରେ ବୋଲି ବୁଝିପାରେ ନିଜକୁ, ପରଖି ପାରେ ଅନ୍ୟକୁ। ଫର୍ଚ୍ଚା ହେଉଣୁ ନହେଉଣୁ ପକ୍ଷୀସବୁ ଆଲର୍ମ ଲଗେଇ ଉଠେଇଦିଅନ୍ତି।ନିତ୍ୟକର୍ମ ପରେ ନିଜପାଇଁ କାମର ସମୟ। ଚାରିହାତ…

କବିତା : ଶୁନ୍ୟତା

ସ୍ମୃତି ରଞ୍ଜନ ତ୍ରିପାଠୀ  ଆ! ଗୋଟେ ଶୁନ୍ୟତାକୁ ପୁର୍ଣ୍ଣ ନାମ ଦେବା ସେ ଶେଯରେ ଆଉ କୋଉ ଜହ୍ନ ବିଛଣା ପାରୁ କିନ୍ତୁ ସ୍ବପ୍ନ ସବୁକୁ ତୋର ମୋର କହିବା, ଡରି ଯିବୁନି ମିତ ସକାଳର ଫର୍ଚ୍ଚା କବାଟ ଶବ୍ଦରେ ବୋଧେ ଅବୋଧ ପ୍ରେମଟେ କିଏ ଅଳସ ଭାଙ୍ଗୁଥିବ।। ହଁ, ଗୋଟେ କବିତା ଲେଖିବା…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ସ୍ୱପ୍ନପୁରୀ ତତେ କିଏ କାନ୍ଥ ବାଡର ଅନୁଷ୍ଠାନ କହିପାରେ , କେଉଁ ଦପ୍ତରରେ ଫାଇଲ ଭିତରେ ପଡିଥିବା କାଗଜ ଦେହର ନାଁ । କେତେ ଏକର ଜାଗାରେ କେତେଟା ଶ୍ରେଣୀଗୃହ , ଯାନବାହନ କି ଶିକ୍ଷକ ଶିକ୍ଷାର୍ଥୀଙ୍କୁ ନେଇ ତୋର ପରିଚୟ କାହା ପାଇଁ ତିଆରି ହୋଇ ଥାଇପାରେ ତ କାହା ପାଇଁ ତୁ ଆଶ୍ରୟସ୍ଥଳୀ ।…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୬)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୬ ଗତିଶୀଳତା  ରହିଛି, ରହିବ। ବୁଝି ପାରିଲେ  ଜୀବନ  ଅତିକ୍ରମ ହୁଏ ସୋପାନ ପରେ ସୋପାନ। ଜଡ ହେଉ ବା ଚେତନ ସବୁଠି ରହୁଛି  ଏକ  ଭିନ୍ନଧରଣର ଆକର୍ଷଣ। ବାଧ୍ୟତାମୂଳକ ଭାବେ ଜାଗା ବଦଳାଇବାକୁ ପଡିଲା।  ସହରର ସବାଶେଷ…

ଉନ୍ମୋଚିତ ହେଲା ‘ଅଫେରା ବସନ୍ତ’

ଭୁବନେଶ୍ୱର : ବର୍ଷା ପବ୍ଲିକେଶନ ଦ୍ୱାରା ପ୍ରକାଶିତ କବୀ ମମତା ରାଣୀ ନାୟକଙ୍କ ଗୀତି କବିତା ପୁସ୍ତକ "ଅଫେରା ବସନ୍ତ ",ସ୍ଥାନୀୟ ଓଡ଼ିଶା ସାମ୍ବାଦିକ ୟୁନିୟନ ପରିସରରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ପ୍ରସନ୍ନ କୁମାର ଜେନା, କୃପାସିନ୍ଧୁ ମିଶ୍ର, ସଙ୍ଘମିତ୍ରା ମିଶ୍ର, ପ୍ରଣବ ଜ୍ୟୋତି…

ଦାସିଆ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ

ଉମରକୋଟ : ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ " ଦାସିଆ ସାଂସ୍କୃତିକ ପରିଷଦ"ର ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ, ସ୍ଥାନୀୟ ଏସ. ଏସ. ଇଣ୍ଟରନ୍ୟାସନାଲଠାରେ ଅନୁଷ୍ଠିତ ହୋଇଯାଇଛି ଲ ଏହି ଅବସରରେ ପରିଷଦର ମୁଖପତ୍ର " ପ୍ରେରଣା " ଓ ବାସନ୍ତୀ ଲତା ଜେନାଙ୍କ କବିତା ସଙ୍କଳନ…

ଅପ୍ରାପ୍ତିବୋଧ ହିଁ ଜଣେ ସ୍ରଷ୍ଟାର ଜୀବନରେ ଇନ୍ଧନ ପରି କାମକରେ : ଲିପସା ପଟେଲ

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଲିପସା ପଟେଲ । ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ସଂସାର ସଂଘର୍ଷ ଓ ଜୀବନାଦର୍ଶ ପୁଣି ସମାଧାନର ବାଟ । ଅତିସାଧାରଣ…

ଅନୁବାଦ ଗଳ୍ପ : ମୃତ୍ୟୁ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬ ମୂଳ ଡୋଗ୍ରୀ: ବେଦ ରାହୀ କୁହୁଡ଼ି ବେଳକୁ ବେଳ ଆହୁରି ଘନୀଭୂତ ହେଉଥିଲା ଓ ଅଳ୍ପ ସମୟ ଭିତରେ ସବୁକିଛି ବସ୍ତୁକୁ ସମ୍ପୂର୍ଣ୍ଣ ରୂପେ ଘୋଡ଼ାଇ ପକାଇଥିଲା । ମୁଁ ଏବେ ଆଉ କିଛି ଦେଖି ପାରୁନଥିଲି ... କିଛି ବୋଲି କିଛି ଦୃଶ୍ୟ ହେଉନଥିଲା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୫ ବସ୍ତି ବୋଲି କିଛି ନଥିଲା। ଏଇ ସଞ୍ଜନା ଯାହାକୁ ସଞ୍ଜୁ ଅପା କହୁଚୁ, ସେ ଜରି, ବସ୍ତା, ଟିଣ, ଡାଳ, କାଠ, କାଗଜ, ଜାଲି, ଯାହା ପାଇଲା ସେଥିରେ ଆରମ୍ଭ କରିଥିଲା ଘର।ଆଜି ସେଇଠି  ଠିଆ ହୋଇଚି 'ଗଙ୍ଗା ଯମୁନା' କଲୋନୀ।…

କବିତା : କିଏ ସବୁ ଏମାନେ?

ଗଜାନନ ମିଶ୍ର କିଏ ସବୁ ଏମାନେ? କରୁଛନ୍ତି କ'ଣ ସବୁ ଏଠି ? ଆମ୍ୱ କହିଲେ ନିମ୍ବ ବୁଝି ଖାଉଛନ୍ତି ଡାଳିମ୍ୱ ! ଏମାନେ କିଏ ସବୁ? କେଉଁ ଆଡୁ କେଉଁ ଆଡକୁ କରୁଛନ୍ତି ଯା'ଆସ ? କ'ଣ ସବୁ ଉଦ୍ଦେଶ୍ୟ ? ସବୁ ଏମାନେ କିଏ? ଅଛନ୍ତି କି ଆରାମରେ? ଲାଭାଲାଭର ହିସାବ ବାହାରେ ଗୋଟିଏ…