Latest Odisha News
Browsing Category

ସାହିତ୍ୟ

କବିତା ଲେଖିବା ସହଜ କିନ୍ତୁ କବି ହେବା ଆଦୌ ସହଜ ନୁହେଁ : କାମଦେବ ମହାରଣା

ସମକାଳୀନ ଓଡ଼ିଆ ସାହିତ୍ୟରେ ଏକ ଶ୍ରସଦ୍ଧ ଉଚ୍ଚାରଣ କାମଦେବ ମହାରଣା। ତାଙ୍କର ପ୍ରତ୍ୟେକଟି ରଚନାରେ ସ୍ପଷ୍ଟ ବାରି ହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ସଂସାର ସଂଘର୍ଷ ଓ ସମାଧାନର ସୂତ୍ର । ସାଧାରଣ ଜୀବନରେ ଘଟୁଥିବା ଘଟଣାବଳୀ ତଥା ପ୍ରକୃତି ସୌନ୍ଦର୍ଯ୍ୟର…

ଅନୁବାଦ ଗଳ୍ପ : କ୍ଷତିପୂରଣ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧ ମୂଳ ହିନ୍ଦୀ: ନାରାୟଣ ଭାରତୀ                                                                                              ଓଡ଼ିଆ ରୂପାନ୍ତର: ସୁଭାଷ ଶତପଥୀ “ଆଚ୍ଛା ଭାଇ, ଏଠି କ୍ଷତିପୂରଣ ଟଙ୍କା ଦେବା କଥା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୦ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୦ ରୂପନାରାୟଣର ରୂପ ସତରେ ଅପୂର୍ବ। ଗାଁ ମୁଣ୍ଡରେ ସେ ଘୂରିଘୂରି ଆଙ୍କିବାଙ୍କି ଏକ ମିଠା ଛନ୍ଦରେ ବହୁଥାଏ। ବଡ ଗଣ୍ଡଟିଏ ପୁଣି ଅଛି। ନାଉରୀଆ ଡଙ୍ଗା ମେଲିଦିଏ ମନ ଖୁସିରେ, ଅକାତକାତ ପାଣିରେ । ଆଉ ଗିରି ଅଜା ଗାଆନ୍ତି …

କବିତା : ପ୍ରାର୍ଥନା

ପ୍ରଦୀପ କୁମାର ମହାପାତ୍ର ଏ କଳି ଯୁଗରେ, ବସ୍ତୁନିଷ୍ଠ ଦୁନିଆଁରେ, ଜୀବନଟାକୁ ଜୀଉଁ ଜୀଉଁ, ଜଣାପଡିଗଲା, ବାଞ୍ଛିତର ଅପ୍ରାପ୍ତି ଜନିତ ଅତୃପ୍ତିରୁ ଜାତ ମୂଲ୍ୟହୀନ ବୈରାଗ୍ୟ । ଏଣୁ ମୁଁ ଆଦରି ନେଲି ବନ୍ଧନକୁ। ଅଣ୍ଟାରେ, ଗଳାରେ ବାନ୍ଧିଲି ମୁଁ ରଜ୍ଜୁ । କିନ୍ତୁ ଏ କ'ଣ?…

କୁଳାଙ୍ଗାର ଉବାଚ : ତମେ ମାଂସଝୋଳ ମୁଁ ରସୁଣ

ବେଳକାଳ ଏବେ ହେଲାଣି ଯେମିତି  କାଲି କଣ ହେବ କହି ହେଉନି ତ ଆଜି; ତେଣୁ ହେ ପ୍ରିୟା ଜିଦ୍ଦି ନ କରିକି ମୋ କଥାରେ ତମେ ହୋଇ ଯାଅ ଜଲ୍ଦି ରାଜି! ତମେ ଗାଡିଟାଙ୍କି ମୁଁ ପେଟ୍ରୋଲ, ତମେ କ୍ଲବ ବାର୍ ମୁ୍ଁ ମାତାଲ । ତମେ ଥଣ୍ଡାପାଣି ମୁଁ ବୋତଲ, ତମେ ଡେଲିଯାତ୍ରୀ ମୁଁ ସଟଲ ॥…

ଅନୁବାଦ କବିତା : ଯାହା ପଛରେ ପଡ଼ିଲେ କୁକୁର

ମୂଳ ହିନ୍ଦୀ : ଗୀତ ଚତୁର୍ବେଦୀ ଅନୁବାଦ : ସରଳ କୁମାର ଦାସ ତା’ ବାଳ ଅବିନ୍ୟସ୍ତ ଥିଲା, ଦାଢି ଝୁଲୁଥିଲା ଲୁଗା ମଇଳା ଥିଲା, ହାତରେ ଥିଲା ଥଳି ... ତା’ ରୂପର ବର୍ଣ୍ଣନା କେତେ ଥର କାହାଣୀରେ, କବିତାରେ, ଲେଖାରେ, ଅଫବିଟ ଖବରରେ ହେଇସାରିଛି ଯାହା ଆଧାରରେ ସେ ଦୀନ-ହୀନ କିସମର…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୯ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୯ କଥାକଥାକେ ଭର୍ତ୍ସନା କଲେ ବିରକ୍ତ ଲାଗେ। ମାଆ ଶୁଣି ଅଶୁଣା ହୁଏ।  କୋଉଠୁ ଯାଇକଥା ସେଇ ମାମୁଁଘରେ ଛିଡେ। ଚନ୍ଦ୍ରା ଆଜିକାଲି ରାଗିଲେ ଲୁଚେଇକିରଖୁନି ଆଉ , ପ୍ରକାଶ କରିଦେଉଛି, କାମରେ  କି କଥାରେ ବା …

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୮ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୮ ସ୍ମୃତି  ଓ ବାସ୍ତବତାକୁ ନେଇ ବଞ୍ଚିବାରେ ମଜା ଅଛି। ଖରାଛାଇର ଖେଳରେ  ମଜ୍ଜି  ଜୀଇଁବାକୁ  ପଡୁଛି । ଜୀବନ ଆଉ କ'ଣ କି ?ହଜିହଜି  ଖୋଜିବା, ପାଇ ହଜାଇବା ପୁଣି  ଖୋଜିବା, ଏସବୁର ଏକ ସୁଶୃଙ୍ଖଳ ସମାହାର ବୋଲି କାହିଁକି…

ସ୍ନେହର ବନ୍ଧନ

ମଞ୍ଜୁବାଳା ପଣ୍ଡାଙ୍କ ସ୍ମୃତିର ଫରୁଆରୁ  ରାକ୍ଷୀ ପୂର୍ଣ୍ଣିମାର ଢେର୍ ଆଗରୁ ମନପସନ୍ଦର ରାକ୍ଷୀ କିଣି ଲଫାପାରେ ଭରି ରାଉରକେଲାରେ ରହୁଥିବା ଭାଇନା ଓ ସାନ ଦି' ଭାଇଙ୍କ ପାଇଁ ପଠେଇ ଦିଏ ମୁଁ। ଏତେଦୂରରୁ ମୁଁ ଯିବା ସମ୍ଭବ ହୁଏନି ବୋଲି ସେଠି ରହୁଥିବା ମୋ ଉପର ଭଉଣୀ ମୋ ତରଫରୁ ସେମାନଙ୍କୁ…

କବିତା : ଶୁଭଙ୍କରୀ

ରୀତା ପଟ୍ଟନାୟକ  ଜୀବନର କଣ୍ଟକିତ ଚଲାପଥେ ଶକ୍ତିର ଆଧାର,ଅମୃତର ପ୍ରଥମ ଓ ଶେଷ ସୋପାନ ଗିରି ଗହ୍ବରକୁ ବିଦୀର୍ଣ୍ଣ କରି ଝରି ଆସୁଥିବା ଝରଣାର ଝରଝର ସଙ୍ଗୀତର ସ୍ବନ । ଝୁଣ୍ଟି ପଡ଼ିଲେ ଆପେ ଆପେ ପାଟିରେ ଆସେ ତା' ନାଁ ଏମିତିକା ମହୁବୋଳା ଶବ୍ଦଟିଏ ସିଏ "ମାଆ " । ଆଶୀର୍ବାଦର…