Latest Odisha News

BREAKING NEWS

Browsing Category

ସାହିତ୍ୟ

ପରିତ୍ରାଣାୟ ସାଧୁନାଂ ବିନାଶାୟଚ ଦୃଷ୍କୃତାମ୍

ଲକ୍ଷ୍ମଣ ସାହୁ ଗୀତାରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି- "ଯଦା ଯଦାହି ଧର୍ମସ୍ୟ ଗ୍ଳାନିର୍ଭବତି ଭାରତ / ଅଭ୍ୟୁତ୍ଥାନମ୍ ଅଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍ । ପରିତ୍ରାଣାୟ ସାଧୁନାଂ ବିନାଶାୟଚ ଦୃଷ୍କୃତାମ୍ / ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।" ଅର୍ଥାତ୍ ହେ…

ବଡ଼ଦେଉଳେ କୃଷ୍ଣ ଲୀଳା

ଲୋପାମୁଦ୍ରା ପରିଡାଙ୍କ ଦିବ୍ୟ ଅନୁଭୂତି ମହାବାହୁ ନିଜର ଜନ୍ମ ଲୀଳା ପରେ ପରେ ବାଳ ଲୀଳା ମଧ୍ୟ କରିଥାନ୍ତି ଶ୍ରୀମନ୍ଦିରର ସିଂହଦ୍ବାର , ଜଗମୋହନ,ବାଇଶି ପାବଛ୍ଛ, ପାଟ ଅଗଣାରେ । ସଭିଙ୍କୁ ଆନନ୍ଦ ଦିଏ ଯେ ସେ ନନ୍ଦ ଓ ସଭିଁଙ୍କୁ ଜଶ ଦାନ କରେ ଯେ ସେ ଜଶୋଦା ଆହା ସତେ କେଡେ ଭାଗ୍ୟବନ୍ତୀ।…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୧ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୧ ସ୍ମୃତିର ପଦ୍ମରୁ ପାଖୁଡା ସହ ସୁବାସ ଛିଟିକି ପଡୁଥିଲା। ଗଣି ହେଉନଥିଲା ସେସବୁ। ରାଶିରାଶି କୁଢେଇ ଯାଉଥିଲା ଗୋଟିକ ଉପରେ ଗୋଟିଏ । କେତେବେଳେ କେଉଁ ଭାବରେ, କେଉଁ ବାଗରେ ରୂପନାରାୟଣରେ କି ବୁଢାବଳଙ୍ଗରେ  ପହଁରି…

କବିତା ଲେଖିବା ସହଜ କିନ୍ତୁ କବି ହେବା ଆଦୌ ସହଜ ନୁହେଁ : କାମଦେବ ମହାରଣା

ସମକାଳୀନ ଓଡ଼ିଆ ସାହିତ୍ୟରେ ଏକ ଶ୍ରସଦ୍ଧ ଉଚ୍ଚାରଣ କାମଦେବ ମହାରଣା। ତାଙ୍କର ପ୍ରତ୍ୟେକଟି ରଚନାରେ ସ୍ପଷ୍ଟ ବାରି ହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ସଂସାର ସଂଘର୍ଷ ଓ ସମାଧାନର ସୂତ୍ର । ସାଧାରଣ ଜୀବନରେ ଘଟୁଥିବା ଘଟଣାବଳୀ ତଥା ପ୍ରକୃତି ସୌନ୍ଦର୍ଯ୍ୟର…

ଅନୁବାଦ ଗଳ୍ପ : କ୍ଷତିପୂରଣ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧ ମୂଳ ହିନ୍ଦୀ: ନାରାୟଣ ଭାରତୀ                                                                                              ଓଡ଼ିଆ ରୂପାନ୍ତର: ସୁଭାଷ ଶତପଥୀ “ଆଚ୍ଛା ଭାଇ, ଏଠି କ୍ଷତିପୂରଣ ଟଙ୍କା ଦେବା କଥା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୦ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୦ ରୂପନାରାୟଣର ରୂପ ସତରେ ଅପୂର୍ବ। ଗାଁ ମୁଣ୍ଡରେ ସେ ଘୂରିଘୂରି ଆଙ୍କିବାଙ୍କି ଏକ ମିଠା ଛନ୍ଦରେ ବହୁଥାଏ। ବଡ ଗଣ୍ଡଟିଏ ପୁଣି ଅଛି। ନାଉରୀଆ ଡଙ୍ଗା ମେଲିଦିଏ ମନ ଖୁସିରେ, ଅକାତକାତ ପାଣିରେ । ଆଉ ଗିରି ଅଜା ଗାଆନ୍ତି …

କବିତା : ପ୍ରାର୍ଥନା

ପ୍ରଦୀପ କୁମାର ମହାପାତ୍ର ଏ କଳି ଯୁଗରେ, ବସ୍ତୁନିଷ୍ଠ ଦୁନିଆଁରେ, ଜୀବନଟାକୁ ଜୀଉଁ ଜୀଉଁ, ଜଣାପଡିଗଲା, ବାଞ୍ଛିତର ଅପ୍ରାପ୍ତି ଜନିତ ଅତୃପ୍ତିରୁ ଜାତ ମୂଲ୍ୟହୀନ ବୈରାଗ୍ୟ । ଏଣୁ ମୁଁ ଆଦରି ନେଲି ବନ୍ଧନକୁ। ଅଣ୍ଟାରେ, ଗଳାରେ ବାନ୍ଧିଲି ମୁଁ ରଜ୍ଜୁ । କିନ୍ତୁ ଏ କ'ଣ?…

କୁଳାଙ୍ଗାର ଉବାଚ : ତମେ ମାଂସଝୋଳ ମୁଁ ରସୁଣ

ବେଳକାଳ ଏବେ ହେଲାଣି ଯେମିତି  କାଲି କଣ ହେବ କହି ହେଉନି ତ ଆଜି; ତେଣୁ ହେ ପ୍ରିୟା ଜିଦ୍ଦି ନ କରିକି ମୋ କଥାରେ ତମେ ହୋଇ ଯାଅ ଜଲ୍ଦି ରାଜି! ତମେ ଗାଡିଟାଙ୍କି ମୁଁ ପେଟ୍ରୋଲ, ତମେ କ୍ଲବ ବାର୍ ମୁ୍ଁ ମାତାଲ । ତମେ ଥଣ୍ଡାପାଣି ମୁଁ ବୋତଲ, ତମେ ଡେଲିଯାତ୍ରୀ ମୁଁ ସଟଲ ॥…

ଅନୁବାଦ କବିତା : ଯାହା ପଛରେ ପଡ଼ିଲେ କୁକୁର

ମୂଳ ହିନ୍ଦୀ : ଗୀତ ଚତୁର୍ବେଦୀ ଅନୁବାଦ : ସରଳ କୁମାର ଦାସ ତା’ ବାଳ ଅବିନ୍ୟସ୍ତ ଥିଲା, ଦାଢି ଝୁଲୁଥିଲା ଲୁଗା ମଇଳା ଥିଲା, ହାତରେ ଥିଲା ଥଳି ... ତା’ ରୂପର ବର୍ଣ୍ଣନା କେତେ ଥର କାହାଣୀରେ, କବିତାରେ, ଲେଖାରେ, ଅଫବିଟ ଖବରରେ ହେଇସାରିଛି ଯାହା ଆଧାରରେ ସେ ଦୀନ-ହୀନ କିସମର…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୯ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୯ କଥାକଥାକେ ଭର୍ତ୍ସନା କଲେ ବିରକ୍ତ ଲାଗେ। ମାଆ ଶୁଣି ଅଶୁଣା ହୁଏ।  କୋଉଠୁ ଯାଇକଥା ସେଇ ମାମୁଁଘରେ ଛିଡେ। ଚନ୍ଦ୍ରା ଆଜିକାଲି ରାଗିଲେ ଲୁଚେଇକିରଖୁନି ଆଉ , ପ୍ରକାଶ କରିଦେଉଛି, କାମରେ  କି କଥାରେ ବା …