Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ବିଦଗ୍ଧ ହୃଦୟ

ମୂଳ ରଚନା : ଲୁଇସ ଗ୍ଲୁକ ଅନୁବାଦ: ଆସୀମା ସାହୁ ସୁଖ-ସ୍ମୃତିକୁ ଝୁରିହେବାର ଯନ୍ତ୍ରଣା ଠାରୁ ବଳି ଦୁଃଖ , ଆଉ କିଛି ନାହିଁ ସେ ନାରୀକୁ ପଚାର,ସେ କିଛି ପସ୍ତଉଛି କି ମୁଁ ଦିନେ କାହାର ବାଗଦତ୍ତା ଥିଲି କିନ୍ତୁ ଆଜି ରହୁଛି ଅନ୍ୟ ଜଣକ ସାଥିରେ ସେକଥା ତୁମେ ଭୁଲିଯାଅ…

ଗଳ୍ପ : ମରୀଚିକା

ମନୋରମା ସାହୁ     (୧) ବାଦଲ ଯେଉଁଦିନ ଚାକିରି ପାଇଲା,ସେଦିନ ବାପା ନୀଳକଣ୍ଠଙ୍କର ଛାତି ଖୁସିରେ କୁଣ୍ଢେମୋଟ ହୋଇଗଲା।ଯା'ହେଉ ତାଙ୍କ ପୁଅକୁ ଶେଷରେ ଭଗବାନ ଦୟା କଲେ।ମାଷ୍ଟର ଚାକିରି।ଲକେତେ ଲୋକ ତାଙ୍କ ପୁଅକୁ ନମସ୍କାର କରିବେ।ଭାରି ଇଜ୍ଜତବାଲା ଚାକିରିଟାଏ। ସମ୍ମାନ ସହିତ…

ବ୍ୟଙ୍ଗ : ବାପାଙ୍କୁ ଚିଠି

ବାବା ଆଜି ତୁମକୁ ମୋ' ରୁମରୁ ତୁମକୁ ଚିଠି ଲେଖୁଛି । ଚିଠି ଦେଖି ଆଶ୍ଚର୍ଯ୍ୟ ହେବନି । କଥା କଣ କି ପିତୃ ଦିବସ ପାଇଁ ଗୋଟେ ଖବରକାଗଜ ମୋତେ ଏଇ ଫର୍ମାଟ ଦେଇଛି । ମୁଁ ଜାଣେ , ତୁମେ ଜାଣ ଚିଠି ଲେଖିବାର ଅଭ୍ୟାସ ମୋର ନାହିଁ । ଅନ୍ୟ ଦୁଃଖୀ ଆତ୍ମା ଲେଖକଙ୍କ ଭଳି ପାଠକଙ୍କୁ ଛଳ ଛଳ କରି ଓଦା…

କବିତା : ଅଶୀବର୍ଷର ଗପ

ବୀରେନ୍ଦ୍ର ନାୟକ  ଜେଜେମାଆ ଭାଗ୍ଯ କଣ କହିଲୁ ? ସେ କହିଲା ବୋଉ ନିଇତି ନେସୁଥିବା ଗୋଟେ ଭଙ୍ଗା ଚୁଲି ! ମୁଣ୍ଡେଇଥାଏ ଗୋଟେ ପୃଥିବୀ କୁହୁଳୁଥାଏ କିଛି କଥା ଆଉ ନଥା ଭାଜି ହୁଏ ପୋଡିହୁଏ କିଛି ଭୂଲ୍ ଆଉ ଠିକ୍। ଏଇତକରେ ସରେନିରେ ଗୋଟେ ଭାଗ୍ଯ ଆଛା !! ଆଉ କଣ କହୁନୁ ତାହେଲେ ?…

ଅନଲାଇନ ମାଧ୍ୟମରେ ‘ଫକୀରମୋହନ : ନବ ଜାଗୃତି ପୁରୁଷ’ ଶୀର୍ଷକ ଆଲୋଚନା ଚକ୍ର

ଭୁବନେଶ୍ୱର : ଫକୀର ମୋହନ ଫାଉଣ୍ଡେସନ ଭୁବନେଶ୍ୱର ଏବଂ ନୂଆ ଦିଲ୍ଲୀର ମିଳିତ ସହଯୋଗରେ ଅନଲାଇନ ମାଧ୍ୟମରେ 'ଫକୀରମୋହନ : ନବ ଜାଗୃତି ପୁରୁଷ' ଶୀର୍ଷକ ଏକ ଆଲୋଚନା ଚକ୍ର ଆୟୋଜିତ ହେଇଯାଇଛି । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହି ଆଲୋଚନା ଚକ୍ରକୁ ଉଦଘାଟନ କରି ଫକୀର ମୋହନଙ୍କ ବ୍ୟକ୍ତିତ୍ୱ…

କବିତା : ଯଦି

ମୂଳ ଇଂରାଜୀ : ରଡୟାଡ କିପଲିଙ୍ଗ  ଅନୁବାଦ : ସରଳ କୁମାର ଦାସ ଯଦି ତମେ ତମ ମସ୍ତିଷ୍କ ଶାନ୍ତ ରଖିପାରିବ ଯେବେ ସମସ୍ତେ ତମ ବିଷୟରେ କରୁଥିବେ ସେମାନଙ୍କ ମୁଣ୍ଡ ଖରାପ ଆଉ ତା ଲାଗି ଦାୟୀ କରୁଥିବେ ତମକୁ, ଯଦି ତମେ ନିଜକୁ ଭରସି ପାରୁଥିବ ଯେବେ ସମସ୍ତେ ସନ୍ଦେହ କରୁଥିବେ ତମକୁ, କିନ୍ତୁ…

ଭୀମ ପୃଷ୍ଟି ପାଇବେ ପ୍ରଥମ ‘ବିଭୂତି ପଟ୍ଟନାୟକ ଉପନ୍ୟାସ ସମ୍ମାନ’

ଭୁବନେଶ୍ୱର : ବିଶିଷ୍ଟ ଲେଖକ ଭୀମ ପୃଷ୍ଟି ୨୦୨୧ ମସିହା ପାଇଁ ପ୍ରଥମ 'ବିଭୂତି ପଟ୍ଟନାୟକ ଉପନ୍ୟାସ ସମ୍ମାନ' ପାଇବେ ବୋଲି କାଦମ୍ବିନୀ ମିଡ଼ିଆ ପକ୍ଷରୁ ସୂଚନା ଦିଆଯାଇଛି  । ମାସିକ ସାହିତ୍ୟ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ଓଡ଼ିଆ କଥା ସାହିତ୍ୟର ବହୁ ଜନପ୍ରିୟ ଲେଖକ ତଥା ଓଡ଼ିଆ ଉପନ୍ୟାସର…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଗାୟବ ହରିଣୀ  ମୁଁ ତୁମକୁ ଖୋଜୁଛି ପୁଷ୍ପା ନାନୀ । କେଉଁ ଠିକଣାରେ ତୁମେ ? ସାମ୍ନାରେ ଥିଲେ ଓଦା ଓଦା କ୍ଳାନ୍ତ ଗଳାରେ ହୁଏତ ଆଜିକା ଦିନରେ କହିଥାନ୍ତ ଆକ୍ରମକ ପଞ୍ଝାରୁ ନିଜକୁ ମୁକୁଳେଇବାର ରାସ୍ତା ଖୋଜୁ ଖୋଜୁ ତୁମ ଠିକଣା ତୁମ ପାଇଁ ଅନିର୍ଦ୍ଦିଷ୍ଟ ହୋଇଯାଇଛି । ତୁମେ ତୁମକୁ ଖୋଜୁଛ…

ସାହିତ୍ୟରେ ପୁରସ୍କାର ପ୍ରକୃତ ପ୍ରାପ୍ତି ନୁହେଁ : ସଞ୍ଜୟ କୁମାର ମିଶ୍ର

ସଞ୍ଜୟ କୁମାର ମିଶ୍ର , ସ୍ଵତନ୍ତ୍ର ତାଙ୍କ କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ କାହାଣୀ କେଉଁଠି ବି ଫୁଟି ଉଠିପାରେ। କେବଳ ଫୁଟେ ନାହିଁ ,…

ରାଜ୍ୟପାଳଙ୍କ ଦ୍ୱାରା “ପ୍ରଫେସର ଡକ୍ଟର ନାରାୟଣ ରାଓ ଆଜ ସୀନ ବାଏ ମେନି ଆଏଜ” ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ଐତିହାସିକ ପ୍ରଫେସର ନାରାୟଣ ରାଓଙ୍କ ୮୦ ବର୍ଷ ପୁର୍ତ୍ତି ଉପଲକ୍ଷେ ରାଜ୍ୟ ରାଜଭବନ ପରିସରରେ ଏକ ନିରାଡମ୍ବର ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ପ୍ରଫେସର ରାଓଙ୍କର ଛାତ୍ର ଓ ପରିବାର ବର୍ଗଙ୍କ ଦ୍ୱାରା ସଂକଳିତ "ପ୍ରଫେସର ଡ଼ ନାରାୟଣ ରାଓ ଆଜ…