Latest Odisha News

BREAKING NEWS

Browsing Category

ସାହିତ୍ୟ

ଅନୁଭୂତିରେ ରଥଯାତ୍ରା : ମଞ୍ଜୁବାଳା ପଣ୍ଡା

ସ୍ମୃତିରୁ ଖିଏ ମଞ୍ଜୁବାଳା ପଣ୍ଡା ୨୦୦୭ ମସିହା। ଶ୍ରୀ ଗୁଣ୍ଡିଚା ଯାତ୍ରାର ଠିକ୍ ପୂର୍ବ ଦିନ ମୋ ସାନପୁଅ ପିନୁର ଏମ୍ ବି ବି ଏସ୍ ପାଇଁ ମେଡିକାଲ୍ କଲେଜରେ ଆଡ଼ମିସନ ହେଲା। ସୁରୁଖୁରୁରେ ସବୁ କାମ ସରିଯିବା ପରେ ଯୋଜନା କଲୁ , ଆସନ୍ତାକାଲି ପୁରୀ ଯିବୁ ରଥଯାତ୍ରା ଦେଖିବାକୁ।…

କବିତା : ମାଦଳା ୨୦୨୧

ପ୍ରମେଶରଙ୍କ ରଥ ବଡଦାଣ୍ଡେ ଗଡିଲା କେତେ ନୂଆ ନୂଆ କଥା ଘଟିଲା ନିରିଘଣ୍ଟ କାଳରେ ନୀତି ବଢିଲା ଧାଡି ପହଣ୍ଡିରେ ଟାହିଆ ଝୁଲିଲା ଗଜପ୍ତି ଛେରା ପହଁରା କଲେ ଏସନ ବିରଳ ଯାତ ବୋଲି ମାନିଲେ ସ୍ନାହାନ ବେଦିକୁ ଆସିନଥିଲେ ଗୁରୁଜୀ ରଥରେ ଦରଶନ କଲେ ସବୁ ପ୍ରମେଶରଙ୍କ ଲୀଳା ବୋଇଲେ ।…

ଅନୁଭୂତିରେ ରଥଯାତ୍ରା : ଚନ୍ଦ୍ରା ମିଶ୍ର

ସ୍ମୃତିର ବଡଦାଣ୍ଡରେ  ଚନ୍ଦ୍ରା ମିଶ୍ର  ପୁରୀ ପଥୁରିଆ ସାହିରେ ମୋର ଜନ୍ମ । ସେଇଠି କଟିଛି ମୋର ଅପାସୋରା ପିଲାଦିନ । କେତେ ଯାତ୍ରା , ପର୍ବପର୍ବାଣି, ସାଙ୍ଗସୁଖ, ସାହିବୁଲା, ଦିଅଁଦର୍ଶନ, ପୋଖରୀପହଁରା, ଫୁଲତୋଳା, ପୁରାଣପଢା, ଖଜାଖିଆ ସବୁ ମୋର ସ୍ମୃତିର ବଡଦାଣ୍ଡରେ ଢଳଢଳ ହେଇ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ମିଛ ପ୍ରଜାପତି ତୁମ ପାଖକୁ ଲେଖାଯାଉଥିବା ଚିଠି ଶବ୍ଦ ହୋଇ ଉତ୍ତୁରି ପାରୁନି ଆଉ ଫର୍ଦ୍ଦକୁ । କେହି ଖୋଜୁ କି ନଖୋଜୁ ତୁମକୁ ଉଦ୍ଦେଶ୍ୟ କରି ଲେଖାଯାଉଥିବା ଅସଂଖ୍ୟ ଚିଠି ଲେଖି ହୋଇଚାଲିଛି ପ୍ରତିଟି ସ୍ପନ୍ଦନ ସହ ତାଳ ଦେଇ ରକ୍ତର କାଳିରେ , ପ୍ରତିଟି ମୁହୂର୍ତ୍ତରେ । ଯେତିକି ନିଗିଡ଼ି…

ଅନୁଭୂତିରେ ରଥଯାତ୍ରା : ସୁମିତା ବେହେରା

ଜୟ ଶ୍ରୀଜଗନ୍ନାଥ ଶରଣମ୍  ସମୟ ରାତି ଆଠଟା ପାଖାପାଖି ହେଇଥିବ। ବଳଗଣ୍ଡି ଛକରୁ କୁଣ୍ଢେଇବେଣ୍ଟ ସାହି ଫେରିବି ମୁଁ। ଅନ୍ଧାର ହେଇଗଲାଣି। ଡର ଡର ଲାଗୁଛି। ରାସ୍ତା ଭୁଲି ଅନ୍ୟ ଆଡ଼େ ଚାଲିଯିବାର ଭୟ ତ ଅଛି, ତା' ସହିତ ଘରେ ଏବେ ମୋ ଉପରେ ମାଡ଼ ପଡ଼ିବାର ସମ୍ଭାବନା ବି ରହିଛି। ରାସ୍ତା…

କବିତା : ମୋ ଚକାନୟନ

ବନ୍ଦନା ପଣ୍ଡା  ଧନ ମୋର! କାହିଁକି ଶୁଖେଇଛୁ ମୁହଁ ? ପହଣ୍ଡିରେ ଯେମିତି ଆସୁଥିଲୁ ସେମିତି ଆସିବୁ ଝୁଲି ଝୁଲି, ରାଗିଛୁକି ଆମେ କେହି ଯାଇନାହୁଁ ବୋଲି ? ବଡ଼ଦାଣ୍ଡେ ଗଲାବେଳେ ଶଗଡ଼ିରେ ଗଡ଼ି ଖୋଜିବୁନି ପାଗଳ ଭକତ ଗହଳି ଚହଳି। ହାତଟେକି କେହି ଡେଇଁବେନି, ଡାକିବେନି କେହି…

କବିତାର ଭାବ ହିଁ ମତେ ବଞ୍ଚିବାର ପ୍ରେରଣା ଦିଏ : ମାନସ ରଞ୍ଜନ ମହାପାତ୍ର

ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତ ବ୍ୟକ୍ତିତ୍ୱ ମାନସ ରଞ୍ଜନ ମହାପାତ୍ର । କବିତା , ଗଳ୍ପ ଓ ପ୍ରବନ୍ଧ ରଚନା , ଅନୁବାଦ ଏବଂ ପତ୍ରିକା ସମ୍ପାଦନା; ପ୍ରତିଟି କ୍ଷେତ୍ରରେ ସେ ଖୁବ ପାରଙ୍ଗମ । ତାଙ୍କ ରଚିତ ପ୍ରତିଟି ରଚନାରେ ଝରେ ବିଦ୍ରୋହର ସ୍ୱର, ପୁଣି ସମାନତାର ରାଗ । ନିଜ ଜନ୍ମମାଟିର ପ୍ରତିଟି…

ଉତ୍କଳମଣିଙ୍କ ୯୩ତମ ଶ୍ରାଦ୍ଧ ଦିବସରେ ଆଲୋଚନା ଚକ୍ର

ଭୁବନେଶ୍ୱର : ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ଏବଂ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡିଶାଙ୍କ ମିଳିତ ଆନୁକୁଲ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୩ତମ ଶ୍ରାଦ୍ଧ ଦିବସ ଅବସରରେ ଅନଲାଇନ ମାଧ୍ୟମରେ ଏକ ଆଭାସି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ…

କୁଳାଙ୍ଗାର ଉବାଚ : ହୋ ଭଗତେ ୨୦୨୧

ହୋ ଭଗତେ... ହୋ...  ରଥ ଯାଏ ଗଡି.. ଚକ ଯାଏ ଗଡି, କବାଟ ଫାଙ୍କରେ ଚାହିଁଲା ବେଳକୁ ବୁଢାକୁ ଟାଣୁଛି ବୁଢୀରେ.... ଡିଡ୍ଡାଣି.. ଡିଡ୍ଡାଣି... ଡାଆଣି.....। ହୋ ଭଗତେ... ହୋ... ବସ ଚାଲୁ ନାହିଁ.. ତାଲା ବନ୍ଦି ପାଇଁ, ବଡଲୋକ ବୋଲି ସିଏ ତାବେଳକୁ ଦେଖ ଗଳାବାଟ…

ନିରଞ୍ଜନ ସେଠୀଙ୍କ ‘ ପୁଣ୍ୟବ୍ରହ୍ମ ‘ ‘ ପ୍ରୀତିନୀଡ଼’ ଓ ‘ନଥିବା ଲୋକର ଛାଇ’…

ଭୁବନେଶ୍ୱର : ମିରାମ୍ବିକା ପ୍ରଡକ୍ସନ ଏବଂ ସାଇ ସୃତି ପବ୍ଲିକେସନ ଆନୁକୂଲ୍ୟରେ କବି ନିରଞ୍ଜନ ସେଠୀଙ୍କ ରଚିତ ଜୀବନ, ଯନ୍ତ୍ରଣା ଓ ଜଗନ୍ନାଥ ଆଧାରିତ ଛଅଟି ଗୀତର ଅଡିଓ 'ପୁଣ୍ୟବ୍ରହ୍ମ' ଏବଂ ପ୍ରୀତିନୀଡ଼' ଓ "ନଥିବା ଲୋକର ଛାଇ' ଦୁଇଟି କବିତା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ସୂଚନା ଓ…