Latest Odisha News

BREAKING NEWS

Browsing Category

ସାହିତ୍ୟ

କଥା ପତ୍ରିକାର ନବ ପ୍ରତିଭା ପୁରସ୍କାର ସମାରୋହ ଆୟୋଜିତ

ଭୁବନେଶ୍ୱର : ଓଡ଼ିଆ ଗଳ୍ପର ନବ ଜାତକ କଥା ପତ୍ରିକାର ୩୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ପ୍ରକାଶକ ତଥା ଦିଲ୍ଲୀ ପ୍ରେସର ମୁଖ୍ୟ ସମ୍ପାଦକ ପରେଶ ନାଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ବରିଷ୍ଠ ସାହିତ୍ୟିକ ବଳରାମ…

ଯାହା ସମାଜର ପ୍ରତିଟି ଛବିକୁ ଆଇନା ପରି ପ୍ରଦର୍ଶିତ କରେ ତାହା ହିଁ ସାହିତ୍ଯ : ଏମ. ହିମାଂଶୁ ଆଚାରୀ

ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତ ବ୍ୟକ୍ତିତ୍ୱ ଏମ .ହିମାଂଶୁ ଆଚାରୀ ।ଏକାଧାରରେ ଜଣେ କବି , ଗାଳ୍ପିକ ଏବଂ ଚନ୍ଦନଧାରା ପରି ପ୍ରମୁଖ ସାହିତ୍ୟ ପତ୍ରିକାର ସମ୍ପାଦକ । ନିଜ ସୃଷ୍ଟିର ସମ୍ଭାରରେ ସେ ଜୀବନ୍ତ କରି ପାରନ୍ତି ଅନେକ କାଳ୍ପନିକ ଚରିତ୍ର। ତାଙ୍କ ରଚିତ ପ୍ରତ୍ୟେକ କବିତା ଓ…

ନିରଞ୍ଜନ ଶତପଥୀଙ୍କ ଅନୂଦିତ ପୁସ୍ତକ ଯୋଗୀରାଜ ଶ୍ରୀକୃଷ୍ଣ ଉନ୍ମୋଚିତ

କଟକ : ବିଶିଷ୍ଟ ଶିକ୍ଷାବିତ ଡକ୍ଟର ନିରଞ୍ଜନ ଶତପଥୀଙ୍କ ଦ୍ୱାରା ଓଡ଼ିଆ ଭାଷାରେ ଅନୂଦିତ 'ଯୋଗୀରାଜ ଶ୍ରୀକୃଷ୍ଣ' ପୁସ୍ତକ, ସ୍ଥାନୀୟ ଗୋପବନ୍ଧୁ ଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି ।ପୁସ୍ତକଟି ମୂଳତଃ ଲାଲା ଲଜପତ ରାୟଙ୍କ ଦ୍ୱାରା ରଚିତ ହୋଇଥିଲା ।ଏହି ଅବସରରେ ନିରଞ୍ଜନ ରଥ, ଡ. ପ୍ରଭାସ…

ଚନ୍ଦ୍ରଶେଖର ହୋତା ପାଇବେ ଯୁବ ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର : ଦିଲ୍ଲୀରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟକାରିଣୀ ପରିଷଦ ବୈଠକରେ ୨୦୨୦ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍ ସାହିତ୍ୟ ପୁରସ୍କାର ଓ ଯୁବ ପୁରସ୍କାର ଘୋଷିତ ହୋଇଯାଇଛି ।ଓଡ଼ିଆ ଭାଷାର ବିଶିଷ୍ଟ ସାହିତ୍ୟିକ ରାମଚନ୍ଦ୍ର ନାୟକ ତାଙ୍କ ପୁସ୍ତକ 'ବଣ…

ପ୍ରତିଶ୍ରୁତି ପତ୍ରିକାର ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଆୟୋଜିତ

ଭୁବନେଶ୍ୱର : ପ୍ରତିଶ୍ରୁତି ( ନୂଆ ସକାଳର ସଙ୍କଳ୍ପ ) ପତ୍ରିକାର ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ସ୍ଥାନୀୟ ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱର ବିଧାୟକ ( ମଧ୍ୟ ) ଅନନ୍ତ ନାରାୟଣ ଜେନା ଉଦଘାଟନ କରିଥିଲେ। ଏହି ଉତ୍ସବରେ ବରିଷ୍ଠ କବି ଡ଼. ବିଜୟ…

କବିତା : ଅଭିସାର

ନିବେଦିତା ନନ୍ଦ ଅପେକ୍ଷା କରିଥିବ । ଆଖି ଖୋଲିବତ ବିଛେଇ ହୋଇ ଯାଇଥିବ କୃଷ୍ଣଚୂଡା଼ର ମୁରୁଜ । ସବୁଜ ଗାଲିଚା ପାଦ କଢେଇ ନେଉଥିବ ଅଜଣା ଚଉହଦୀକୁ । ସେଇଠି ଘୁମନ୍ତ ଆକାଶ ଅଳସୀ ଜହ୍ନର କାନେ କାନେ ଫୁଙ୍କି ଚାଲିଥିବେ ଗତିର ମନ୍ତ୍ର । ତୁମେଟାଣି ହେବ ନିଶ୍ଚେ ଦୋୖଡ଼ନ୍ତା…

ଲେଖକ ସୂର୍ଯ୍ୟମଣି ଖୁଣ୍ଟିଆଙ୍କ ‘ରାମାୟଣର ପ୍ରତି ନାୟକ ରାବଣ’ ଉନ୍ମୋଚିତ

ଭୁବନେଶ୍ୱର : କେନ୍ଦ୍ର ଏବଂ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ ଡ. ସୂର୍ଯ୍ୟମଣି ଖୁଣ୍ଟିଆଙ୍କ ପୁସ୍ତକ 'ରାମାୟଣର ପ୍ରତିନାୟକ ରାବଣ' ଉନ୍ମୋଚିତ ହୋଇଯାଇଛି। ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କୁଳପତି ଡକ୍ଟର ସବିତା…

କବି ପ୍ରଦୀପ ପଣ୍ଡା ଭୀମ ଭୋଇ ଚେୟାର ପ୍ରଫେସର ମନୋନୀତ

ସମ୍ବଲପୁର : ବିଶିଷ୍ଟ କବି ଓ ପ୍ରାବନ୍ଧିକ ଡ. ପ୍ରଦୀପ କୁମାର ପଣ୍ଡା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଭୀମ ଭୋଇ ଚେୟାର ପ୍ରଫେସର ଭାବରେ ଯୋଗଦାନ କରିଛନ୍ତି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏନ୍. ନାଗାର୍ଜୁନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାକ୍ଷାତକାରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର…

କବିତା : କୁହୁଡି ପହଁରା

ସୁବ୍ରତ କୁମାର ଜେନା ସ୍ଥିର ଏଇ କ୍ଷଣ, ହେଲେ ପ୍ରକୃତି ନିଏ ଲେଉଟାଣି, ଅଡ଼ୁଆ ତାଡୁଆ ଅନେକ ପ୍ରଶ୍ନଗୁଛ, କିନ୍ତୁ ଭାଗ୍ୟଯେ ବାଆଁରା ପକ୍ଷୀ, କେବେ ଉର୍ଦ୍ଧଗାମୀ କେବେ ରସାତଳ , ପ୍ରୟାସ କିନ୍ତୁ ଲାଗି ରହିଛି ନିରନ୍ତର, ହୁଏତ ବାନ୍ଧିପାରେ ଜହ୍ନକୁ ହାତ ପାପୁଲିରେ । ବାଲି…

କବିତା: ଆଜି ଯେ ଜାଗର

ସାଧନା ପଣ୍ଡା  ତୁମ ଆରାଧନା କରନ୍ତି ଭକତେ ପୂଜା ପାଉଅଛ ଏ ମହି ମରତେ 'ମୁଁ ‘କାର’ ବରଜି ‘ଓଁ’ କାରକୁ ହେଜି ଜାଗର ପାଳିବୁ ଆଜି ଭକ୍ତି ଚିତ୍ତେ । ପ୍ରତି ରାତ୍ରି ଜାଳି ନୟନ ଦୀପାଳି ହୃଦ କପିଳାସ ଭକ୍ତି ରସେ ବାହି ପ୍ରୀତି ଝର ଆନନ୍ଦ ଅଶ୍ରୁର ସ୍ୱୟଂ ସ୍ୱୟମ୍ଭୁଙ୍କୁ ଜପେ ହରଷେ…