Latest Odisha News

BREAKING NEWS

Browsing Category

ସାହିତ୍ୟ

ବ୍ୟଙ୍ଗ : ତୁ ମତେ ଚିହ୍ନି ପାରୁଛୁ

ଓଁ ଅଭିଜ୍ଞାନ ସାହୁ  ହ୍ଵାଟ୍ସଆପର ବହୁଳ ବ୍ୟବହାର କରୁଥିବା ଲୋକ ନିଶ୍ଚିତଭାବେ ଊଣା ଅଧିକ କିଛି ନା କିଛି ହ୍ଵାଟ୍ସଆପ ଗ୍ରୁପରେ ମିଶିଥିବେ । ତା ଭିତରୁ ବହୁଳ ଭାବେ ତିଆରି ହୋଇଥିବା ଗ୍ରୁପ ହେଲା ପିଲାଦିନର ସ୍କୁଲ କିମ୍ବା କଲେଜ ଗ୍ରୁପ । ଗ୍ରୁପର ଆଦ୍ୟ କାଳରେ ଯେତେବେଳେ ପ୍ରତିଦିନ…

ଭିକାରୀ ଚରଣ ରାଉତଙ୍କ ‘ଗୋଧୂଳି ପ୍ରୟାସ’ ଉନ୍ମୋଚିତ

ଭୁବନେଶ୍ୱର : ଅବସରପ୍ରାପ୍ତ ବିଚାରପତି ଭିକାରୀ ଚରଣ ରାଉତଙ୍କ ଉପନ୍ୟାସ "ଗୋଧୂଳି ପ୍ରୟାସ" ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି। ଜୀବନ ଦର୍ଶନ, ଦେଶ ପ୍ରେମ , ସାମାଜିକ ସମ୍ପର୍କର ଦାର୍ଶନିକ ତତ୍ତ୍ୱ ଉପରେ ଉପନ୍ୟାସଟି ଆଧାରିତ । ଏହା ଏକ ଜୀବନ ଧର୍ମୀ…

ଗଳ୍ପ : ନାଲି ଫ୍ରକ

ସଚ୍ଚିଦାନନ୍ଦ କର ନାଲି ଫ୍ରକ ! ଏକ ନମ୍ବର ମାର୍କେଟ ଫୁଟପାଥ୍ କଡର ଗୋଟେ ଉଠା ଦୋକାନର ହ୍ୟାଙ୍ଗରରେ ସେଇଟି ଝୁଲୁଥିଲା।ତାକୁ ଦେଖୁ ଦେଖୁ ମୋର ପାଦ ଦୁଇଟି ସେଇଠି ଅଟକିଗଲା। - " ବାପା ! ମୋ ପାଇଁ ଗୋଟେ ନାଲି ଫ୍ରକ ଆଣି ଦବ। " ମନେପଡିଲା ମୋ ଛଅ ବର୍ଷର ଝିଅର ଏ କଥା। ପ୍ରାୟ…

କବିତା : ନାରୀ ଶକ୍ତିମୟୀ

ପ୍ରସେନଜିତ୍ ସେଠୀ ସେ ତ ସାଜେ କେବେ ରାଣୀ ଲକ୍ଷ୍ମୀବାଈ ରଣହୁଙ୍କାର ଦେଇ, କେବେ ନିଃସହାୟ ପ୍ରସ୍ତର ଅହଲ୍ୟା ସ୍ବାମୀ ଅଭିଶାପ ପାଇ। ସେ ମାତା ଜାନକୀ କାନନେ ବୁଲଇ ପତିବ୍ରତା ଧର୍ମ ପାଇଁ, କେବେ ପୁଣି ସାଜେ ମହିଷା ମର୍ଦିନୀ ସଂସାରକୁ ମୁକ୍ତି ଦେଇ। ସେ ମାତା ଧରିତ୍ରୀ କୋଳେ ଧରି…

ବାଉରୀ ବନ୍ଧୁ କରଙ୍କୁ ମରଣତ୍ତୋର ତପସ୍ୟା ଶାଶ୍ୱତ ପୁରସ୍କାର ପ୍ରଦାନ

ଭୁବନେଶ୍ୱର : ତପସ୍ୟା ଫାଉଣ୍ଡେସନ ପକ୍ଷରୁ ସାହିତ୍ୟ ପୁରସ୍କାର ୨୦୨୦ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ପ୍ରଫେସର ବାଉରୀ ବନ୍ଧୁ କରଙ୍କୁ ମରଣତ୍ତୋର ଭାବେ ତପସ୍ୟା ଶାଶ୍ୱତ ପୁରସ୍କାର ୨୦୨୦, ଡ. ଦେବାଶିଷ ପାତ୍ରଙ୍କୁ ତପସ୍ୟା ସୃଜନ ପୁରସ୍କାର  ୨୦୨୦ ଏବଂ ସୁଶ୍ରୀ…

ନିମାପଡ଼ା ସାହିତ୍ୟ ସଂସଦ ପକ୍ଷରୁ ଓଡ଼ିଆ ଭାଷାର ଶାସ୍ତ୍ରୀୟ ଉତ୍ସ ଆଲୋଚନାଚକ୍ର

କୋଣାର୍କ : କୋଣାର୍କ ଯାତ୍ରୀନିବାସରେ ଭାରତୀୟ ଭାଷା ସଂସ୍ଥାନ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନର ମିଳିତ ସହଯୋଗରେ ନିମାପଡ଼ା ସାହିତ୍ୟ ସଂସଦ ତରଫରୁ ଓଡ଼ିଆ ଭାଷାର ଶାସ୍ତ୍ରୀୟ ଉତ୍ସ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ…

ସଶକ୍ତ ସମାଜ ପାଇଁ ରାଷ୍ଟ୍ରଦୀପ ଭଳି ଗଣମାଧ୍ୟମର ଆବଶ୍ୟକତା ରହିଛି: ଧର୍ମେନ୍ଦ୍ର ପ୍ରଧାନ

କଟକ : ଓଡିଶାର ପ୍ରାଚୀନ ସଭ୍ୟତା, ସଂସ୍କୃତି, ସ୍ୱାଧୀନତା ସଂଗ୍ରାମୀ ଓ ସେମାନଙ୍କର ବିଚାରଧାରା ତଥା ବିଶେଷ ଭାବରେ ଓଡିଶାର ଚିରନ୍ତନ ସଂସ୍କାରର ମୁଖପତ୍ର “ରାଷ୍ଟ୍ରଦୀପ” ହେଉ । କଟକ ଠାରେ ଅନୁଷ୍ଠିତ “ରାଷ୍ଟ୍ରଦୀପ” ଅଷ୍ଟାବିଂଶତିତମ ବସନ୍ତ ମିଳନ ଉତ୍ସବରେ ଯୋଗଦେଇ କହିଛନ୍ତି…

କବିତା : ଶିମିଳିପାଳ ଜଳୁଛି

ସଞ୍ଜିତା ପ୍ରଧାନ  ଆଜ ହୁତାଶନ ରଚେ ପ୍ରହସନ ତାଣ୍ଡବଲୀଳା ରଚୁଛି ସପ୍ତାହଟେ ଧରି ଭାଗ୍ୟକୁ ଆଦରି ଶିମିଳିପାଳ ଜଳୁଛି ଶିମିଳିପାଳ ଜଳୁଛି ।। ଶାଳ ବୃକ୍ଷରାଜି କଙ୍କାଳଟେ ସାଜି ଆର୍ତ୍ତନାଦ କରୁଅଛି ପକ୍ଷୀ ବି ବାହୁନେ ଶାବକ ବିହୁନେ ସଂସାର ତା ଉଜୁଡିଛି ଶିମିଳିପାଳ ଜଳୁଛି ।।…

ସାହିତ୍ୟ ସହିତ ଆଦର୍ଶବାଦ ସମ୍ପୃକ୍ତ ଓ ଆଦର୍ଶବାଦ ହିଁ ସାହିତ୍ୟର ମୂଳପିଣ୍ଡ : ସୁଶାନ୍ତ ଦାଶ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା କବି ସୁଶାନ୍ତ ଦାଶ । ଲେଖନୀ ଚାଳନାରେ ସେ ଫୁଟେଇ ପାରନ୍ତି ଜୀବନ୍ତ କବିତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପା ଯାଇ ପାରେନା । ତାଙ୍କ ସାଧନାର କ୍ଷେତ୍ର ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ନୂଆ ପ୍ରତିଭାଙ୍କୁ ପଥ…

ଟାଇମପାସ ପ୍ରକାଶନ ସଂସ୍ଥା ତରଫରୁ ଦୁଇଟି ଇଂରାଜୀ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର : ପ୍ରକାଶନ ସଂସ୍ଥା ଟାଇମପାସ ପକ୍ଷରୁ ସ୍ଥାନୀୟ ରୋଟାରୀ ଭବନରେ ବିଶିଷ୍ଟ କଥାକାର ସୁକୁବିନା (ଜାପାନୀ)ଙ୍କ ଅନୂଦିତ ଇଂରାଜୀ ଗଳ୍ପ ସଂକଳନ 'ଦ ଲଷ୍ଟ ଡଟର' ଏବଂ କବୀ ପୁରବୀ ଦାସ ଓ ଅମ୍ରିତ ପଟ୍ଟନାୟକଙ୍କ ଯୁଗ୍ମ ଇଂରାଜୀ କବିତା ସଂକଳନ 'ଦ ଆର୍ଟ ଅଫ ଗଡ' ଲୋକାର୍ପିତ ହୋଇଯାଇଛି। ଏହି…