Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ମେଘବର୍ଣ୍ଣା

ବଳରାମ ପୂଜାରୀ ଗର୍ଭିଣୀ ମେଘଟା ଓଲ୍ହାଉଥିଲା କୁଞ୍ଚୁକୁଞ୍ଚିଆ ଦେଉଳ ଡଙ୍ଗରର ଓଦା ଶିଉଳିଆ ମଥାନରୁ , ପେଟରେ ପେଟେ ବାଷ୍ପ ବିଶ୍ୱାସର ଜଳ କଣିକା ଧରି , ଡଙ୍ଗରିଆ ଗଛବୃଛମାନେ ଆଁ କରି ମେଲେଉ ଥିଲେ ନିପାଣିଆ ପାଟିକୁ , ଚାଟିଚୁଟି ସଫା କରିବାକୁ, ନ ମାସିଆ ମେଘବତୀର ପେଟରିପଣକୁ…

ରାମ ନାମ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଅଦିନିଆ କାଳବୈଶାଖୀରେ ଆମେ ସମସ୍ତେ ଦେଖୁଛୁ ଯେ କୁଆପଥର ଆକାଶରୁ ଧରା ପୃଷ୍ଠରେ ପଡୁଛି । ଧରାରେ ପଡୁଥିବା କୁଆପଥର ବାୟୁମଣ୍ଡଳର ଅଦୃଶ୍ୟ ବାଷ୍ପୀଭୂତ ଜଳ । ସେ ସମାନ ଦୃଶ୍ୟମାନ ରୂପକୁ ତରଳ ଅବସ୍ଥାରେ ଜଳ କୁହାଯାଏ ଏବଂ କଠିନ ଆକାରରେ…

ଭାଷା ଭାଗବତ : ଏବର କାମ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ୧. ବିଶ୍ୱ ଜ୍ଞାନର ପ୍ରସାରଣ, ସ୍ଥାନୀୟ ଜ୍ଞାନ ସଂଚୟନ ୨. ଆପଣା କୃତି ପ୍ରକାଶନ ଅନ୍ୟର କୃତି ବିଶ୍ଳେଷଣ ୩. ନୂତନ ଜ୍ଞାନର ସଂଧାନ ପ୍ରାଚୀନ ଜ୍ଞାନ ସଂରକ୍ଷଣ ଏହି ତ୍ରିସୂତ୍ରୀ କାର୍ଯକ୍ରମ ଏଣିକି ଚାଲୁ ଅବିରାମ କଲେ ଅଧିକ…

ଯୋଗାଡ଼ି ପାରିଲେ ହେଲା

ଶ୍ରୀମାନ ସର୍ବଗିଳାଙ୍କ ‘ଲଘୁକଥା’ ଅଖା ନାହିଁ କି ବିରି ନାହିଁ, ତଥାପି ତାଙ୍କ ଘରେ ଅଭାବ ନାହିଁ । କ'ଣ ବୁଝିପାରିଲେନି? ତେବେ ଶୁଣନ୍ତୁ । କିଛି ପୋଖତ ବେପାରୀ ଅଛନ୍ତି, ଯିଏ ନିଜେ କିଛି ଅମଳ କରନ୍ତି ନାହିଁ ହାଟକୁ କେବଳ ଦଣ୍ଡିପଲା ବଟକରା ନେଇକି ଯାଆନ୍ତି । ସେଇଠୁ ଚାଉଳ, ମୁଗ, ବିରି,…

ଭାଷା ଭାଗବତ : ଶବ୍ଦ ମିଳାମିଶା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଶବ୍ଦାର୍ଥ ସଂଧାନୀ ସଜ୍ଜନ ଏଣିକି ଶବ୍ଦର ଗଠନ ଆଡ଼କୁ ଦେଲେ ଟିକେ ଧ୍ୟାନ ବୁଝିବେ ଆଦାନପ୍ରଦାନ ବହୁ ଉତ୍ସରୁ ଶବ୍ଦ ଆସି ଭାଷାରେ ଯାଇଥାଂତି ପଶି ତା'ପରେ ଯାଇଥାଂତି ମିଶି ହୁଅଂତି ବହୁ ଭାଷା-ବାସୀ ତେଣୁ ଶବ୍ଦର ସମାନତା ଅଟେ…

ପୁସ୍ତକ ପରିଚୟ : ବ୍ଲାକ୍ କଫି, ମର୍ଡର ଅନ୍ ଦି ଓରିଏଣ୍ଟ ଏକ୍ସପ୍ରେସ

ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା  ବ୍ଲାକ୍ କଫି : ମର୍ଡର ଅନ୍ ଦି ଓରିଏଣ୍ଟ ଏକ୍ସପ୍ରେସ ମୂଳ ରଚନା ‐ ଆଗାଥା କ୍ରିଷ୍ଟ ଅନୁସୃଜନ ‐ ସୁରେନ୍ଦନାଥ ଦାଶ  ପ୍ରକାଶକ ‐ଇଙ୍କଡିଉ ପୃଷ୍ଠା ‐ ୧୮୮, ମୂଲ୍ୟ ‐ ଟ୧୫୦/- ମାତ୍ର ! ରହସ୍ୟ ରୋମାଞ୍ଚ ସାହିତ୍ୟର ଦୁର୍ଗ ପତନ ସମୟରେ ଅନୁବାଦକ…

କବିତା : ସମୟର ଖେଳ

ଶ୍ଵେତପଦ୍ମା ପାଢ଼ୀ  ଚାହୁଁ ଚାହୁଁ ବର୍ଷେ ଗଲା ଆଉ ଆଜି ବି ଦିନ ସରିଗଲା ଭାତ ହାଣ୍ଡିରୁ ବଳକା ବିରିୟାନୀ ବୁଢୀ ମାଉସୀ ନେଇଗଲା ! ଅସ୍ତରାଗରୁ ସୂର୍ଯ୍ୟ ମୁହଁ ଫେରେଇ ନେଲାଣି ବର୍ଷର ଶେଷ କୁହୁଡ଼ି ଖେଳ ନିଜର କାୟା ବିସ୍ତାର କରି ହସୁଛି ! କାଲି ସଞ୍ଜବତୀ ବାଟଦେଇ ନା…

ଭାଷା ଭାଗବତ : ମୋର ଭାଷାନୁରକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସରଳ, ସ୍ପଷ୍ଟ ଭାଷା ବ୍ୟାପେ ଏହା ହୁଏନି ଆପେ ଆପେ ଭାଷୀଏ ହୋଇଲେ ସଚେଷ୍ଟ ଭାଷାଟେ ହୁଏନାହିଁ ନଷ୍ଟ ବଦଳିଗଲେ ଲୋକାଭ୍ୟାସ ଘଟଇ ଭାଷାର ବିକାଶ ପରଂପରାରେ ଦେଲେ ଛଂଦି ପ୍ରଗତିପଥ ହୁଏ ରୁଂଧି ଯେଉଁ ଭାଷାର ଜନଗଣ କରଂତି କର୍ତବ୍ୟ…

ଭାଷା ଭାଗବତ : ଦୟାସ୍ପଦ ମଣିଷ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ମନୋଦ୍‌ଭୂତ ସକଳ ଚିଂତା ହେଉ କି ନ ହେଉ କବିତା ଶୁଣାଇଦିଏ ମନୋଦଶା ତାହା ହିଁ ବାସ୍ତବିକ ଭାଷା ତଦ୍‌ଭିନ୍ନ ଅନ୍ୟ କିଛି ଲେଖି ଭାଷାକୁ ହୁଏନାହିଁ ଦେଖି ଲୋକଂକଠାରୁ ହେଲେ ଦୂର ଭାଷାକୁ ମିଳେନି ଆଦର…

ସାହିତ୍ୟ ପରିକ୍ରମା – ୨୦୨୩

ପରିବର୍ତ୍ତନ ହିଁ ସୃଷ୍ଟିର ନିୟମ। ପ୍ରତି ମୁହୂର୍ତ୍ତରେ ପୃଥିବୀର କୋଣ ଅନୁକୋଣରେ କିଛି ନା କିଛି ପରିବର୍ତ୍ତନ ଘଟୁଥାଏ। ସମୟ ସହ ନୂଆ ନୂଆ ଘଟଣାବଳୀର ଫର୍ଦ୍ଦସବୁ ଯୋଡ଼ି ହେଉଥାଏ ପୁଣି କିଛି ଇହିହାସର ପୃଷ୍ଠାରେ ପରିବର୍ତ୍ତିତ ହେଉଥାଏ। ଆଜି ୨୦୨୩ର ଶେଷ ଦିନ। ଗୋଟିଏ ବର୍ଷ ଭିତରେ ଓଡ଼ିଆ…