Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ମହା ନିର୍ଲଜ୍ଜତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ପରିଚିତି ନାମ ଓ ମୁହଁ ଯଦି କେଉଁ କାମକୁ ନୁହଁ ଜନତା ହୋଇ ବଶୀଭୂତ ଅଜାଡ଼ି ଦିଏ ନିଜ ମତ ରାଜତଂତ୍ରର ବିଲୋପନ ଏବେ ବି ଅଟେ ଏକ ସ୍ବପ୍ନ ଏଯାଏଁ ହୋଇନି ବାସ୍ତବ ଏ ସତ୍ୟ କରୁଁ ଅନୁଭବ ବ୍ୟକ୍ତି-ନିର୍ଭର ରାଜନୀତି ଯେହେତୁ ହରାଇନି…

କବିତା : ଆତ୍ମ ବିଶ୍ଳେଷଣ

ସାଧନା ପଣ୍ଡା  ଜୀବନ ଯାତ୍ରା ପଥରେ ଚାଲିଛି ଚାଲୁଛି ତ ଚାଲୁଥିବି , କେଉଁଠି ବା ଏଇ ଯାତ୍ରାର ଶେଷ ପାରିନିତ କେବେ ଭାବି । ଏଇ ଚାଲିବାରେ ଯେତେ ଅନୁଭୂତି ହୃଦୟ ପୃଷ୍ଠାରେ ଲେଖି ଗଢି ଦେଇ ଯିବି କବିତା କୋଣାର୍କ ଲେଖନୀ ମୁନରେ ଯୋଖି । ହୃଦୟର ବୁକେ ଲେଖି ଦେଇ ଯିବି ଜୀବନର…

ଭାଷା ଭାଗବତ : ଶୁଦ୍ଧ ସତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ବିବୃତି ଦେଲେ ମାଳ ମାଳ ମିଳେନି ବାଂଛିତ ସୁଫଳ କିଂତୁ କେତେକ ବାକ୍ୟବୀର ତାହା କରଂତି ବାରଂବାର ଗଣମାଧ୍ୟମ ନାମ ନେଇ ଜଣଂକ ବଶଂବଦ ହୋଇ ଯିଏ ଯାହା ବି ଲେଖିଥାଂତି ସେଥିରୁ ମିଳେ ତାଂକୁ ତୃପ୍ତି ଦ୍ରବ୍ୟ, ଧନ ବଂଟନ କରି ହେଲେ…

କବିତା : ଅପେକ୍ଷା

ଚନ୍ଦ୍ରା ମିଶ୍ର  ଏବେ ଏଠି ବରଫ ପଡ଼େ ଆଉ ମିଳେଇ ବି ଯାଏ ରାସ୍ତାରେ ଚାଲିଲାବେଳେ କାଠି ଖଣ୍ଡିଏ ଗୋଟାଇ ଆଣି ତା ମୁନରେ ତୁମ ନାଁ ଲେଖେ ଆଉ ଭାବେ ତୁମେ ଅନନ୍ୟ ବୋଲି । ଶୀତ ଋତୁର ପ୍ରଥମ ତୁଷାରପାତରେ ଭାସିଯାଏ ମୋ ମନ ତୁମ ପାଖକୁ ତୁମେ ଛାୟାଚିତ୍ର ତୋଳିବାବେଳେ କେମିତି…

ଭାଷା ଭାଗବତ : ଛୁଆ ମୂଳଦୁଆ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଭାଷା ଶିକ୍ଷକ ସାଜି ବକ୍ତା କହଂତି ଅନର୍ଗଳ କଥା ଶୁଣାଂତି ଅଲୋଡ଼ା ବକ୍ତୃତା ତେଣୁ ହୋଇଛି ଦୁରବସ୍ଥା ଛାତ୍ର ନ କଲେ ଲେଖାଭ୍ୟାସ ମନକୁ ଜ୍ଞାନର ପ୍ରବେଶ ଅଯଥା ହୁଏ ବିଳଂବିତ ପିଲାଏ ହୁଅଂତି ଦଂଡିତ ଶ୍ରୁତଲିଖନ, ହସ୍ତାକ୍ଷର…

କବିତା : ବନ୍ଧନ

ବାସନ୍ତୀ ଲତା ଜେନା ଅଦେଖା ସୂତାର ମୋହ ବନ୍ଧନରେ ଜଗତ ହୋଇଛି ବାନ୍ଧି ସ୍ନେହ ଶ୍ରଦ୍ଧା ପ୍ରୀତି ମମତା ବନ୍ଧନ ସେଥିରେ ହୁଅନ୍ତି ଛନ୍ଦି। ନିସ୍ଵାରଥର ପ୍ରେମ ମିଠା ସ୍ୱାଦ ଦିଏ ଖୁସି ରେ କଟେ ଜୀବନ ସଂସାର ଜଂଜାଳ ଦୁଃଖ ସୁଖ ଭରା ବନ୍ଧନେ କଟଇ ଦିନ । ପିତା ମାତା ବନ୍ଧୁ ସନ୍ତାନ…

ଭାଷା ଭାଗବତ : ଖଂଡ ଖଂଡ ବିଶ୍ବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଦେଶଜ ଶବ୍ଦକୁ ଉପେକ୍ଷା କଲେ ଭାଷା ପାଏନି ରକ୍ଷା ଶିକ୍ଷିତ ଲୋକେ ଲୋକଚ୍ୟୁତ ହୋଇଲେ କମିବ ମହତ୍ତ୍ବ ଥିଲେ ହେଁ ବହୁବିଧ ବ୍ୟାଧି ମିଳୁନି ନିଶ୍ଚିତ ଔଷଧି ପରଂପରାରେ ହୋଇ ବାଂଧି କରିହୁଏନି ଚିତ୍ତ ଶୁଦ୍ଧି ସ୍ମୃତିର ମୌଳିକ…

ସଭିଏଁ ଜାଣନ୍ତି ଡାକ୍ତରୀ ବିଦ୍ୟା

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଆଜ୍ଞା! ଏମିତି ହେବା ଭାରି ସହଜ । ଏଁ..? ଏକଥା ଶୁଣି, ଫେଁ ଫେଁ ହେଇ ହସୁଛନ୍ତି କ’ଣପାଇଁ ? କାହିଁ ମୁଁ କୋଉ ନାକରା କଥା କହିଲି କି.. ମୋ କଥା ପରତେ ଯାଉନାହାନ୍ତି । ଏ କାଗଜରୁ ପଢିନୁହଁ.. ମଗଜରେ ପୂରେଇ ହେଜନ୍ତୁ । ମୁଁ କଣ ଏ କଥା କହୁଛି? କିଏ କେମିତି…

ସନେଟ : ସେଇ ଆଖି

ରଞ୍ଜିତା ରାଣୀ ହୋତା ଭୁଲି ପାରୁନାହିଁ ସେ ନୟନ ଦୁଇ ଅନୁରାଗ ଦୃକପାତ କ୍ଷଣପ୍ରଭା ସମ କ୍ଷଣିକେ କଲା ଯେ ହୃଦୟରେ ରେଖାପାତ। ସେ କିବା ମଧୁର ମାଦକତା ଯାହା ମଗ୍ନ ରଖିଲା ମତେ, ନୀଳତୃଷ୍ଣାର ପିଆଲାଟେ ପରି ମୋଠାରୁ ମାଗିଲା ମତେ। ଚକିତ ହୁଏ ମୁଁ ସେ ଆଖିକୁ କେବେ ଥରେ ଦିଏ ଯେବେ ଚାହିଁ…

ଭାଷା ଭାଗବତ : ହେବା କି ହିତକାରୀ?

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଅଭ୍ୟାସାକ୍ରାଂତ ହେଲେ ବ୍ୟକ୍ତି ନ ଛାଡ଼ି ଅତୀତ ଆସକ୍ତି କରଂତି ସାମୂହିକ କ୍ଷତି ଏମିତି ତାଂକ ନୀତି, ରୀତି ବାଲ୍ୟକାଳରେ ଯେଉଁ ଜ୍ଞାନ କରିଲେ କ୍ରମଶଃ ଅର୍ଜନ ତାହାକୁ ଦିଅଂତି ସମ୍ମାନ ନୂତନତା ପାଏନି ଧ୍ୟାନ ପରିବର୍ତନ ପ୍ରତି…