Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : କଥା ଥିଲା

ମିରିନା ମହାନ୍ତି  ସେଇଠି, ସେପାଖେ ଯୁକ୍ତଚିହ୍ନ ସହ ଲେଖା ହୋଇଥିଲା ଆମ ନାଁ । ଆଜି ସେଠି ଗାଢ ସବୁଜ ରଙ୍ଗର ଘନ କୁଞ୍ଜଲତା, ତା ଦେହରେ ନାଲି ନାଲି କୁନିଫୁଲ। ସେତେବେଳେ ଆକାଶଟା ବେଶି ନୀଳ ନୀଳ ଢେଉମାନେ ଧୋବ ଫରଫର ତୁମ ଆଖି ଥିଲା ଏତିକି ଗଭୀର ଯେ, ଏକାବେଳକେ ଲୁଚିଯାଏ…

ଭାଷା ଭାଗବତ : ଗୁରୁଂକ ଗୁରୁତ୍ବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଯିଏ ବି ଶିଖେ ଯାହାଠାରୁ ସିଏ ହିଁ ବାସ୍ତବିକ ଗୁରୁ ତା ହେଉ ବ୍ୟକ୍ତି ଅବା ସ୍ଥିତି ଉନ୍ନତ କରେ ଲୋକମତି ଏ ସତ୍ୟ ହେବାରୁ ବିସ୍ମୃତ କମିଛି ଗୁରୁଂକ ଗୁରୁତ୍ବ ଏ ସତ୍ୟ ହେଲେ ଅନୁଭୂତ ବଢ଼ିବ ଗୁରୁଂକ ମହତ୍ତ୍ୱ ଜ୍ଞାନ, ବିଦ୍ୟା…

ଉତ୍କଳ ବିଶ୍ବବିଦ୍ୟାଳୟରେ ‘ଓଡ଼ିଶାର ସାଂସ୍କୃତିକ ଐତିହ୍ୟ: ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ’ ଜାତୀୟ ଆଲୋଚନାଚକ୍ର

ଭୁବନେଶ୍ୱର : ଉତ୍କଳ ବିଶ୍ବବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ମନ୍ମଥନାଥ ଦାଶର ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ‘ଓଡ଼ିଶାର ସାଂସ୍କୃତିକ ଐତିହ୍ୟ: ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ’ ଶୀର୍ଷକ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। । ଏହି ଅବସରରେ ପ୍ରଫେସର କେ.ଏମ.ପାତ୍ର, ରଞ୍ଜିତା…

କବିତା : ଝରକା ସେପାଖ ଝିଅ

ଅଂଶୁମାନ ସାହୁ କାଠଯୋଡ଼ି ହଷ୍ଟେଲର ଅଠର ନମ୍ଵର୍ ରୁମର ଝରକା ପାଖ ବେଡର ଝିଅ ମୋତେ ହୁଏତ ଚାରିଟାବେଳେ ଦେଖେନି ଝରକା ସେପାଖୁ.... ମୁଁ କିନ୍ତୁ ତାକୁ ଦେଖିବାକୁ ନିତି ଜଗିଂ ବାହାନାରେ ଦୌଡୁଥାଏ କ୍ୟାମ୍ପସ୍ ରାସ୍ତାରେ .... ରେଭେନ୍ସା ପଡ଼ିଆର ଘାସସବୁ ଏ ଶୀତୁଆ ଅପରାହ୍ନରେ…

ଭାଷା ଭାଗବତ : ଶବ୍ଦ-ଗଢ଼ା ସୂତ୍ର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଅବଲୋ/ଉପଢୌ/ଅଂ+ କନ ମା/ଲି+ ଖନ ଗ/ସ୍ଥ/ଅଂ/ଆଲିଂ + ଗନ ଜ/ଲଂ/ଉଲ୍ଲଂ + ଘନ କଦା/ବ/ପା/ସେ/ଲୋ/କାଂ/ନିକାଂ/କିଂ/ଅକିଂ/ସିଂ/କୁଂ + ଚନ ଲାଂ+ ଛନ ଉଦ୍‌ଘା/ଉତ୍ପା/ପର୍ଯ/ବଂ + ଟନ ଗ/ପ/ଗୁଂ/ଅବଗୁଂ/ଲୁଂ + ଠନ ଖଂ/ମଂ/ମୁଂ + ଡନ ମଂ/ରୋମଂ…

ଭାଷା ଭାଗବତ : ସ୍ରଷ୍ଟା, ସୃଷ୍ଟି ସମରୂପୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ପ୍ରଭୁଂକ ନିବାସ ଆସ୍ଥାନ ଯେହେତୁ ମଣିଷର ମନ ସେଠାରେ କରି ଅବସ୍ଥାନ ଚଳାଂତି ସଂସାରେ ଜୀବନ ପ୍ରଭୁ ନୁହଂତି ଜଣେ ବ୍ୟକ୍ତି ସବୁଠି ଉପସ୍ଥିତ ଶକ୍ତି ସେ ଶକ୍ତି ପ୍ରତି ଥିଲେ ପ୍ରୀତି ମନରେ ଜାଗିଉଠେ ଭକ୍ତି…

କବିତା : ମେଘବର୍ଣ୍ଣା

ବଳରାମ ପୂଜାରୀ ଗର୍ଭିଣୀ ମେଘଟା ଓଲ୍ହାଉଥିଲା କୁଞ୍ଚୁକୁଞ୍ଚିଆ ଦେଉଳ ଡଙ୍ଗରର ଓଦା ଶିଉଳିଆ ମଥାନରୁ , ପେଟରେ ପେଟେ ବାଷ୍ପ ବିଶ୍ୱାସର ଜଳ କଣିକା ଧରି , ଡଙ୍ଗରିଆ ଗଛବୃଛମାନେ ଆଁ କରି ମେଲେଉ ଥିଲେ ନିପାଣିଆ ପାଟିକୁ , ଚାଟିଚୁଟି ସଫା କରିବାକୁ, ନ ମାସିଆ ମେଘବତୀର ପେଟରିପଣକୁ…

ରାମ ନାମ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଅଦିନିଆ କାଳବୈଶାଖୀରେ ଆମେ ସମସ୍ତେ ଦେଖୁଛୁ ଯେ କୁଆପଥର ଆକାଶରୁ ଧରା ପୃଷ୍ଠରେ ପଡୁଛି । ଧରାରେ ପଡୁଥିବା କୁଆପଥର ବାୟୁମଣ୍ଡଳର ଅଦୃଶ୍ୟ ବାଷ୍ପୀଭୂତ ଜଳ । ସେ ସମାନ ଦୃଶ୍ୟମାନ ରୂପକୁ ତରଳ ଅବସ୍ଥାରେ ଜଳ କୁହାଯାଏ ଏବଂ କଠିନ ଆକାରରେ…

ଭାଷା ଭାଗବତ : ଏବର କାମ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ୧. ବିଶ୍ୱ ଜ୍ଞାନର ପ୍ରସାରଣ, ସ୍ଥାନୀୟ ଜ୍ଞାନ ସଂଚୟନ ୨. ଆପଣା କୃତି ପ୍ରକାଶନ ଅନ୍ୟର କୃତି ବିଶ୍ଳେଷଣ ୩. ନୂତନ ଜ୍ଞାନର ସଂଧାନ ପ୍ରାଚୀନ ଜ୍ଞାନ ସଂରକ୍ଷଣ ଏହି ତ୍ରିସୂତ୍ରୀ କାର୍ଯକ୍ରମ ଏଣିକି ଚାଲୁ ଅବିରାମ କଲେ ଅଧିକ…

ଯୋଗାଡ଼ି ପାରିଲେ ହେଲା

ଶ୍ରୀମାନ ସର୍ବଗିଳାଙ୍କ ‘ଲଘୁକଥା’ ଅଖା ନାହିଁ କି ବିରି ନାହିଁ, ତଥାପି ତାଙ୍କ ଘରେ ଅଭାବ ନାହିଁ । କ'ଣ ବୁଝିପାରିଲେନି? ତେବେ ଶୁଣନ୍ତୁ । କିଛି ପୋଖତ ବେପାରୀ ଅଛନ୍ତି, ଯିଏ ନିଜେ କିଛି ଅମଳ କରନ୍ତି ନାହିଁ ହାଟକୁ କେବଳ ଦଣ୍ଡିପଲା ବଟକରା ନେଇକି ଯାଆନ୍ତି । ସେଇଠୁ ଚାଉଳ, ମୁଗ, ବିରି,…