Latest Odisha News

BREAKING NEWS

Browsing Category

ସାହିତ୍ୟ

ଗପ: ଅନ୍ଧାରର ଲୁହ

ଦୀପିକା ଦାଶ ହଠାତ ରାତ୍ରିଅଧରେ ନିଜ ଘରର ଡ୍ରଇଂରୁମରୁ କୋଳାହଳ ଭାସି ଆସୁଥିବାର ଶୁଣି ଜଷ୍ଟିସ ଚୌଧୁରୀଙ୍କ ନିଦ ଭାଙ୍ଗିଗଲା । ଆଖିକୁ ମନ୍ଥି ମନ୍ଥି ସିଏ ଡ୍ର' ରେ ଥିବା ଚଷମାଟିକୁ ପିନ୍ଧି, ଖଟ ତଳେ ଥିବା ସ୍ଲିପରକୁ ଗୋଡ଼ରେ ଗଳାଇ ସେ ବାହାରିଗଲେ ଡ୍ରଇଂ ରୁମ ଆଡ଼କୁ । ତାଙ୍କୁ ଯିବା…

କବିତା : “ନୂଆ ସକାଳ”

ଅମୂଲ୍ୟ କୁମାର ପଣ୍ଡା ପ୍ରୀତି ନଈ ଧାରେ ଗୋଟିଏ ବନ ଘନ ବନ ମଧ୍ୟେ ନାହିଁ ଯେ ଜନ ପକ୍ଷୀ ଦୁଇ ତୋଳି ଥିଲେ ଟି ଘର ନଥିଲା ସେଇଠି ଆପଣା ପର । ପ୍ରେମ ପ୍ରଣୟରେ ମାତିଲେ ଦୁହେଁ ହସିଲା ଘରଟି ଖୁସିର ସୁଏ ଜନ୍ମିଲା ପକ୍ଷୀଙ୍କ ନନ୍ଦନ ଦୁଇ ବିନୋଦ ରଚାନ୍ତି ମାଆକୁ ଛୁଇଁ । କୁମର…

କବିତା: ରାସ୍ତା

ସ୍ମୃତି ରଂଜନ ତ୍ରିପାଠୀ ତୁ କହିବା ପୂର୍ବରୁ ମୁଁ ବାଛି ଦେଇଥିଲି ଯେ ଯାହାର ଭାଗ ବ୍ରହ୍ମ, ଶାଳଗ୍ରାମ। ତୋ ଭାଗରେ ଈଶ୍ୱର, ମୁଁ ତ ନିଃସ୍ୱ ର ତୁ ନିଦେଇ ଯିବା ଆଗରୁ ଆଖିରେ ଭୋକ ମାରୁଥିଲେ ତାରା ମାନେ ଉପନ୍ୟାସ ଲେଖିଲେ ଗୋଟାଏ ଭୋକର କାଂଥରେ "ଅନ୍ତରୀକ୍ଷ କୁ ରାସ୍ତା"।…

କବିତା: କଳାକାହ୍ନୁ ଧନ୍ୟ ତୋର ଲୀଳା

ସାଧନା ପଣ୍ଡା କଜ୍ଜ୍ୱଳ ଉଜ୍ଜ୍ବଳ କାନ୍ତି କଳେବର ଶ୍ରୀପତି ଅଧିନାୟକ , କମଳ କୋମଳ ନୟନ ଯୁଗଳ ମନ ଆନନ୍ଦ ଦାୟକ ।୧ କଣ୍ଠେ କଉସ୍ତୁଭ କଟିରେ କିଙ୍କିଣି ନାକେ ନୋଥ ଜକ ଜକ , କିରିଟିରେ କେକି ପୁଚ୍ଛ ଗୁଚ୍ଛ ଗୁନ୍ଥା ଲଲାଟେ ଚନ୍ଦନ ତିଳକ ।୨ କୁଣ୍ଡଳ କର୍ଣ୍ଣରେ ଦିଶେ ଝକମକ ଖେଦ…

ହିରଣ୍ମୟୀର ଚତୁର୍ଥ ଜୟନ୍ତୀ ଆସର ଓ ଯୁବକବି ସମ୍ମିଳନୀ

ଚେନ୍ନାଇ:ସୃଜନୀ ପରିବାର ଚେନ୍ନେଇର ଇ ସାହିତ୍ୟ ପତ୍ରିକା " ହିରଣ୍ମୟୀ"ର ଚତୁର୍ଥ ଜୟନ୍ତୀ ଆସର ଓ ଯୁବକବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଭାଷା ଆପଣାନ୍ତୁ ଅଭିଯାନର ରାଜ୍ୟ ସଭାପତି ଯୁବକବି ଆଶିଷ ମିଶ୍ରଙ୍କ ପୌରୋହିତ୍ୟରେ ଗତିଶୀଳ ଆସରରେ ସୃଜନୀ ପରିବାର ଚେନ୍ନେଇର ସମ୍ପାଦକ ଅଶୋକ…

ହେ ଦୀନବନ୍ଧୁ…

ଜୟଶ୍ରୀ ଦାଶ ଆଶାର ବାରିଧି କ୍ଷମାର ଜଳଧି କରୁଣାକର ସାତସିନ୍ଧୁ, ତୁମେ ଦୀନବନ୍ଧୁ ଭକ୍ତ ଜନବନ୍ଧୁ ବର୍ଷୁଥିବ କୃପାବିନ୍ଦୁ । ନୁହେଁ ପ୍ରେମମୟୀ ବୃଷଭାନୁ ଜେମା ଅବା କୃଷ୍ଣପ୍ରାଣ ମୀରା, ତୋ ପାଦ ଯୁଗଲେ ସମର୍ପି ଦେଇଛି ମୋର ଜୀବନ ପସରା । ଦୁଃଖ ଦରିଆରେ ତୋର ନାମ ଧ୍ୟାୟୀ…

ଅନୁଭୂତିର କଳାତ୍ମକ ପ୍ରକାଶ ହିଁ ସାହିତ୍ୟ: ରବି ପଣ୍ଡା

ସମକାଳୀନ ଓଡିଆ କଥା ସାହିତ୍ୟ ଜଗତରେ ଗାଳ୍ପିକ ରବି ପଣ୍ଡା ଜଣେ ସଫଳ ରୂପକାର। କାହାଣୀ ଓ ପରିକଳ୍ପନା ଓ ଚରିତ୍ରାୟନର ଚମତ୍କାରିତା ତାଙ୍କ ଗଳ୍ପର ନିଆରାପଣ। ତାଙ୍କ ଗଳ୍ପଗୁଡ଼ିକର ପାଠକୀୟ ଆବେଦନ ଅନନ୍ୟ। ଓଡ଼ିଆ ଗଳ୍ପରେ ଜୀବନ ଓ ସମ୍ପର୍କର ବିପର୍ଯ୍ୟୟକୁ ନେଇ ଅନେକ ଗପ ଲେଖାଯାଇଥିଲେ ହେଁ…

କବିତା: କାଳିଆ ସାଆନ୍ତ

କୁଞ୍ଜବିହାରୀ ସାହୁ ଦେଖ ଦେଖ ଦେଖ ଭାଇ କାଳିଆ ସାଆନ୍ତ ଦେଉଳରେ ବସିଅଛି ଖିଲିଖିଲି ହସୁଅଛି ନାହିଁ ତା ହାତ ଦେଖ ଦେଖ ଦେଖ ଭାଇ.....(୦) ପାଖେ ତାର ବଡ ଭାଇ ଭକତକୁ ରହେ ଚାହିଁ ଭଉଣୀଟି ଗେହ୍ଲା ପୁଣି ଭକତର ମନ କିଣି ଆଜି ଏହି କାର୍ତ୍ତିକରେ ସଭିଙ୍କୁ ସେ ଡାକୁଛିରେ ଆସ…

କବିତା: ହେ ପ୍ରଭୁ…

ମିହିର ତ୍ରିପାଠୀ ଦେବା ଦେବୀ ପୂଜା ମନ୍ଦିର କୁ ଯାଇ ଦିଁଅ ଦରଶନେ ମନଥାଏ ଚନ୍ଦନ ଭସ୍ମକୁ କପାଳରେ ଲେପି ପବିତ୍ର ଏ ଆତ୍ମା ପାଇଯାଏ... ପରମାତ୍ମାଙ୍କର ସମ୍ମୁଖେ ଆତ୍ମାର ମିଳନ ହେବାର ଇଛାଥାଏ ଭୋଗ ପ୍ରସାଦରୁ ଅଳପ ଚାଖିଣ ସ୍ବର୍ଗ ସୁଖ ପାଇ ଗଲି କହେ... ଆତ୍ମ…

ଶୁଭା ଶର୍ମାଙ୍କ ଉପନ୍ୟାସ ‘ଦି ଆୱାସ୍ଥିସ୍ ଅଫ୍ ଆମ୍‌ନଗ୍ରି’ ଉନ୍ମୋଚିତ

ଭୁବନେଶ୍ୱର: ବରିଷ୍ଠ ପ୍ରଶାସିକା ତଥା ସୁଲେଖିକା ଶୁଭା ଶର୍ମାଙ୍କ ନୂତନ ଉପନ୍ୟାସ ‘ଦି ଆୱାସ୍ଥିସ୍ ଅଫ୍ ଆମ୍‌ନଗ୍ରି’ ଉନ୍ମୋଚିତ ହୋଇଯାଇଛି । ଆଜି ଭୁବନେଶ୍ୱରଠାରେ ଆୟୋଜିତ ଅନ୍‌ଲାଇନ୍ ଉତ୍ସବରେ ଜ୍ଞାନପୀଠ ଓ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଲେଖିକା ଡ. ପ୍ରତିଭା ରାୟ ଏହି ପୁସ୍ତକକୁ ଉନ୍ମୋଚନ…