Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା: ସମୟର କବର ତଳେ…….

ସାଧନା ପଣ୍ଡା  ଆୟୁଷର କଅଁଳ ଡେଣାରେ ସମୟ ଅଜାଡି ଦିଏ କୁଢ କୁଢ ମୃତ୍ୟୁ ର ଅଙ୍ଗାର , କହି ହୁଏନା ଶେଷ କେଉଁଠି ! ଏଇ ତ ଆରମ୍ଭ ମାତ୍ର ବଞ୍ଚିବାର କୁହେଳି ଭିତରେ ଅନ୍ଧାରରେ ଦେଖେ ଆଜି ଆପଣାର ମୁହଁ ଆଉଥରେ ...... ଆରମ୍ଭେ ସେଇଠି ..... !! ବନ୍ଦୀ ସେ ଚିରକାଳ ଏଇ ସମୟର କବର…

ଗୀତିକାର ସୁବ୍ରତ ସ୍ବାଇଁଙ୍କ ପୁସ୍ତକ ‘କେବେ ଶହେ କେବେ ଶୂନ’ ଉନ୍ମୋଚିତ

ଭୁବନେଶ୍ବର: ଭଲ ଗୀତ ଖରାପ ଗୀତ ବୋଲି କିଛି ନ ଥାଏ। ମଣିଷ ମନକୁ ଛୁଇଁଥିବା ପ୍ରତ୍ୟେକ ସଂଗୀତ ଗ୍ରହଣୀୟ। ମଣିଷ ଯେତେ ଦୁଃଖ ବା ଖୁସିରେ ଥାଉ, ଏମିତି ଜଣେ ନ ଥିବ ଯେ ଗୀତ ଶୁଣିବାକୁ ବା ଏକାନ୍ତରେ ଗୁଣୁଗୁଣେଇବାକୁ ଭଲ ପାଉ ନ ଥିବ। ଗୀତିକାର ଶ୍ରୀ ସ୍ବାଇଁ ଶ୍ରୋତା ମହଲରେ ଯେମିତି ପ୍ରସିଦ୍ଧି…

କବିତା: ପ୍ରେମ ଫଲଗୁ

ସୁପ୍ରିୟା ପଣ୍ଡା ତୁମ ଅସ୍ମିତାର ଭୁରୁ ଗନ୍ଧରେ ମୁଁ ପ୍ରମତ୍ତ କୀଟଟିଏ ଖୋଜୁଛି ମୋ ଅସ୍ତିତ୍ୱ । ଏକ ମଧୁର ଆଲିଙ୍ଗନ ଅପେକ୍ଷାରେ ଅପେକ୍ଷାରତ କେଉଁ ଯୁଗ ଯୁଗାନ୍ତରରୁ । କିଛି ପ୍ରହେଳିକା କିଛି ପ୍ରଶ୍ନ ର ଦଂଶନ ଜାଣିବାକୁ ଚାହେଁ ବହୁତ କିଛି ଜାଣିବାକୁ ଚାହେଁ କି ମୁଁ ତୁମ…

ଗପ: “ମାର୍ଗଦର୍ଶକ”

ସଞ୍ଜିତା ପ୍ରଧାନ ଆଜି ସକାଳର ଘଟଣା  ମୁଁ କିଛି ତାଜା ପନିପରିବା ପାଇବାର ଆଶାରେ ସ୍କୁଟି ବାହାର କରି ବାହାରି ପଡ଼ିଲି ମାର୍କେଟକୁ । କିଛି ପନିପରିବା ଫଳ , ରାସନ ଦୋକାନରୁ ପୁଅ ପାଇଁ ବିସ୍କୁଟ ଓ ଚକଲେଟ ଦିଟା କିଣି ଘରକୁ ଫେରୁଥାଏ । ରାସ୍ତାଟି ଗାଁ ମଝି ଦେଇ ଯାଇଥିବାରୁ ଟିକିଏ ଅଣଓସରିଆ…

କବିତା: ଅତୀତକୁ ଯିବି ଫେରି

ଦୀପକ କୁମାର ନାୟକ ଜୀବନ ର କାନଭାସ ରେ କଲମ ର ତୁଳି ଧରୀ ଆଜି ଆଙ୍କିଛି। ଅତୀତ ର ସେହି ସ୍ମୃତି କୁ ଲାଗେ ଦେଖି ସ୍ୱପ୍ନ ପରି। ଆଜି ହଜିଯାଇଛି ମୋର ସେ ଶାନ୍ତ ନୀରବ ଚୁପ୍ ଚାପ୍ ଦିନ। ଆଜି ସେ ଦିନ କୁ ଖୋଜେ ମୁଁ କାନଭାସ ର ଚିତ୍ରର କଳ୍ପନା ରେ। ସ୍ମୃତି ର ମରୁଭୂମିରୁ ଭାଷୀ…

କବିତା: କଥା ଥିଲା

ଜୟଶ୍ରୀ ଦାଶ ଶେଷ ଶ୍ରାବଣର ଭିଜା ବରଷାରେ ଭିଜିବାକୁ କଥା ଥିଲା ଜହ୍ନ ରାଇଜରେ ଜୋଚ୍ଛନା ଜୁଆରେ ହଜିବାକୁ କଥା ଥିଲା ସୁନେଲୀ ସଂଜ ରେ ସାଗର ବେଳାରେ ତୋଳିବାକୁ ବାଲି ଘର କଥା ଥିଲା ପ୍ରିୟ ପରଷି ଦେବାକୁ ପ୍ରୀତିର ପୀୟୁଷ ଝର ସପନ ବଣିକ ସାଜି ଦରିଆରେ ସୁଖର ନଉକା ବାହି ବାହି…

ଗପ: ଆତ୍ମାର ଶାନ୍ତି!

ବସ୍‌ରେ ଯାତ୍ରା କରୁଥିଲେ ଶ୍ୟାମ ବାବୁ । ବୟସ ହୋଇ ଗଲାଣି । ଏକା ଏକା ବସ୍‌ରେ ଯାତ୍ରା କରିବାକୁ ଆଉ ଭଲ ଲାଗୁନି । ହେଲେ ଛୁଆ ବେଳର ସାଙ୍ଗ ରବିଙ୍କ ଏକାଦଶ କୁ ତ ଯିବାକୁ ପଡିବ । ନ ହେଲେ ତାଙ୍କ ପିଲା ଛୁଆ ଖରାପ ଭାବିବେ । ଏମିତି ବାଧ୍ୟବାଧକତାରେ ସିଂହପୁର ସ୍ଥାନୀୟ ବସ୍ ଧରି ଟାଉନରୁ…

ଗପ: ଅପୂର୍ବ ବାସ୍ନାର ସନ୍ଧାନେ…

ଦେବାଶିଷ ଆଚାର୍ଯ୍ୟ                                            ଖରାଦିନ, ସକାଳୁ ସକାଳୁ ଦାଣ୍ଡ ପଟେ ପାଟି ଶୁଭିଲା , ଜୀଅନ୍ତା ମାଛ, ଜୀଅନ୍ତା ମାଛ.... । ସାଧନାଙ୍କ ଗଭୀର ଲୋଭ ମାଛ ପ୍ରତି । ତେଣୁ ସେ କିଛି ନଭାବି ଦଉଡ଼ି ଗଲେ ଦାଣ୍ଡକୁ । ଜିଅନ୍ତା ରୋହି ମାଛ ଦେଖି ସେ ଆଉ ରହି…

କବିତା : କେମିତି ବଦଳି ଯାଏ

ଅନତାଂଶୁ ଜେନା କେମିତି ବଦଳିଯାଏ !            ରାତିକ ଭିତରେ, ହସୁଥିବା ମୁହଁ ହଠାତ୍ ପରଦେଶୀ ସ୍ୱପ୍ନ ସବୁ ମଝି ଦାଣ୍ଡରେ ଶସ୍ତା ହାଟରେ ବିକ୍ରି ହୁଏ, କାଲିର ପଚା-ସଢ଼ା ଗୋପନୀୟତା । କେମିତି ବଦଳିଯାଏ ! ଗାଡ଼ିରୁ ଓହ୍ଲେଇ, ଦୌଡ଼ୁଥିବା ପାଦ ହଠାତ୍ ମରୁବାଲି ଦମକଳ ସବୁ…

ଗପ: ସେଲଫି

ଶ୍ୱେତପଦ୍ମା ପାଢ଼ୀ ପ୍ରଚଣ୍ଡ ରାଗରେ ପ୍ରଣତିର ମୁଣ୍ଡ କ'ଣ ହେଇ ଯାଉ ଥାଏ।ମନ ଭିତରଟା କେମିତି ଗୋଳେଇ ଘାଣ୍ଟି ହେଇ ପଡୁଥାଏ।ଆଗ ତ ଭାବି ଥିଲା ପୋଲିସ୍ କୁ ଫୋନ୍ ଲଗେଇବା ବୋଲି ହେଲେ ନେତ କାକୁତି ମିନତି କଲାରୁ ସେ ଚୂପ୍ ପଡ଼ିଲା। ସ୍ୱପ୍ନରେ ସୁଦ୍ଧା ଭାବି ନଥିଲା ଯୋଉ ଲୋକକୁ ସେ ଗୋଟେ…