Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା: ଶୀତ

କିରଣ ମନୀଷା ମହାନ୍ତି ଶୀତଟା ଗୋଟେ ଜିଦିଆ ପ୍ରେମିକ ଭାରି ତାର ଜିଦି ତା ପାଖରେ ପାଇବାକୁ ମତେ ଯେମିତି ସନ୍ଧ୍ୟା ନଇଁଆସେ ଚଗଲା ପ୍ରେମିକ ସେ ମୋର ଚୁପ ଚାପ ଧାଇଁ ଆସେ ଆଖିରେ ଆଖି ମିଶେଇ ତା ଓଠର ସ୍ପର୍ଶରେ ମଧୁରତା ତା ଆଲିଙ୍ଗନ ରେ ନିଜର ପଣ ଭରି ମୋ ଦେହକୁ କୋଳେଇ…

ଅଶ୍ଲୀଳତାକୁ ମାଧ୍ୟମ କରି ଜଣେ କେବେବି ପାଠକର ନିକଟରେ ପହଁଚି ପାରିବ ନାହିଁ: ସଚ୍ଚିଦାନନ୍ଦ କର

ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରତିଷ୍ଠିତ ପ୍ରତିଭା ସଚ୍ଚିଦାନନ୍ଦ କର। ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ,ମଣିଷର ସଂସାର ସଂଘର୍ଷ ଓ ଜୀବନାଦର୍ଶ ।ଅତିସାଧାରଣ ଘଟଣା ଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ…

ଗପ: ବାଜେ ଲୋକଟା

ଶ୍ୱେତପଦ୍ମା ପାଢ଼ୀ                                                                                    ମଙ୍ଗୁ ଖୁବ୍ କାମିକା ରାଜ ମିସ୍ତ୍ରୀ । ଅନ୍ୟ ମିସ୍ତ୍ରୀ ଯୋଉ କାମକୁ ତିନି ଚାରି ଦିନରେ କରିବେ ମଙ୍ଗୁ ତାକୁ ଗୋଟେ ଦିନରେ ସାରିବ । ସକାଳ ଆଠ କି ନ ଟା ସୁଦ୍ଧା…

କବିତା : ଆଶାର ଆଲୋକ

କୁନ୍ତି ଦେବୀ ଶବର ଜୀବନେ ଯେତେବେଳେ ବୋହିଯାଏ ଦୁଃଖର କଳା ବାଦଲ, ଠିକ ସେତିକି ବେଳେ.... ଜୀବନଟା ହୋଇଯାଏ ଯେମିତି ନିସ୍ତବ୍ଧ ଆଉ ଅନ୍ଧକାର। ରାତ୍ରି ର ଅନ୍ଧକାରେ ହଜିଯାଏ ଯେପରି ଦିନ ର କୋଳାହଳ ତଥା ..., ପ୍ରଳାପ ଆଉ ଆଳାପ, ସେହିପରି ଜୀବନ ର ଅନ୍ଧକାରେ ହଜିଯାଏ…

କବିତା: କବି

ନିରଞ୍ଜନ ନାୟକ ସେ ନିରପେକ୍ଷ ନିଡର ଅପରିଚିତ ଭିତରେ ପରିଚିତର ସଂଜ୍ଞା ନିର୍ବାହ କରୁଥିବା ଶବ୍ଦଟିଏ ଭାବନା ଚିନ୍ତା ଚେତନାର ଅନ୍ତଃସ୍ବର ଅନ୍ୟାୟ ଦୁର୍ନୀତି ଅତ୍ୟାଚାର ଶୋଷଣ ବିମୁଖ ର ସ୍ରୋତ ସେ ପ୍ରକୃତି ଈଶ୍ବର ମାନବବାଦର ପ୍ରକୃତ ପ୍ରତିବଦ୍ଧତା ଓ ପ୍ରତିବାଦର ସ୍ବରଟିଏ…

ଚନ୍ଦ୍ରଶେଖର ଦାଶଙ୍କ ସ୍ମୃତି ସଂକଳନ ‘ଗାଁ କଥା’ ପାଠକକୁ ନିଜ ଅତୀତ ସହ ଯୋଡ଼ିବ: ଡ. ଗୌରହରି ଦାସ

ଭୁବନେଶ୍ବର: ବିସ୍ମୃତ ଗ୍ରାମ୍ୟ ଜୀବନର ଏକ ନିରୁତା ପ୍ରତିବେଦନ ହେଉଛି ଚନ୍ଦ୍ରଶେଖର ଦାଶଙ୍କ 'ଗାଁ କଥା' ପୁସ୍ତକ। ଗାଁରେ ବଢିଥିବା ପ୍ରତିଟି ମଣିଷ ଏ ପୁସ୍ତକ ମାଧ୍ୟମରେ ସ୍ମୃତିର ଆଇନାରେ ନିଜର ଅତୀତକୁ ଫେରିପାଇବେ । 'ଗାଁ କଥା' ପୁସ୍ତକ ଆଲୋଚନା ସଭାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି କଥା…

ଗପ: ବାପା ଓ ତାଙ୍କ ସାଇକେଲ

ଦତ୍ତାତ୍ରେୟ ପଣ୍ଡା ଛୋଟ ବେଳୁ ଦେଖୁଥିଲି ବାପା ଙ୍କ ସାଇକେଲ କୁ। ଚବିଶ ଇଁଚିଆ ଡେଙ୍ଗା ସାଇକେଲ । ପୁରୁଣା କାଳିଆ ମଡେଲ ଯେହେତୁ ଭାରି ଦମ୍ଭିଲା। ବାପା ରେଭେନ୍ସାରେ ସ୍ନାତକ ପଢିଲା ବେଳେ କୁଆଡେ ଜେଜେ ବାପା ଦେଇଥିବା ପକେଟ ମନି ରୁ ସେ ଛଶହ ଟଙ୍କା ଦେଇ କିଣିଥିଲେ ସେତେବେଳେ ହଷ୍ଟେଲ…

କବିତା: ଫେରିଲା ଶୀତ

ଶିଵ ସୁନ୍ଦର ପାଣିଗ୍ରାହୀ ଦେଖ ପ୍ରିୟତମା ପଶ୍ଚିମ ଦିଗକୁ , ଅରୁଣ ଗଲାଣି ବୁଡି । ନୀଡମୁହାଁ ହୋଇ ବିହଙ୍ଗ ଦଳଏ ଫେରି ଆସୁଛନ୍ତି ଉଡି । ଦାଣ୍ଡରେ ଦେଖ ଯେ ଗୋଧୂଳିର ବାସ, ଗୋମାତା ଆସେ ବାହୁଡ଼ି । ଉତ୍ତରାପବନ ଥିରିଥିରି ବହେ, ଖଣ୍ଡିମେଘ ନିଏତଡି । ବଗିଚାରେ ଦେଖ ପୁଣି…

କବିତା : “ଚାଷ ଓ ଚାଷୀଭାଇ”

ଝରଣା ବାରିକ ମୁହିଁ ବି ଯବାନ ମୁହିଁ ବି କିଷାନ ଚାଷୀ କୁଳେ ମୋର ଜନ୍ମ ମୋ ଗାଁ ମୁଣ୍ଡରେ ଦୁଇ ମାଣ ଜମି ସେଥିରେ କରଇ ଶ୍ରମ l ଏହି ଗାଆଁରେ ମୋ ବିତିଲା ଶୈଶବ କିଶୋର ବି ଗଲା ସରି ଯୌବନରେ ମୁଁ ପଦାର୍ପଣ କରି ଚାଷ କାମ ଗଲି କରି l ଲହୁ ଢାଳି ମୁହିଁ ନିଜେ କଲି ଚାଷ ମାଟି…

ଅନୁଭୂତି ଯେତେ ସାନ୍ଦ୍ର ହୁଏ ଲେଖା ସେତେ ଶାଣିତ ହୁଏ: ଲକ୍ଷ୍ମୀ ଚାନ୍ଦ

ଓଡ଼ିଆ ସାହିତ୍ୟ ଆକାଶରେ ଏକ ଉଜ୍ୱଳ ନକ୍ଷତ୍ର ଲକ୍ଷ୍ମୀ ଚାନ୍ଦ। ଭାବ ଭାଷା ଓ ଚରିତ୍ର ର ସମ୍ମିଶ୍ରଣରେ ତାଙ୍କ ସୃଷ୍ଟିର କଳେବର ସବୁବେଳେ ଜୀବନ୍ତ। ଚରିତ୍ର ମାନଙ୍କ ଅନ୍ତର୍ଚେତନାରୁ କୌଶଳ କ୍ରମେ ଗଭୀର ଅନୁଭବକୁ ନିଜ ଭିତରକୁ ସଂଚାରି ଆଣି ତାକୁ ନେଇ ସୃଷ୍ଟି କରନ୍ତି ଗଳ୍ପ ଓ ଉପନ୍ୟାସ।…