Latest Odisha News
Browsing Category

ସାହିତ୍ୟ

ଟାଇମପାସ୍‍ ବହିବିଷୁବ: ନୂଆବର୍ଷରେ ପାଠକାର୍ପିତ ହେଲା ୮ ନୂଆ ଲେଖିକାଙ୍କ ବହି

ଭୁବନେଶ୍ୱର: ଖରାର ନଖରାମିରେ ଯେତେବେଳେ ଅସ୍ତବ୍ୟସ୍ତ ଏପ୍ରିଲ, ଝାଳର ଝାଲରରେ ଯେତେବେଳେ ଅଣନିଃଶ୍ୱାସୀ ଦେହମୁଣ୍ଡ, ତାତିର ପ୍ରକୋପରେ ହଟହଟା ମନ ଆଉ ଛାତି, ସେମିତି ଏକ ଖରାଟିଆ ଅପରାହ୍ନରେ ନିଆରା ଢଙ୍ଗରେ ପାଳିତ ହୋଇଥିଲା ସ୍ଥାନୀୟ ବୁଦ୍ଧମନ୍ଦିରରେ ‘ବହିବିଷୁବ’ କାର୍ଯ୍ୟକ୍ରମ । ମହାବିଷୁବ…

ବିଶିଷ୍ଟ କବି ଅପର୍ଣ୍ଣା ମହାନ୍ତି ପାଇବେ ମର୍ଯ୍ୟାଦା ଜନକ ବିଷୁବ ପୁରସ୍କାର

କଟକ: ବିଶିଷ୍ଟ କବି ତଥା ସାହିତ୍ୟ ସମାଲୋଚକ ଅପର୍ଣ୍ଣା ମହାନ୍ତିଙ୍କୁ ଚଳିତ ବର୍ଷର ମର୍ଯ୍ୟାଦା ଜନକ ବିଷୁବ ପୁରସ୍କାର ପ୍ରଦାନ କରାଯିବ । ଏନେଇ ପ୍ରଜାତନ୍ତ୍ର ପ୍ରଚାର ସମିତି ଅଧ୍ୟକ୍ଷ ଭର୍ତ୍ତୃହରି ମହତାବ ଏହା ପ୍ରକାଶ କରିଛନ୍ତି । ଏପ୍ରିଲ ୧୨ ତାରିଖରୁ କଟକ ସ୍ଥିତ ପ୍ରଜାତନ୍ତ୍ର…

ବିଶ୍ୱ କବିତା ଦିବସ ଏବଂ ବିଶ୍ୱ ଡାଉନ୍ ସିଣ୍ଡ୍ରୋମ୍ ଦିବସ ୨୦୨୫ ଅନୁଷ୍ଠିତ

ଭୁବନେଶ୍ୱର: ସ୍ବାଭିମାନ ସହଯୋଗରେ କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟ ଦ୍ୱାରା ବିଶ୍ୱ କବିତା ଦିବସ ଏବଂ ବିଶ୍ୱ ଡାଉନ୍ ସିଣ୍ଡ୍ରୋମ୍ ଦିବସ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରର ଭାରତୀୟ ବିଦ୍ୟା ଭବନରେ ସାହିତ୍ୟିକ ଶ୍ରଦ୍ଧାଞ୍ଜଳି ଏବଂ ସାମାଜିକ ସଚେତନତାର ଏକ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା ।…

ବିଶିଷ୍ଟ କବି ଡକ୍ଟର ପ୍ରସନ୍ନ କୁମାର ମିଶ୍ରଙ୍କ ଜୟନ୍ତୀ ଅବସରରେ ‘ଫାଲଗୁନ ଆସର’ କାର୍ଯ୍ୟକ୍ରମ

ଭୁବନେଶ୍ଵର: ବିଶିଷ୍ଟ କବି ଡକ୍ଟର ପ୍ରସନ୍ନ କୁମାର ମିଶ୍ରଙ୍କ ଜୟନ୍ତୀ ଅବସରରେ ‘ଫାଲଗୁନ ଆସର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଏହାର ଆୟୋଜନ ହୋଇଥିଲା। ଏଥିରେ ବରିଷ୍ଟ କବି ଅମରେଶ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି…

ଜଗନ୍ନାଥ ଦାସଙ୍କ ‘ମହାଭାରତ’ ଏକ ଗୁରୁତ୍ୱପୂର୍ଣ୍ଣ ପାଠ

ଭୁବନେଶ୍ୱର: ଜଗନ୍ନାଥ ଦାସ ଓଡ଼ିଆ ନବାକ୍ଷରୀ ଭାଗବତ ରଚନା କରିବା ପୂର୍ବରୁ ରାମାୟଣ ଓ ମହାଭାରତ ରଚନା କରିଥିଲେ ବୋଲି ଦିବାକର ଦାସ ତାଙ୍କ ‘ଜଗନ୍ନାଥ ଚରିତାମୃତ’ରେ ଲେଖିଛନ୍ତି । କିନ୍ତୁ କେତେକ ଗବେଷକ ନବାକ୍ଷରୀ ‘ମହାଭାରତ’ର ରଚନାକାର ଭାବରେ ତାହାଙ୍କୁ ସ୍ୱୀକାର କରି ନାହାନ୍ତି । ତାହା…

କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପାଇବେ ବରିଷ୍ଠ ସାମ୍ବାଦିକ ସୁଭାଷ ଶତପଥୀ

ଭୁବନେଶ୍ୱର: ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର। ୨୦୨୪ ମସିହା ପାଇଁ ଓଡ଼ିଆ ଭାଷା ଲାଗି ଅନୁବାଦ ପୁରସ୍କାର ପାଇବେ ବିଶିଷ୍ଟ ଲେଖକ, ଅନୁବାଦକ ତଥା ବରିଷ୍ଠ ସାମ୍ବାଦିକ ସୁଭାଷ ଶତପଥୀ। ଅନୁବାଦକ ସୁଭାଷ ଶତପଥୀ ‘କୋକିଶିଆଳିର ଏକକ ନୃତ୍ୟ’ ଶୀର୍ଷକ ବିଶିଷ୍ଟ ଇଂରାଜୀ…

ପରଲୋକରେ ଓଡ଼ିଆ ଗଜଲ-ସାହିତ୍ୟର ଜଣେ ଅନୁପମ ସ୍ରଷ୍ଟା ଓ ଗବେଷକ ମହମ୍ମଦ ଆୟୁବ

କଟକ: ପରଲୋକରେ ସୁପରିଚିତ ସାହିତ୍ୟସାଧକ ମହମ୍ମଦ ଆୟୁବ ‘କାବୁଲି’ । ଫେବ୍ରୁଆରି ୨୭ ତାରିଖ ଗୁରୁବାର ଦିନ କଟକ ଠାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ମହମ୍ମଦ ଆୟୁବ ରେଭେନ୍ସା ମହାବିଦ୍ୟାଳୟରୁ ଓଡ଼ିଆ ଭାଷା ଓ ସାହିତ୍ୟରେ…

ପରଲୋକରେ ବିଶିଷ୍ଟ କବି ଓ ସମ୍ପାଦକ ପ୍ରହରାଜ ସତ୍ୟନାରାୟଣ ନନ୍ଦ

ଭୁବନେଶ୍ବର: ଆଉ ନାହାନ୍ତି ବିଶିଷ୍ଟ କବି ଓ ସମ୍ପାଦକ ପ୍ରହରାଜ ସତ୍ୟନାରାୟଣ ନନ୍ଦ । ଫେବୃଆରୀ ୨୬ ତାରିଖ ମଙ୍ଗଳବାର ଦିନ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ସତ୍ୟନାରାୟଣ । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ରେଭେନ୍ସା କଲେଜରୁ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା…

‘ପରମ୍ପରା ଓ ଆଂଚଳିକ ଭାଷାର ମହତ୍ତ୍ୱ ଆମ ଅସ୍ମିତାକୁ ଦୃଢ଼ କରିବ’

ଭୁବନେଶ୍ୱର: ପରମ୍ପରା ଓ ଆଞ୍ଚଳିକ ଭାଷାର ମହତ୍ତ୍ୱ ଆମର ଅସ୍ମିତାକୁ ଦୃଢ଼ କରିବାରେ ସମର୍ଥ । ଭାରତୀୟ ସାହିତ୍ୟରେ ଓଡ଼ିଆ ଭାଷାର ମର୍ଯ୍ୟାଦା ଉଲ୍ଲେଖନୀୟ ବୋଲି ସାହିତ୍ୟ ଏକାଡେମୀ ଉପସଭାପତି ପ୍ରଫେସର କୁମୁଦ ଶର୍ମା ଉଲ୍ଲେଖ କରିଛନ୍ତି । ଶନିବାର ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ…

ଖୁବଶୀଘ୍ର ମଞ୍ଚସ୍ଥ ହେବ ନାଟକ ‘କାଞ୍ଚି ବିଜୟ କଥା’

ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ପ୍ରଡକ୍ସନ୍ ହାଉସ୍, ଅକ୍ଷୟ ପରିଜା ପ୍ରଡକ୍ସନ୍ ପକ୍ଷରୁ ଜୁନ ମାସ ୧୯ ଓ ୨୦ ତାରିଖରେ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ମହାନ ନାଟକ 'କାଞ୍ଚି ବିଜୟ କଥା' ମଞ୍ଚସ୍ଥ ହେବାକୁ ଯାଉଛି। ଏହି ମନମୋହକ କାହାଣୀ ପୁରୀ ଗଜପତି ମହାରାଜ ଏବଂ କାଞ୍ଚିର ରାଜକୁମାରୀଙ୍କ…