Latest Odisha News

BREAKING NEWS

Browsing Category

ସାହିତ୍ୟ

ଓଡିଆ ସାହିତ୍ୟିକ ଅଜୟ କୁମାର ପଟ୍ଟନାୟକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ

ଭୁବନେଶ୍ୱର: ପ୍ରସିଦ୍ଧ ଓଡିଆ ସାହିତ୍ୟିକ ଅଜୟ କୁମାର ପଟ୍ଟନାୟକଙ୍କୁ ୨୦୧୯ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଅଜୟ କୁମାର ପଟ୍ଟନାୟକଙ୍କୁ ତାଙ୍କ ପୁସ୍ତକ ‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’ ପାଇଁ ପୁରସ୍କାର ମିଳିବ । ଯାହାକି ଓଡିଆ ଭାଷାରେ ଅନୁବାଦ ହୋଇଥିବା…

ଶ୍ରାଦ୍ଧ ବାର୍ଷିକରେ ଜାଣନ୍ତୁ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଅନନ୍ୟ ରଚନାବଳୀ ସମ୍ପର୍କରେ

ଭୁବନେଶ୍ୱର: ଆଜି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଶ୍ରାଦ୍ଧ ବାର୍ଷିକ । ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଜନ୍ମ ନେଇଥିବା ଲକ୍ଷ୍ମୀକାନ୍ତଙ୍କର୍ ଓଡ଼ିଶାର ରାଜ୍ୟ ଗାନ ବନ୍ଦେ ଉତ୍କଳ ଜନନୀ ଏକ ବିରଳ କୃତି । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗସାହିତ୍ୟ…

ବିଶିଷ୍ଟ ସାହିତ୍ୟିକ ଯୁଗଳ କିଶୋର ଦତ୍ତଙ୍କ ଦେହାନ୍ତ

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ତଥା ଅନୁବାଦକ ଯୁଗଳ କିଶୋର ଦତ୍ତଙ୍କର ଶନିବାର ସକାଳେ ଭୁବନେଶ୍ୱରସ୍ଥିତ ବାସଭବନରେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିବା ବେଳେ ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ସୁତ୍ରରୁ ପ୍ରକାଶ । ସେ…

ଆଧୁନିକ ଓଡିଆ ସାହିତ୍ୟର ଅନ୍ୟତମ ପୁରୋଧା ରାଧାମୋହନ ଗଡନାୟକଙ୍କ ଶ୍ରାଦ୍ଧବାର୍ଷିକୀ; ଜାଣନ୍ତୁ ତାଙ୍କ ଜୀବନ କାହାଣୀ

ଭୁବନେଶ୍ୱର: କୁହାଯାଏ କବିବର ରାଧାନାଥ ରାୟ ଉନବିଂଶ ଶତାବ୍ଦୀର ଉତ୍ତର ଭାଗରେ ଯେଉଁ ଆଧୁନିକ ଓଡିଆ କାବ୍ୟ-ସାହିତ୍ୟର ଯେଉଁ ସୌଧ ନିର୍ମାଣ କରିଥିଲେ, ପରବର୍ତ୍ତୀ ସମୟରେ ରାଧାମୋହନ ଗଡନାୟକ ଏକ ବିଶେଷ ଅଂଶ ସମ୍ପୂର୍ଣ୍ଣ କରିପାରିଥିଲେ । ୧୯୧୧ ମସିହାରେ ଅନୁଗୁଳ ସହରରେ ସେ ଜନ୍ମ ଗ୍ରହଣ…

ମା, ମାଟି ଓ ମାତୃଭାଷାକୁନେଇ ସାହିତ୍ୟିକମାନେ ଲେଖନୀ ଚାଳନା କରନ୍ତୁ…

କୁଜଙ୍ଗ: ଭାରତର ଆତ୍ମା ଗ୍ରାମାଂଚଳରେ ରହିଛି । ଗ୍ରାମାଂଚଳର ସର୍ବାଙ୍ଗୀନ ଉନ୍ନତିରେ ଦେଶର ଉନ୍ନତି ହୋଇ ପାରିବ । ଏଣୁ ଆଜିର ଲେଖକମାନେ ମା, ମାଟି ଓ ମାତୃଭାଷାକୁ ନେଇ ଲେଖନୀ ଚାଳନା କରନ୍ତୁ ବୋଲି ଆଜି ଓଡ଼ିଶା ସାହିତ୍ୟ ଏକାଡ଼େମୀ ଆନୁକୂଲ୍ୟରେ ଆମ ଗାଁ ଆମ ସାହିତ୍ୟ ସାରସତ୍ୱ ସମାରୋହରେ…

ବିପ୍ଲବୀ କବି ରବି ସିଂଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବିପ୍ଲବୀ କବି ରବି ସିଂଙ୍କ ପରଲୋକରେ ନିଖିଳ ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଭାପତି ପ୍ରଦୋଷ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶ୍ରଦ୍ଧାଞ୍ଜଳି ଏବଂ କବିତା ପଠୋତ୍ସବ ହୋଇଯାଇଛି । ଏଥିରେ କବି…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ କବି ରବି ସିଂଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ପ୍ରଖ୍ୟାତ୍ କବି ରବି ସିଂଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ କରାଯିବ ବୋଲି ରବିବାର ଦିନ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ…

ଆରପାରିରେ ବିପ୍ଳବୀ କବି ରବି ସିଂ; ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶାର ବିପ୍ଳବୀ କବି ରବି ସିଂ ଆଉ ନାହାଁନ୍ତି । କଟକର ଖପୁରିଆ ସ୍ଥିତ ବାସଭବନରେ ସେ ଆଖି ବୁଜିଛନ୍ତି । ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ । ତାଙ୍କ ବିୟୋଗ ଓଡିଆ ସାହିତ୍ୟ ଜଗତରେ ଶୋକର ପରିବେଶ ସୃଷ୍ଟି କରିଛି । ୮୯ ବର୍ଷୀୟ ରବି…

ସୋଆ ସାହିତ୍ୟ ଉତ୍ସବ ଉଦ୍‌ଘାଟିତ: ସାହିତ୍ୟର ପରିସରକୁ ଉନ୍ମୁକ୍ତ କରିବା ନିମନ୍ତେ ଡଃ ୟଶଶ୍‌ଚନ୍ଦ୍ରଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଭାରତୀୟ ଭାଷା ଓ ସାହିତ୍ୟରେ ଟିକିନିକି ପ୍ରଶ୍ନ କରିବା ଏବଂ ଆଲୋଚନାର ପରିସରକୁ ଅଧିକ ଉନ୍ମୁକ୍ତ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଥମ ସୋଆ ସାହିତ୍ୟ ଉତ୍ସବରେ ମତ ଦେଇଛନ୍ତି ବିଶିଷ୍ଟ ଗୁଜୁରାଟି କବି ଡଃ ସିତାଂଶୁ ୟଶଶ୍‌ଚନ୍ଦ୍ର । ଆମ ଚତୁର୍ଦ୍ଦିଗର ଘଟଣା ପ୍ରବାହକୁ ଲକ୍ଷ୍ୟ…

ଜନ୍ମଦିନ

ଜନ୍ମଦିନ କମଳା ଶତପଥୀ ଘଣ୍ଟା କଣ୍ଟା ମିନିଟ୍ କଣ୍ଟା ଯେତେ ବେଗରେ ଆଗେଇ ଚାଲୁଥିଲା, ତା’ଠୁ ଦ୍ରୁତ ବେଗରେ ଆଗେଇ ଚାଲିଥିଲା ମାୟାର ହୃତସ୍ପନ୍ଦନ । ଆଖିରୁ ଝରି ଚାଲିଥିଲା ଅମାନିଆ ଅଶ୍ରୁଧାର । ରାତି ପାହିଲେ ତା’ର ଜନ୍ମଦିନ । ହେତୁ ପାଇଲା ଦିନରୁ ଏଇ ରାତିଟି କେବଳ ତା’ ପାଇଁ ବୋଲି ନୁହେଁ,…