Latest Odisha News

BREAKING NEWS

Browsing Category

ସାହିତ୍ୟ

ବିପ୍ଲବୀ କବି ରବି ସିଂଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବିପ୍ଲବୀ କବି ରବି ସିଂଙ୍କ ପରଲୋକରେ ନିଖିଳ ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଭାପତି ପ୍ରଦୋଷ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶ୍ରଦ୍ଧାଞ୍ଜଳି ଏବଂ କବିତା ପଠୋତ୍ସବ ହୋଇଯାଇଛି । ଏଥିରେ କବି…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ କବି ରବି ସିଂଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ପ୍ରଖ୍ୟାତ୍ କବି ରବି ସିଂଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ କରାଯିବ ବୋଲି ରବିବାର ଦିନ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ…

ଆରପାରିରେ ବିପ୍ଳବୀ କବି ରବି ସିଂ; ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶାର ବିପ୍ଳବୀ କବି ରବି ସିଂ ଆଉ ନାହାଁନ୍ତି । କଟକର ଖପୁରିଆ ସ୍ଥିତ ବାସଭବନରେ ସେ ଆଖି ବୁଜିଛନ୍ତି । ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ । ତାଙ୍କ ବିୟୋଗ ଓଡିଆ ସାହିତ୍ୟ ଜଗତରେ ଶୋକର ପରିବେଶ ସୃଷ୍ଟି କରିଛି । ୮୯ ବର୍ଷୀୟ ରବି…

ସୋଆ ସାହିତ୍ୟ ଉତ୍ସବ ଉଦ୍‌ଘାଟିତ: ସାହିତ୍ୟର ପରିସରକୁ ଉନ୍ମୁକ୍ତ କରିବା ନିମନ୍ତେ ଡଃ ୟଶଶ୍‌ଚନ୍ଦ୍ରଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଭାରତୀୟ ଭାଷା ଓ ସାହିତ୍ୟରେ ଟିକିନିକି ପ୍ରଶ୍ନ କରିବା ଏବଂ ଆଲୋଚନାର ପରିସରକୁ ଅଧିକ ଉନ୍ମୁକ୍ତ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଥମ ସୋଆ ସାହିତ୍ୟ ଉତ୍ସବରେ ମତ ଦେଇଛନ୍ତି ବିଶିଷ୍ଟ ଗୁଜୁରାଟି କବି ଡଃ ସିତାଂଶୁ ୟଶଶ୍‌ଚନ୍ଦ୍ର । ଆମ ଚତୁର୍ଦ୍ଦିଗର ଘଟଣା ପ୍ରବାହକୁ ଲକ୍ଷ୍ୟ…

ଜନ୍ମଦିନ

ଜନ୍ମଦିନ କମଳା ଶତପଥୀ ଘଣ୍ଟା କଣ୍ଟା ମିନିଟ୍ କଣ୍ଟା ଯେତେ ବେଗରେ ଆଗେଇ ଚାଲୁଥିଲା, ତା’ଠୁ ଦ୍ରୁତ ବେଗରେ ଆଗେଇ ଚାଲିଥିଲା ମାୟାର ହୃତସ୍ପନ୍ଦନ । ଆଖିରୁ ଝରି ଚାଲିଥିଲା ଅମାନିଆ ଅଶ୍ରୁଧାର । ରାତି ପାହିଲେ ତା’ର ଜନ୍ମଦିନ । ହେତୁ ପାଇଲା ଦିନରୁ ଏଇ ରାତିଟି କେବଳ ତା’ ପାଇଁ ବୋଲି ନୁହେଁ,…

ଜଗଦୀଶ କଥା ସମ୍ମାନ ପାଇବେ ଡକ୍ଟର ଅଜୟ ସ୍ୱାଇଁ

ରାଜେନ୍ଦ୍ର କୁମାର ରାଉଳଙ୍କୁ ‘ଜଗଦୀଶ ଯୁବ ସମ୍ମାନ’ ଭୁବନେଶ୍ୱର, ୩୧/୧ : ଓଡ଼ିଆ କଥାସାହିତ୍ୟର ଟ୍ରେଣ୍ଡସେଟର୍‍ ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ଗଠିତ ‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍‍’ ତରଫରୁ ଚଳିତ ବର୍ଷର ସମ୍ମାନଜନକ ‘ଜଗଦୀଶ କଥା ସମ୍ମାନ’ ଘୋଷଣା କରାଯାଇଛି । ଏହି ପୁରସ୍କାର ପାଇଁ ଏଥର…

ଫେବୃୟାରୀ ୧ରୁ ଆରମ୍ଭ ହେବ ପ୍ରଥମ ସୋଆ ଲିଟେରାରୀ ଫେଷ୍ଟିଭାଲ୍‌

ଭୁବନେଶ୍ୱର: ଦେଶର ବିଶିଷ୍ଟ ସାହିତ୍ୟିକ ଓ କବି ଏକତ୍ରିତ ହେବାକୁ ଯାଉଛନ୍ତି ସୋଆ ସାହିତ୍ୟ ଉତ୍ସବ (ସୋଆ ଲିଟେରାରୀ ଫେଷ୍ଟିଭାଲ୍‌)ରେ । ଶିକ୍ଷା ଓ ଅନୁସନ୍ଧାନ ଡିମଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଥିବା ଏହି ସାହିତ୍ୟ ଉତ୍ସବରେ ସାମ୍ପ୍ରତିକ ପରିସ୍ଥିତିରେ…

ମନୋଜ ଦାସଙ୍କୁ ପଦ୍ମଭୂଷଣ; ୧୦ ଜଣ ଓଡ଼ିଆ ପାଇବେ ‘ପଦ୍ମଶ୍ରୀ’ ସମ୍ମାନ

ନୂଆଦିଲ୍ଲୀ: ୭୧ତମ ସାଧାରଣତନ୍ତ୍ର ଦିବସ ପାଳନର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାର ସମ୍ମାନଜନକ ପଦ୍ମ ପୁରସ୍କାର ଲାଗି ମନୋନୀତ ହୋଇଥିବା ବ୍ୟକ୍ତି ବିଶେଷଙ୍କ ନାମ ଘୋଷଣା କରିଛନ୍ତି । ଓଡ଼ିଶାରୁ ସମୁଦାୟ ୧୧ଜଣ ବ୍ୟକ୍ତି ପଦ୍ମ ପୁରସ୍କାର ପାଇବାକୁ ଯାଉଥିବା ବେଳେ ପ୍ରଖ୍ୟାତ ସାହିତ୍ୟିକ ମନୋଜ…

କଳାହାଣ୍ଡି ଘୁମୁରା ଉତ୍ସବରେ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ

ଭବାନୀପାଟଣା: ୨୪ତମ କଳାହାଣ୍ଡି ଉତ୍ସବ 'ଘୁମୁରା-୨୦୧୯' ଅବସରରେ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ଆୟୋଜିତ ହୋଇଯାଇଛି।  ସମ୍ମିଳନୀକୁ ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ଶ୍ରୀଚନ୍ଦନ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପ୍ରାପ୍ତ କବି ନରେନ୍ଦ୍ର…

ଓଡ଼ିଆ ଭାଷା ସାହିତ୍ୟର ବିନ୍ଧାଣି ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜନ୍ମ ଜୟନ୍ତୀ ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କରେ…

ଭୁବନେଶ୍ୱର: ଓଡ଼ିଆ ଭାଷା ସାହିତ୍ୟର ବିନ୍ଧାଣି ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଆଜି ହେଉଛି ଜନ୍ମତିଥି । ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ ସେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ । ଫକିର ମୋହନ…