Latest Odisha News

BREAKING NEWS

Browsing Category

ସାହିତ୍ୟ

ଗାନ୍ଧି ଓ ଗୋପବନ୍ଧୁଙ୍କ ଆଦର୍ଶ ଆଜି ବି ପ୍ରାସଙ୍ଗିକ: ପ୍ରତିଭା ରାୟ

ଭୁବନେଶ୍ୱର: ରାଜଧାନୀସ୍ଥିତ ପାନ୍ଥନିବାସ କଳିଙ୍ଗ ସଭାଗୃହରେ ନିମାପଡ଼ା ସାହିତ୍ୟ ସଂସଦର ୬ଷ୍ଠ ଜାତୀୟ ସାହିତ୍ୟୋତ୍ସବ ପାଳିତ ହୋଇଯାଇଛି । ବିଶିଷ୍ଟ ସମାଲୋଚକ ପ୍ରଫେସର ଡକ୍ଟର ବସନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ବିଶିଷ୍ଟ ଲେଖିକା ଜ୍ଞାନପୀଠ ଚୟନ ସମିତିର…

ଗାଳ୍ପିକା ନିରୁପମା ଆଚାର୍ଯ୍ୟଙ୍କ ‘ଆତ୍ମାର ମିଳନ’ ଅନୁବାଦିତ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ଓଡ଼ିଶାର ଅନ୍ୟତମ ପୁରାତନ ମହିଳା ମାସିକ ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ଆନୁକୁଲ୍ୟରେ ବିଶିଷ୍ଟ ଗାଳ୍ପିକା ଶିଶୁ ସାହିତ୍ୟିକା ଓ ଅନୁବାଦିକା ଶ୍ରୀମତୀ ନିରୁପମା ଆଚାର୍ଯ୍ୟଙ୍କର ଅନୁବାଦିତ ‘ଆତ୍ମାର ମିଳନ’ପୁସ୍ତକର ଶୁଭ ଉନ୍ମୋଚନ ଉତ୍ସବ ଆଜି ପ୍ରେସ୍ କ୍ଲବ ଅଫ୍ ଓଡ଼ିଶା, ମାଷ୍ଟର…

‘ସାହିତ୍ୟ ଏକାଡେମୀ ପୁରସ୍କାର’ ପାଇବେ ସାନ୍ଥାଳୀ ଲେଖକ

ଭୁବନେଶ୍ୱର: ସାନ୍ଥାଳୀ ଲେଖକ କାଳି ଚରଣ ହେମ୍ବ୍ରମଙ୍କୁ ଚଳିତ ବର୍ଷର ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’ ଲାଗି ମନୋନୀତ କରାଯାଇଛି । ତାଙ୍କୁ କ୍ଷୁଦ୍ରଗଳ୍ପ ସଙ୍କଳନ ‘ଶିଶିରଜାଲି’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ । ଓଡିଶାରୁ ଦ୍ୱିତୀୟ ଲେଖକ ଭାବେ ଶ୍ରୀ ହେମ୍ବ୍ରମଙ୍କୁ ଚଳିତ…

ବିଶିଷ୍ଟ ଗାଳ୍ପିକ ତରୁଣକାନ୍ତି ମିଶ୍ର ପାଇବେ ଚଳିତ ବର୍ଷର ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’

ଭୁବନେଶ୍ୱର: ଓଡ଼ିଆ ସାହିତ୍ୟ ଜଗତର ବିଶିଷ୍ଟ ଗାଳ୍ପିକ ତଥା ଲେଖକ ତରୁଣକାନ୍ତି ମିଶ୍ର ଚଳିତ ବର୍ଷର ମର୍ଯ୍ୟାଦାଜନକ 'କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର' ପାଇବାକୁ ମନୋନୀତ ହୋଇଛନ୍ତି । ତାଙ୍କ ଦ୍ୱାରା ଲିଖିତ କ୍ଷୁଦ୍ରଗଳ୍ପ ‘ଭାସ୍ବତୀ’ ପାଇଁ ଶ୍ରୀ ମିଶ୍ରଙ୍କୁ ଏହି ପୁରସ୍କାର ପ୍ରଦାନ…

କୋଣାର୍କ ସାହିତ୍ୟ ଉତ୍ସବ: ସାରସ୍ୱତ ସାଧନା ସର୍ବଦା ସଂଯୋଗ ଓ ସମ୍ପର୍କର ସେତୁ ଭାବେ କାର୍ଯ୍ୟ କରିଥାଏ

ଭୁବନେଶ୍ୱର: ସାରସ୍ୱତ ସାଧନା ସର୍ବଦା ସଂଯୋଗ ଓ ସମ୍ପର୍କର ସେତୁ ଭାବେ କାର୍ଯ୍ୟ କରିଥାଏ ଭୁବନେଶ୍ୱର ଗୀତଗୋବିନ୍ଦ ସଦନଠାରେ ଆୟୋଜିତ କୋଣାର୍କ ଓଡ଼ିଶା ପରିବାରର ଷଷ୍ଠ ବାର୍ଷିକ ସାହିତ୍ୟ ଉତ୍ସବରେ ଯୋଗଦେଇ ବକ୍ତାମାନେ ମତପୋଷଣ କରିଛନ୍ତି । ଉତ୍ସବରେ ଓଡ଼ିଶାର ପଞ୍ଚାୟତିରାଜ ଓ ଆଇନ ବିଭାଗର…

ଖୁବଶୀଘ୍ର ରାଜ୍ୟରେ ହେବ ପାଠାଗାର ନିର୍ଦ୍ଦେଶାଳୟ: ପ୍ରଶାସକ ଆର୍‌. ବାଲ୍‌କ୍ରିଷ୍ଣନ୍

ଭୁବନେଶ୍ୱର: ପୁସ୍ତକ ପଠନକୁ ଏକ ଆନ୍ଦୋଳନରେ ପରିଣତ କରିବାର ସମୟ ଆସିଛି । ଓଡ଼ିଶା ପରି ଏକ ରାଜ୍ୟ ଭାଷାଭିତ୍ତିରେ ଗଠିତ ହେବା ସମଗ୍ର ଭାରତରେ ଅନନ୍ୟ ହୋଇଥିବାବେଳେ ପୁସ୍ତକ ପଠନକୁ ଜୀବନର ଅଙ୍ଗ ଭାବରେ ଗ୍ରହଣ କରିବା ଅପରିହାର୍ଯ୍ୟ ବୋଲି ଦର୍ଶାଇ ବହି ନଥିଲେ ଜଣଙ୍କ ବାସଗୃହ ଅସଂପୂର୍ଣ୍ଣ ବୋଲି…

‘ବିନ୍ଦୁ ସାହିତ୍ୟ ସମାଜ’ର ବାର୍ଷିକ ଉତ୍ସବ: ସାହିତ୍ୟ ସମ୍ମାନରେ ସମ୍ମାନିତ ହେଲେ ୧୫ କବି

ଭୁବନେଶ୍ୱର: ବିନ୍ଦୁ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ, କବିତା ପାଠ, ସମ୍ବର୍ଦ୍ଧନା ସଭା ଓ ୧୫୦ତମ ଗାନ୍ଧୀ ଆଲୋଚନା ଚକ୍ର ରବିବାର ଦିନ ୟୁନିଟ୍-୯ସ୍ଥିତ ଲୋହିଆ ଏକାଡ଼େମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୧୫ ଜଣ ବିଶିଷ୍ଟ କବି ଓ କବିୟତ୍ରୀଙ୍କୁ ବିନ୍ଦୁ ସାହିତ୍ୟ ସମ୍ମାନରେ…

କନ୍ଧମାଳରେ କଳିଙ୍ଗ ସାହିତ୍ୟ ମହୋତ୍ସବ; ଜାଣନ୍ତୁ କେବେଠାରୁ ଆରମ୍ଭ..

ଭୁବନେଶ୍ୱର : ପ୍ରକୃତି, ସଂସ୍କୃତି ଓ ସାହିତ୍ୟ ମଧ୍ୟରେ ଥିବା ପାରସ୍ପରିକ ସମ୍ବନ୍ଧ ବିଷୟରେ ଚର୍ଚ୍ଚା କରିବା ପାଇଁ ଓଡିଶା ଡାଏରୀ ଫାଉଣ୍ଡେସନ ଓ କଳିଙ୍ଗ ସାହିତ୍ୟ ମହୋତ୍ସବର ମିଳିତ ପ୍ରୟାସରେ ଆସନ୍ତା ଡିସେମ୍ବର ୧୪ ଓ ୧୫ ତାରିଖରେ ଫୁଲବାଣୀଠାରେ ଦ୍ଵିତୀୟ କନ୍ଧମାଳ ସାହିତ୍ୟ ମହୋତ୍ସବ ଆରମ୍ଭ…

ରାଜ୍ୟ ପୁସ୍ତକ ମହୋତ୍ସବ ଦ୍ଵିତୀୟ ସନ୍ଧ୍ୟା: ଶ୍ରୀଲଙ୍କା ସାହିତ୍ୟିକ ଦୟା ଦିସାନାୟେକ ମୁଖ୍ୟବକ୍ତା

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ । ‘ଅକ୍ଷର’ ନାମରେ ନାମିତ ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ଆଜି ଏହି ମହୋତ୍ସବର ଦ୍ଵିତୀୟ…

କଳିଙ୍ଗ ଯୁଦ୍ଧର ଐତିହାସିକ ପ୍ରମାଣ ନାହିଁ : ଦୟା ଦିସାନାୟକେ।

ଭୁବନେଶ୍ବର: ପ୍ରଚଳିତ ତଥ୍ୟ ଓ ଉପଲବ୍ଧ ଅଧ୍ୟୟନରୁ କଳିଙ୍ଗ ଯୁଦ୍ଧ ହୋଇଥିବାର କୌଣସି ପ୍ରମାଣ ମିଳୁନାହିଁ ବୋଲି ମନ୍ତବ୍ୟ ଦେଇଛନ୍ତି ଶ୍ରୀଲଙ୍କାର ବିଶିଷ୍ଟ ସାହିତ୍ୟିକ ତଥା 'ଅଶୋକ କିଏ' ପୁସ୍ତକର ରଚୟିତା ଦୟା ଦିସାନାୟକେ। ଏଠାରେ ଅନୁଷ୍ଠିତ ହେଇଆସୁଥିବା ମାସିକ କେ ଏଲ ଏଫ ପାଠଚକ୍ରରେ ଭାଗ…