Latest Odisha News

BREAKING NEWS

Browsing Category

ସାହିତ୍ୟ

ଭୁବନେଶ୍ୱରରେ ଯୌବନ

ଭାରତ ମାଝୀ (୧୯୭୨) ଯୁବପିଢ଼ିର ଏକମାତ୍ର କବି ଯିଏ ପାଣିକୁ ନିଆଁ, ନିଆଁକୁ ଆକାଶ, ଆକାଶକୁ ମାଟି, ମାଟିକୁ ପବନ କରି କବିତାକୁ ଘୋଷାଡ଼ି ଆଣିପାରନ୍ତି ଓ ଦେଇପାରନ୍ତି ସେମାନଙ୍କୁ ଅଭିନବ କାବ୍ୟିକ ଉପଲବ୍ଧି । ଚେହେରା ଓ ଚରିତ୍ରରେ ବୋହିମିଅନ୍‍, ଶବ୍ଦ ଓ ସଂଚାରଣରେ ବିକ୍ଷୁବ୍ଧ, ଭାବ ଓ…

ରଂଗ ମହୋତ୍ସବ

ରଂଗ ମହୋତ୍ସବ ପ୍ରହଲ୍ଲାଦ ଶତପଥୀ ଯେଉଁ ସକାଳ ଆସନ୍ତାକାଲି ତୋତେ ରଂଗ ମଖେଇବ ସେଇ ସକାଳ ମୋତେ ବି ରକ୍ତିମ କରିଦେବ ସୂର୍ଯ୍ୟମୟତାରେ ମୁଁ କହିରଖେଁ ମୋ ଭିତରୁ ଉଏଁ ସୂର୍ଯ୍ୟ ଅସ୍ତ ବି ହୁଏ ମୋଭିତରେ ଆଲୁଅ ଓ ଅଂଧାରକୁ ନେଇ ଜାରିଥାଏ ରଂଗ ମହୋତ୍ସବ । ମୁଁ ଘୋଷଣା କରେ ଆଜିଠୁ…

କବି ପ୍ରସନ୍ନ ମିଶ୍ରଙ୍କ ଉପରେ ଆଧାରିତ ବୃତ୍ତଚିତ୍ର ‘ରହୁ କି ନରହୁ…’ ପ୍ରଦର୍ଶିତ

ଭୁବନେଶ୍ୱର: ପ୍ରସିଦ୍ଧ କବି ପ୍ରସନ୍ନ ମିଶ୍ରଙ୍କ ସାହିତ୍ୟକୃତି ଉପରେ ଆଧାରିତ ବୃତ୍ତଚିତ୍ର ‘ରହୁ କି ନରହୁ...ପ୍ରସନ୍ନ ମିଶ୍ର’ ଫାଲଗୁନ ଆସରରେ ପ୍ରଦର୍ଶିତ ହୋଇଛି । ସ୍ୱର୍ଗତଃ କବି ପ୍ରସନ୍ନ ମିଶ୍ରଙ୍କ ଜନ୍ମବାର୍ଷିକୀ ଅବସରରେ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ଏକ…