Latest Odisha News
Browsing Category

ସାହିତ୍ୟ

କାଫେଟେରିଆରେ କବିତା ଓ ରାଜନୀତି

ଭୁବନେଶ୍ୱର: କାଫେଟେରିଆ କବିତା ମାଧ୍ୟମରେ ରାଜନୀତି ଆଲୋଚନା ର ଏକ ପ୍ରୟାସ। ଅପ୍ରେଲ ୬ ତାରିଖ ସନ୍ଧ୍ୟାରେ OXFORD Book Store ରେ କିଛି କବି ବନ୍ଧୁମାନେ ଏକତ୍ରିତ ହୋଇଥିଲେ। ଦେଶର ରାଜନୈତିକ ସ୍ଥିତିର ଗରମ ପରିବେଶ ସହିତ ନିଜକୁ ସାମିଲ କରିଥିଲେ ଏକ ନିଆରା ଢଙ୍ଗରେ: କବିତା ଓ ସାହିତ୍ୟ…

ଉପନ୍ୟାସଟା ପିଲାଖେଳ ନୁହେଁ : ଆନିସୁଲ୍‍ ହକ୍‍

ବାଂଲାଦେଶର ବହୁଚର୍ଚ୍ଚିତ କଥାକାର, କବି ଓ ସାମ୍ବାଦିକ ଆନିସୁଲ୍ ହକ୍ ସ୍ୱରଚିତ ଉପନ୍ୟାସ ‘ମା’ ପାଇଁ ପ୍ରସିଦ୍ଧ । ୩୦ରୁ ଅଧିକ ବଙ୍ଗଳା ସଂସ୍କରଣ ଓ ଦେଶୀ ବିଦେଶୀ ଭାଷାରେ ଅନୁବାଦ ହୋଇସାରିଥିବା ଏହି ପୁସ୍ତକ ୧୯୭୧ ବାଂଲାଦେଶ ମୁକ୍ତି ଆନ୍ଦୋଳନ ପୃଷ୍ଠଭୂମିରେ ରଚିତ । ‘ମା’ ବହିଟି ଦିବଂଗତ…

ଟିକେ ବିରତି ନେବା

ଟିକେ ବିରତି ନେବା ଲୋପାମୁଦ୍ରା ନାୟକ ଚାଲ ପ୍ରିୟ !!! ତୁମ ଓଠର ଶୋଷକୁ ମୋ ଓଠରେ ନ ମାରି ନିଜ'ନିଜକୁ ଚାରିଫୁଟିଆ ଘରେ ବନ୍ଦ କରିଦେବା ଗୁରୁଣ୍ତି ଗୁରୁଣ୍ଡି ତାତିଟା ହାଁ ମେଲେଇବା ଉପରେ ରାଜନୀତି ଚୁଲିରେ ଏବେ ବିରାଟ ବଡ ହାଣ୍ତି ଅପମିଶ୍ରଣ ଚାଉଳ ଫୁଟିବାଫୁଟିବା ଉପରେ…

ଜୀଇଁଵାକୁ ଚାହେଁ

ଜୀଇଁଵାକୁ ଚାହେଁ ଅଭୀପ୍ସା ଜେନା ସମ୍ଭାବନାର ମନ୍ତ୍ର ସେ ଜୀଵନର ମୁଗ୍ଧଗୀତ ସେ ଆଖିରେ ଆଖିଏ ସ୍ୱପ୍ନ ଭୁଞ୍ଜିଥିବା ଆତ୍ମାଟିଏ ଆଉ ଆଜି ତା ଆଖିରେ ଅସୁମାରୀ କ୍ଷତ! ମେଘମାଳ ଡେଇଁ ଉଡ଼ି ଵୁଲୁଥିଲା ମନର କପୋତ ତାର ହଠାତ୍ କେହି ଛେଦକଲା ଡେଣା ଦୁଇ ତାର। ମନେ ତାର…

ଅଜସ୍ର ଫୁଲର ଉପତ୍ୟକା

ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ (୧୯୫୩) ପରିଣତ ବୟସରେ ଲେଖାଲେଖି ଆରମ୍ଭ କରିଥିଲେ ମଧ୍ୟ ବିଗତ ଅଳ୍ପକିଛି ବର୍ଷ ଭିତରେ ସେ ନିଜ କଥାସାହିତ୍ୟ ପାଇଁ ପାଠକମାନଙ୍କ ମନରେ ହାସଲ କରିସାରିଛନ୍ତି ସ୍ୱତନ୍ତ୍ର ସ୍ଥାନ । ସ୍ମୃତିର ତୃତୀୟ ପାହାଚ, ନିସ୍ତବ୍ଧ ରାତି ଓ ସ୍ମୃତିର ସିନ୍ଦୁକ, ଗୋଟିଏ ସନ୍ଧ୍ୟାର…

ହୁଅନ୍ତା କି ଏମିତି

ହୁଅନ୍ତା କି ଏମିତି ଜୟଶ୍ରୀ ଦାଶ ବେଳେବେଳେ ଉଡ଼ିଛି ମୁଁ ଆଖିର ଆକାଶକୁ, ଭେଟିଛି ଜହ୍ନରେ ମାଟିକୁ, ଦଲକାଏ ସ୍ମୃତିର ଥାକରେ ମୋ ପିଲାବେଳ,ମାଟି ସରେଇ,କୁନି କଣ୍ଢେଇ, ଏବେ ବଢ଼ିଲେଣି... ଇସ୍ ,କେଡେ ଜୀବନ୍ତ ! ମାଟିରେ ଜୀବନ ଅଛି ବୋଲି ତ ମୁଁ ବଢିଛି,ମୋ କଣ୍ଢେଇ,ସରେଇ ସାଥିରେ…

ବାସ୍ତବତା ଦ୍ୱାରା ସାହିତ୍ୟ ଏତେବେଶି ଆକ୍ରାନ୍ତ ନହେଉ : ବିଷ୍ଣୁ ନାଗର

ବିଷ୍ଣୁ ନାଗର (୧୪ ଜୁନ୍‍ ୧୯୫୦) ହିନ୍ଦୀ ସାହିତ୍ୟର ଜଣେ ଦିଗ୍‍ଗଜ ବ୍ୟକ୍ତିତ୍ୱ । ଗଳ୍ପ, ଉପନ୍ୟାସ, ଲଘୁକଥା, ସ୍ତମ୍ଭ ଓ କବିତା - ସବୁଥିରେ ତାଙ୍କର ଜବରଦସ୍ତ ଦଖଲ ରହିଛି । ସଂପ୍ରତି ଜାତୀୟ ସ୍ତରର ସମ୍ବାଦଭିତ୍ତିକ ହିନ୍ଦୀ ସାପ୍ତାହିକୀ ‘ଶୁକ୍ରବାର’ର ସଂପାଦକ ଭାବେ ଦିଲ୍ଲୀରେ କାର୍ଯ୍ୟରତ ।…

କବିତା ଜୀବନର ସମ୍ପ୍ରସାରଣ : ବିଭୁ ପାଢ଼ି

ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ହାତଗଣତି ଯେଉଁ କେତେଜଣ କବି ନିଜ ପାଇଁ ଓ ରାଜ୍ୟ ପାଇଁ ପ୍ରତିଷ୍ଠା ଆଣିପାରିଛନ୍ତି, ସେମାନଙ୍କ ଭିତରେ ବିଭୁ ପାଢ଼ି ଅନ୍ୟତମ । ପ୍ରଚାରବିମୁଖ ଏହି କବି ମୁଖ୍ୟତଃ ଇଂରାଜୀରେ କବିତା ଲେଖୁଥିଲେ ବି ଓଡ଼ିଆ କବିତା କ୍ଷେତ୍ରରେ ମଧ୍ୟ ରହିଛି ତାଙ୍କର ସମାନ୍ତରାଳ…

ପଥର

ସଂଗ୍ରାମ ଜେନା ଓଡ଼ିଆ କବିତା ଓ ଅନୁବାଦ କ୍ଷେତ୍ରରେ ଏକ ପ୍ରସିଦ୍ଧ ନାମ । ଅନୁବାଦ ପାଇଁ କେଂଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଡ. ଜେନାଙ୍କର ଏକ କବିତା ପଢ଼ିବା ଆସନ୍ତୁ ପଥର ସଂଗ୍ରାମ ଜେନା କ’ଣ ପାଇଁ ସେ ବାଟରେ ଯାଉଁ ଯାଉଁ ଝୁଣ୍ଟୁଥିଲେ ଏଇ ଅଲୋଡ଼ା ପଥରଟାକୁ ।…

ଆତ୍ମଜା

(ପ୍ରବୀଣା ମହାନ୍ତି ଆମ ସମୟର ଜଣେ ସମ୍ବେଦନଶୀଳ କଥାଶିଳ୍ପୀ । ତାଙ୍କ ଗଳ୍ପରେ ଆମେ ସମକାଳୀନ ସମୟ ଓ ସମାଜକୁ ବେଶ୍‍ କଳାତ୍ମକ ଢଙ୍ଗରେ ଭେଟିବାକୁ ପାଉ । ୨୦ ଫେବୃଆରୀ ୧୯୫୭ରେ ଜନ୍ମ ହେଇଥିବା ଶ୍ରୀମତୀ ମହାନ୍ତି ଗଳ୍ପ ଓ ଉପନ୍ୟାସ ବ୍ୟତୀତ ପିଲାଙ୍କ ପାଇଁ ଫିଚର୍ ମଧ୍ୟ ଲେଖନ୍ତି । ସ୍ୱାତୀ,…