Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଅସଂପାଦିତ ସାହିତ୍ଯ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଯଶସ୍ବୀଂକୁ ପୁଣି ପ୍ରଶଂସା ସଂଚାର କରେନି ଭରସା ଶୁଣାକଥା କହିଲେ ପୁଣି ଘଟଇ ପ୍ରତିଭାର ହାନି ନିଂଦିତକୁ କଲେ ବି ନିଂଦା ହୁଏନି କିଛି ଅସୁବିଧା ନିଂଦୁକ ଅବା ପ୍ରଶଂସକ ଜଣା ପଡ଼େ କେମିତି ଲୋକ କରିଲେ ନାମର ପ୍ରଚାର କାମକୁ ନ…

ଅଭୁଲା ଗୀତ : ଜାଗ ବରଦା ଗୋ

ଗାୟନ : ସନ୍ଧ୍ୟା ମୁଖାର୍ଜୀ ସଙ୍ଗୀତ :ନଚିକେତା ଘୋଷ ଗୀତ : ସତ୍ୟ ନାରାୟଣ ପଣ୍ଡା ଚଳଚ୍ଚିତ୍ର : ମହାଲକ୍ଷ୍ମୀ ପୂଜା, ୧୯୫୯ ଜାଗ ବରଦା ଗୋ ଜାଗ ବରଦା ଗୋ ଜାଗ ଅଭୟା ଗୋ ଘେନ ପୂଜାଫୁଲ ହାର ଜୁହାର ମା’ ଗୋ ଏହି ଭଙ୍ଗାମାଟି ଘରେ କି ଦେଇପାରିବି ଆଜ ଅଭାଗିନୀ…

ପାଠକୀୟ ମତାମତ ମୋ ପାଇଁ ପ୍ରେରଣାର ଉତ୍ସ : ସ୍ଵାଗତିକା ମିଶ୍ର

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ସ୍ଵାଗତିକା ମିଶ୍ର ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । କଥା ନବ ପ୍ରତିଭା ପୁରସ୍କାର…

ଗଳ୍ପ : ଅନ୍ତର୍ଦାହ

ଯାଜ୍ଞସେନୀ ହୋତା ଆଜି , ସବୁ ମଲ୍ଲିଫୁଲ ତୋଳା ହେବ। ତିନୋଟି ମାଳ ଯିବ ଜଗନ୍ନାଥ ମନ୍ଦିରକୁ ।  ଯତ୍ନରେ ତୋଳିବ, ଯେମିତି କଢ ଦେହରେ ହାତ ନ ବାଜେ। ମଲ୍ଲି ଫୁଲଗୁଡିକୁ ଅନେଇ ଧିରେ ଧିରେ ପାଦ ପକେଇ କହୁଥିଲେ ଜେଲ କର୍ତ୍ତୁପକ୍ଷ। କାନ୍ତା , ପାଛିଆ ଗୁଡା ଆଣି ସମସ୍ତ ଅନ୍ତେବାସିନୀଙ୍କୁ…

କବିତା : ଦୀପାବଳି

ସାଧନା ପଣ୍ଡା କାର୍ତ୍ତିକ ମାସେ ଏ ଅମାବାସ୍ୟେ ପଡଇ ଦୀପାବଳୀ ଝଲସି ଉଠେ ଦୀପ, ରୋଷଣି ଆସନ୍ତି ଶ୍ୟାମାକାଳୀ ।୧ ଶରତ ଶେଷେ ହେମନ୍ତ ଆସେ ସୁନ୍ଦର ଦିଶେ ଧରା ଆକାଶେ ଜହ୍ନ ଅମାବାସ୍ୟାରେ ଦିଅନ୍ତି ନାହିଁ ଧରା ।୨ ବର୍ଷକେ ଥରେ ଗୋଟିଏ ଦିନ ଖୁସି ପସରା ମେଲି ରଙ୍ଗ ବେରଙ୍ଗ…

ଭାଷା ଭାଗବତ : ପୁନରଭ୍ୟୁଦୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ସଂଖ୍ୟାରେ ଚଳେ ରାଜନୀତି ଶିକ୍ଷାରେ ଚଳଇ ସଂସ୍କୃତି ସଭିଏଁ ନୁହଂତି ସମାନ ଜଣେ ହିଁ କରେ ସମାଧାନ ତ୍ରୁଟ୍ୟାଦି କରିଲେ ଉପେକ୍ଷା ଭାଷାକୁ ମିଳେନି ସୁରକ୍ଷା ପରାନ୍ନଭୋଜୀ ହେଲେ ଲୋକ ଦିଶେନି ଶୁଦ୍ଧ ଜ୍ଞାନାଲୋକ ତ୍ରୁଟିମୁକ୍ତ…

କବିତା : ପଞ୍ଜୁରୀ

ପ୍ରସେନଜିତ ସେଠୀ ଶାରୀଟିଏ ସେ ଭାବୁଥାଏ, ତା ଦୁନିଆ ସବୁଠୁ ବଡ଼ ଅନ୍ୟର ପଞ୍ଜୁରୀରେ ବନ୍ଦୀ ହୋଇ ଅନ୍ୟମାନଙ୍କ ଶିଖାଉଥିବା କଥା କହି। ସେ ଭାବେ ସେ ତାର କର୍ତ୍ତବ୍ୟ କରୁଛି ମୁଠାଏ ଆଧାର ପାଇଁ ଜୀବନ ଜୀଇଁବା ପାଇଁ! ସେ ଭାବେ ସେଇ ତାର ସ୍ବର୍ଗ ସୁଖ ପଞ୍ଜୁରୀ ବାହାର ଦୁନିଆକୁ…

ଭାଷା ଭାଗବତ : ପାର୍ଥକ୍ଯ ଓ ସାଦୃଶ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଦୁଇଟି ଭାଷାର ମଧ୍ୟରେ ଅଳ୍ପ ପାର୍ଥକ୍ଯ ଥାଇପାରେ ତାହାକୁ କରିଲେ ପ୍ରଧାନ ହୁଏନି କାହାର ଉତ୍‌ଥାନ ସାଦୃଶ୍ୟ କରିଲେ କଳନା ସତ୍ୟତା ପଡ଼େ ଶୀଘ୍ର ଜଣା ଆମ ଦେଶର ଭାଷାବଳି ସାଦୃଶ୍ୟ ବୁଝି ଥାଂତି ଚଳି ସାମାନ୍ୟ ଆଂଚଳିକ ଭେଦ…

କବିତା : ତୁମେ

ବନ୍ଦିତା ଦାଶ  ତୁମେ କେବେ ଆସ ଶ୍ୱେତ ସମ୍ଭାବନା ହୋଇ କେବେ ପୁଣି କୁହୁଡି ଚାଦର ଘୋଡି କାକରରେ ଗୋଟାପଣେ ଭିଜି ପାଚିଲା ଧାନ କିଆରୀ ଦେଇ ଆମ ଗାଁ ଆଡେ। ସୂର୍ଯ୍ୟ ଯେବେ ଲମ୍ବା ଲମ୍ବା ପାହୁଣ୍ଡ ପକାଏ ଭାରି ତରତର ହୋଇ ପଶ୍ଚିମର ମୁଣ୍ଡିଆକୁ ଛୁଇଁବାକୁ ଧାଏଁ , ପବନଟା ଭେଦୁଥାଏ…

ଭାଷା ଭାଗବତ : ଚୈତ୍ତିକ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ବିଭ୍ରାଂତ ଅସ୍ଥିର ଚିଂତନ କରେ ସମସ୍ୟା ଉତ୍ପାଦନ ଅଭ୍ରାଂତ ନିର୍ଦିଷ୍ଟ ଚିଂତନ ଉତ୍ପନ୍ନ କରେ ସମାଧାନ ମନର ସ୍ବାର୍ଥବିହୀନତା ପ୍ରଗତି, ସମୃଦ୍ଧି ପ୍ରଦାତା କାର୍ଯ ହିଁ ପ୍ରକୃତ ପ୍ରାର୍ଥନା ହେଉ ଏ ସତ୍ୟ ଏବେ ଘେନା ଅହଂନାଶ…