Latest Odisha News

BREAKING NEWS

Browsing Category

ସାହିତ୍ୟ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମନୋରଞ୍ଜନ ଦାସ ଜନ୍ମ ଶତବାର୍ଷିକୀ ସମାରୋହ ଆୟୋଜିତ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ଥାନୀୟ ଗୁରୁକେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ବିଶିଷ୍ଟ ନାଟ୍ୟକାର ମନୋରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ପାଳିତ ହୋଇଯାଇଛି । ଏକାଡେମୀର ସଭାପତି ଜକ୍ଟର ହୃଷୀକେଶ ମଲ୍ଲିକଙ୍କ ପୌରାହିତ୍ୟରେ ଆୟୋଜିତ…

କବିତା : ସ୍ୱପ୍ନଭୁକ୍

ରାଜ କିଶୋର ଦାସ ଫେରେଇ ଦେବାର କଳା ଜାଣି ହୋଇନି ବୋଲିତ ଯେତେ ନିବୁଜ କରି ଆଖି ବନ୍ଦ କଲେ ବି ଭରିଯାଏ ଆଖିରେ ଆଖିଏ ସ୍ୱପ୍ନ । ଘର କେଉଁଠି ତା’ର ଯେ ବେଧଡ଼କ ଚାଲି ଆସେ ନିଦ, ଅଧାନିଦ, ବେ ନିଦ ଦି ନିଦ ଫରକ ପଡ଼େନି। ରାତି ପାହାନ୍ତା ସକାଳ ଯେତେବେଳେ , ସେତେବେଳେ ରାଜ…

ଭାଷା ଭାଗବତ : ନିଜର ସହିତ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ  ଆୟୁଷ ଯଦି ଜଣା ନାହିଁ ବୟସ ଗଣିବି କିପାଇଁ ତ୍ରିକାଳ ମୋଠାରେ ମିଳିତ ହୋଇ ତ ଅଛଂତି ଜୀବିତ କେବେ ମୁଁ ଯାହା ଭାବୁଥିଲି ଏବେ ତା ସତେ ହୋଇଗଲି କିଛି ତ ଯାଇନି ବଦଳି ସ୍ବଦେହ ଅଛି ଆଗ ଭଳି ଭାଟକୁ କହିଲି ମୁଁ ' ଭାଗ୍‌ ନିଜ କାମରେ…

କବିତା : ଅନ୍ଧାରର ଗୀତି

ସୁଜାତା ମିଶ୍ର ଗୁଣୁଗୁଣାଏ ଥୋକା ଥୋକା ଅନ୍ଧାର ନିବିଡ଼ତାର ଗୀତି.. ଅନ୍ତରଙ୍ଗ କିଛି ଅନୁଭୂତି.., ମେଘ କାନେ ଚୁପ୍ କରି କିଛି କହେ, କେବେ ପାହାଡ଼ ସାରା ଅଜାଡ଼ି ଦିଏ ତାମସିକ ଶୋଷର ତାତି, କେରାଏ ଅବସୋସ, ଠୋପାଏ ଅଶାନ୍ତି.., ଚାରି ଆଡ ଶୂନ୍ ଶାନ୍.. ଛାତି ତଳ ଅନ୍ଧାରୁଆ…

ଭାଷା ଭାଗବତ : ସାହିତ୍ୟର ଶେଷ କଥା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ  ଭାଷା, ସାହିତ୍ୟେ ଶେଷ କଥା ସଂଧାନ କରିଲେ ଅଯଥା କେବେ ବି ମିଳିନାହିଁ ତାହା ଅଂକା ବଂକା ମନକୁ ରାହା ଶବ୍ଦର ଯେତେକ ସାଧକ ନ ହୋଇ କାହାର ବାଧକ ଅଥବା ନୀତି ନିର୍ଧାରକ ଅଜାଡ଼ିଦେଲେ ଶବ୍ଦ ତକ ତହିଁରୁ ମିଳିଲେ ଭାବାର୍ଥ ପାଠକେ ମଣଂତି…

ଧୈର୍ଯ୍ୟ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ସଂକଟ ସମୟରେ ଉଦବିଘ୍ନତା ଓ ବିଚଳିତ ହେବା । କଠିନ ପରିସ୍ଥିତିରେ ମନର ସ୍ଥିରତା ଆଣିବା ଏବଂ ସହନଶୀଳତାର ସହିତ କାର୍ଯ୍ୟ କରିବାକୁ ହିଁ ଧୈର୍ଯ୍ୟ କୁହାଯାଏ । ବସ୍ତୁତଃ ଧୈର୍ଯ୍ୟ ନକରାଞଗକ ପୂର୍ବରୁ ସକାରାଞଗକ ମନୋଭାବ ପୋଷଣ ଓ…

ଅନୁବାଦ କବିତା : ମାପଦଣ୍ଡ ବଦଳାଅ

ମୂଳ ହିନ୍ଦୀ: ଦୁଷ୍ୟନ୍ତ କୁମାର ମୋ ପ୍ରଗତିର ଅବା ଅଗତିର ଏଇ ମାପଦଣ୍ଡ ତୁମେ ବଦଳାଅ, ଜୁଆର ତାସ ଭଳି ମୁଁ ଏବେ ଅନିଶ୍ଚିତତା ଭିତରେ । ମୋ ଉପରେ ଚାରିଆଡ଼ୁ ଆକ୍ରମଣ ହେଉଛି, ପତ୍ର କଅଁଳୁଛି ପତ୍ର ଝଡ଼ା ଦେଉଛି, ମୁଁ ନୂଆ ହେବା ପାଇଁ ରନ୍ଦାରେ ଚଢ଼ୁଛି, ଲଢ଼ି ଲଢ଼ି…

ଭାଷା ଭାଗବତ : ଭାଷା ତ ଅଦୈବ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ  ଦଂଡିତ ନ ହେବା ପର୍ଯଂତ ସୁବୁଦ୍ଧି ହୁଏନି ଜାଗ୍ରତ ନିଜର ମତ ରଖି ମନେ ଚଳିବାନାହିଁ କି କାରଣେ ଭାଷାକୁ ନ କଲେ ଆୟୁଧ ଲେଖକେ ହୁଅଂତି ପ୍ରବୁଦ୍ଧ ଭାଷା ବି ହୁଅଇ ସମୃଦ୍ଧ ଅଯଥା ସବୁ ବାକ୍ୟ-ଯୁଦ୍ଧ …

ବଚନ (୨)

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ପ୍ରଥମ ପୁରୁଷ ଏକବଚନ- ମୁଁ, ମୋତେ, ମୋ’ ଦ୍ୱାରା, ମୋ’ଠାରୁ, ମୋ’ର, ମୋ’ଠାରେ । ପ୍ରଥମ ପୁରୁଷ ବହୁବଚନ- ଆମେ, ଆମେମାନେ, ଆମକୁ, ଆମମାନଙ୍କୁ, ଆମ ଦ୍ୱାରା, ଆମମାନଙ୍କଦ୍ୱାରା, ଆମଠାରୁ, ଆମମାନଙ୍କଠାରୁ, ଆମମାନଙ୍କର, ଆମଠାରେ,…

କବିତା : ପରିଚୟ

ରୋଜାଲିନ୍ ମିଶ୍ର ଯଦି କେବେ ତୁମେ ବର୍ଷ। ହୋଇ ଏ ଜୀବନ ମରୁଦ୍ୟାନେ ପଡ଼ ଝରି, ମୁଁ ତୁମକୁ ଆବୋରି ନେବି ଅଧର ଆଶ୍ଲେଷ ଦେଇ, ଏଇ ବିରାଟ ସତ୍ତାର ପ୍ରତ୍ୟେକଟି ନୂତନ ପଲ୍ଲବର ଅନ୍ତରାଳେ ଲୁକ୍କାୟିତ ଅସ୍ତିତ୍ବ ପାଇଁ ମୁଁ ତୁମକୁ ଖୋଜିବି, ଆଉ ଜୀବନର ରନ୍ଧ୍ରେ…