Latest Odisha News

BREAKING NEWS

Browsing Category

ସାହିତ୍ୟ

ସଂସ୍କାର

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ସଂସ୍କାରର ଅର୍ଥ- ଶରୀର ମନ ଓ ଆଞଗାର ଶୁଦ୍ଧିକରଣ ବା ପବିତ୍ରତା । ପରବର୍ତ୍ତୀ ପୀଢ଼ିକୁ ଶିକ୍ଷା, ଦିକ୍ଷା, ଉତ୍ତମ ଗୁଣ, ବ୍ୟବହାର, ନୈତିକ ମୂଲ୍ୟବୋଧର ଜ୍ଞାନ ପ୍ରଦାନ କରିବା ସଂସ୍କାର ଓ ସଂସ୍କୃତି । ଜନ୍ମରୁ ଯଦି ପିଲାଟିକୁ…

ଗଳ୍ପ : ନଈର ଡାକ

କାମଦେବ ମହାରଣା  ଆଜି ବି ତାର ଫୋନ ଆସିଲାନି। ୟା ଅର୍ଥ ଏଇଆ ନୁହେଁ ଯେ ସେ ସବୁଦିନ କଲ୍ କରେ କିନ୍ତୁ ମୋ ମୋବାଇଲ୍ ରେ କଲ୍ ଆସିବା ମାତ୍ରେ ମୁଁ ତା କଥା ଭାବେ।ଭାବିବାକୁ ଭଲଲାଗେ। ମୁଁ ଜାଣିଛି ଆପଣ ଏବେ ତା ନାଁ ପଚାରିବେ।ହେଲେ କ୍ଷମା କରିବେ ।ଆପଣ ଯେତେ ପଚାରିଲେ ବି ତା ନାଆଁ…

ଭାଷା ଭାଗବତ : ଅପ୍ରତ୍ୟକ୍ଷ ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ମଣିଷ ନ କଲେ ବି ପାପ ବଇରି କରେ ପାପାରୋପ କଲେ ହେଁ ପାପ ପ୍ରକ୍ଷାଳନ ପାପ କି ହୋଇଛି ନିଶ୍ଚିହ୍ନ ? ପାପୀ ଜିଏଁ ଓ ପାପୀ ମରେ ପାପ ତ ଥାଏ ସବୁଠାରେ ପାପର ସଂପୂର୍ଣ ବିନାଶ ପ୍ରୟାସ ହୋଇନାହିଁ ଶେଷ ଦୋଷ, ଖିଲାପ, ଅପରାଧ…

ଶାନ୍ତି ବାରତା

ଶ୍ରୀମାନ ସର୍ବଗିଳାଙ୍କ ‘ଲଘୁକଥା’ ସାହୁ ଭାଇ ଟାଇଁ ଟାଇଁ ଖରାରେ ଜମିବାଡ଼ି ମାମଲାରେ ତହସିଲ ଅଫିସରୁ ଚାରି କିଲୋମିଟର ଚାଲିଚାଲି ଘରେ ପହଁଞ୍ଚିଲେ । ଶାନ୍ତି ଭାଉଜ ତାଙ୍କ ପତିଙ୍କ ହାଁ ଭୋକ -ହାଁ ଶୋଷ ଲାଗୁଥିବା -ହାଲିଆ ଦିଶୁଥିବା ଜାଣି, ବେଲାଏ ବାସିପଖାଳରେ ଦି'ପୋଷ ବସାଦହି ପକେଇ-ଲୁଣ…

କବିତା : ଗଙ୍ଗଶିଉଳି 

ଗଦାଧର ସାହୁ ମୁହଁ ସଞ୍ଜେ ଫୁଟି ସକାଳେ ସେ ଲୋଟି ମାଆକୁ ପ୍ରଣାମ କରେ, ଧବଳ ନାରଙ୍ଗୀ ରୂପ ଶୋଭା ଭଙ୍ଗୀ ମନ ମୋହଇ ମହୀରେ । ମାଟିରୁ ଜନମି ମାଟିପରେ ଲୋଟି ମାଟିରେ ହୁଅଇ ମାଟି, ଜୀବନକୁ ତାର ସାର୍ଥକ ମଣଇଁ ମାଟି ଯୋଗୁ ନିତି ଫୁଟି । ହେଉବା କ୍ଷଣିକ ବାସ ଚହଟାଏ ଫୁଟି…

ଭାଷା ଭାଗବତ : ସାଧନା ଶୃଂଖଳାନୁବର୍ତୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଯାହା ବି ଯାଉଥାଉ ଘଟି ଭାବନା-ଫୁଲ ପାରେ ଫୁଟି ସମୟ ଆସେନି ଲେଉଟି ବ୍ୟୟ କରିବା ମାପି, କଂଟି ଣ ଧ୍ବନି ଇଂଲିଶ୍‌ରେ ନାହିଁ ଭେଣ୍ଡର୍‌ ଲେଖିବା କିପାଇଁ ଭେନ୍‌ଡର୍‌ କି ଭେଂଡର୍‌ ଲେଖିଲେ ଆମର ସବୁ କାମ ଚଳେ ଲେଖିବାନାହିଁ…

ସନେଟ : ମୋ ଗାଁ

ରବି ପଣ୍ଡା ଯୋଉଠି ଥାପିଲେ ପାଦ, ପାଦତଳୁ ଓ ‘ ବୋଲି କାହାର ଏ ସ୍ୱର ଶୁଣାଯାଏ, ଚାପି ହେଇ ରହିଚି ସେ କେଉଁ ଦିନୁ ହଜିଗଲା ପରି। ଚିହ୍ନା ଚିହ୍ନା ଲାଗେ ଖୁବ୍ ଯେମିତିକି, ମୁଁ ତା’ର ଅତି ଆପଣାର ମୁଁ ସିନା ଭୁଲିଛି ତାକୁ, ସେ କିନ୍ତୁ ରହିଚି ଏଠି ଯେତେସବୁ ସ୍ମୁତିକୁ ଆବୋରି। ସେ…

ଭାଷା ଭାଗବତ : ‘ ଛ ‘ ବର୍ଣ ବର୍ଜନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଚକ:ଛକ ଓ ଚୋଟ:ଛୋଟ ପ୍ରଭେଦ ହୋଇଗଲେ ନଷ୍ଟ ଚାଲ:ଛାଲ ଓ ଚାପ:ଛାପ ପାର୍ଥକ୍ଯ କରିଲେ ବିଲୋପ ଗୁଂଡାଟି ଲୋକକୁ ଚେଚୁଚି ଲୋକଟି ଲୋତକ ପୋଚୁଚି କଦଳୀ ବଢ଼ିଆ ପାଚିଚି ଖାଇଲେ ପାଟିକୁ ରୁଚୁଚି ଯେନକେନ ଏଠି ବଂଚିଚି ଭଲମଂଦ କିଏ ବାଚୁଚି…

ଭାଷା ଭାଗବତ : ଚୋଟ : ଛୋଟ ଭେଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ନାଚ : ନାଛ ଓ କଚା : କଛା ପୋଚ : ପୋଛ ଓ ପିଚା : ପିଛା ନୁହଂତି ଯେଣୁ ସମାର୍ଥକ ରହିଛି ଚ ଓ ଛ ପାର୍ଥକ୍ଯ ଏହି ଭେଦର ବିଲୋପନ ନୁହେ କଦାପି ସମୀଚୀନ ଚକ : ଛକ ଓ ଚକି : ଛକି ବିଭେଦ ପାରୁଅଛୁଁ ଦେଖି ଲୁଚି ବେଲୁଛି ସାନ ଝୁଅ କି…

ଅଭୁଲା ଗୀତ : ରାଧିକା ମୋହନ

ଗାୟନ : ସନ୍ଧ୍ୟା ମୁଖାର୍ଜୀ ସଙ୍ଗୀତ : ଶ୍ରୀକୁମାର ଗୀତ : ପାର୍ଥସାରଥୀ ମହାପାତ୍ର ଚଳଚ୍ଚିତ୍ର : ପରିଣାମ, ୧୯୬୦ ରାଧିକା ମୋହନ ରାଧିକା ମୋହନ ଏବେ ପଦ ତଳେ ନିଅ ଡାକି ଆଉ କେତେ କନ୍ଦାଇବ ନୟନ ଗଲାଣି ଶୁଖି ରାଧିକା ମୋହନ ଏବେ ପଦ ତଳେ ନିଅ ଡାକି…