Latest Odisha News

BREAKING NEWS

Browsing Category

ସାହିତ୍ୟ

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଭାରତୀୟ ଅର୍ଥନୀତି: ୨୦୪୭ ବିକାଶ ଲକ୍ଷ୍ୟ’ ବକ୍ତୃତା

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ଏବଂ ଓଡ଼ିଶା ଅର୍ଥନୀତି ସଙ୍ଘ ପକ୍ଷରୁ ପିଜି କାଉନସିଲରେ ‘ଭାରତୀୟ ଅର୍ଥନୀତି: ୨୦୪୭ ବିକାଶ ଲକ୍ଷ୍ୟ' ଶୀର୍ଷକରେ ଏକ ବକୃତା ମାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦ…

ବିଧାନସଭା ଗ୍ରନ୍ଥାଗାର କମିଟିର ରାଜ୍ଯ ଗ୍ରନ୍ଥାଗାର ପରିଦର୍ଶନ

ଭୁବନେଶ୍ବର : ଓଡ଼ିଶା ବିଧାନସଭା ଗ୍ରନ୍ଥାଗାର କମିଟି ଓ ଅନାନ୍ୟ ସଭ୍ୟମାନେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ପରିଦର୍ଶନ କରିଛନ୍ତି । ଏହି ଅବସରରେ ଓଡ଼ିଶା ବିଧାନସଭା ଗ୍ରନ୍ଥାଗାର କମିଟିର ଅଧ୍ୟକ୍ଷ ତଥା ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ବିଧାୟକ ଶଶୀଭୁଷଣ ବେହେରା, ବିଧାୟକ…

ଦାସିଆ ଅଜାଙ୍କ ତିରୋଧାନ ଦିବସ ପାଳିତ

ଭୁବନେଶ୍ବର : ଓଡ଼ିଶା ପାଠାଗାର ଆନ୍ଦୋଳନର ପୁରୋଧା ତଥା ଓଡ଼ିଆ ଜାତିର ଗର୍ବ ଓ ଗୌରବ ଦାସରଥି ପଟ୍ଟନାୟକଙ୍କ ( ଦାସିଆ ଅଜା)ଙ୍କ ୨୬ ତମ ତିରୋଧାନ ଦିବସ ହରେକୃଷ୍ଣ ମହତାବ ରାଜ୍ଯ ଗ୍ରନ୍ଥାଗାରରେ ପାଳିତ ହୋଇଯାଇଛି। ଗ୍ରନ୍ଥାଗାରର ନିର୍ଦ୍ଦେଶକ ଦିଲୀପ ରାଉତରାୟଙ୍କ ପୌରହିତ୍ୟରେ ଆୟୋଜିତ ଏହି…

କବିତା : ମଧ୍ଯାହ୍ନର ଛାଇ

ମାନସ ରଞ୍ଜନ ନାୟକ ଚିତ୍ତାକର୍ଷକ ଦିଶେ ସମୃଦ୍ଧ ସଭ୍ଯତାର ତୋରଣ ବିକାଶ ମନ୍ତ୍ରରେ କେତେ ମାନସିକତାର ମେଳଣ କଳଗାଉଣାରେ ମୁଖରିତ ସ୍ବାଚ୍ଛନ୍ଦ୍ଯର ମୂର୍ଚ୍ଛନା ମାଗଣା ଆହାର କେନ୍ଦ୍ରରୁ ରାମ ରାଜ୍ଯର କଳ୍ପନା। ଗୀତା ଛୁଇଁ ହୁଏ ସେ ସତ୍ଯ ନିଷ୍ଠାରେ ଅଭିମନ୍ତ୍ରିତ ଗାଦିରେ ବସୁ ବସୁ ହୁଏ…

ଭାଷା ଭାଗବତ : ସଭା ଆୟୋଜନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବ୍ୟକ୍ତି ହୁଅଇ ଯେବେ ବକ୍ତା ବନି ଗାୟକ, ଅଭିନେତା ସ୍ବରର ଉତ୍‌ଥାନ, ପତନ ଦ୍ବାରା ତୋଷଇ ମନ, କାନ କରିଲେ ମଂଚ ଆରୋହଣ ବଦଳେ ଅଂଗ ସଂଚାଳନ ମୁହଁରେ ସଂଭାଳି ଗାଂଭୀର୍ଯ କରେ ଅନ୍ୟାନ୍ୟ ସବୁ କାର୍ଯ ବକ୍ତା କହିଲେ…

କବିତା : ଛଳନାର ରଙ୍ଗ

ପ୍ରଲିପ୍ତା ଛୋଟରାୟ ନାରୀର ଚିତ୍କାର ତାର ହା ହା କାର ଯନ୍ତ୍ରଣା ସାଉଣ୍ଟେ ମନେ, ଦୁଃଖର ସମ୍ଭାର, କର ରକ୍ଷା କର, ଶବ୍ଦ କି ନ ଗୁଞ୍ଜେ କର୍ଣ୍ଣେ ? ଧନ୍ୟ କହିବ ସେ ସୁଖଭୋଗି ଜନେ, ଅନ୍ୟର କଷ୍ଟକୁ ପାଦେ ଦଳି ଯିଏ ଲିନ ବିଳାସ ବ୍ୟସନେ। ଅଗମ୍ୟ ଅରଣ୍ୟେ, କ୍ରୋଧାଗ୍ନି ବର୍ଷଣେ,…

ଭାଷା ଭାଗବତ : ‘ ପାଠକ ‘ ପେସା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ' ପାଠକ ' ଯେହେତୁ ସ୍ବାଧୀନ ତାକୁ ତ ମିଳେନି ବେତନ ସ୍ବେଚ୍ଛାରେ ସେ କରେ ପଠନ କେବେ କେମିତି ହେଲେ ମନ ' ପାଠକ ' ନାମରେ ନିଯୁକ୍ତି ପାଇ ନ ଥାଏ ଜଣେ ବ୍ୟକ୍ତି ତେଣୁ ସେ ପଢ଼ିବାକୁ ବାଧ୍ୟ ନୁହେ, ଏତିକି ହେଉ ବୋଧ୍ୟ…

କବି ଜୟନ୍ତ ମହାପାତ୍ରଙ୍କ ସ୍ମୃତିରେ ‘ଟୁ ସାର୍‌‌-ଉଇଥ୍‌‌ ଲଭ୍‌‌’

କଟକ : ହେରିଟେଜ୍‌‌ ୱାକସ୍‌‌ କଟକ ଓ ଓଡ଼ିଶା କ୍ରିକେଟ୍‌‌ ଆସୋସିଏସନ୍‌‌(ଓସିଏ)ର ମିଳିତ ଆନୁକୂଲ୍ୟରେ ଓସିଏ ସମ୍ମିଳନୀ କକ୍ଷରେ ବିଶିଷ୍ଟ କବି ସ୍ବର୍ଗତ ଜୟନ୍ତ ମହାପାତ୍ରଙ୍କ ସ୍ମୃତିରେ ‘ଟୁ ସାର୍‌‌-ଉଇଥ୍‌‌ ଲଭ୍‌‌’ ଶୀର୍ଷକରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବଲିଉଡ୍‌‌ର…

କବିତା : ଜୀବନ ଯନ୍ତ୍ରଣା

ସାଧନା ପଣ୍ଡା  ରାତ୍ରିର ଜରାୟୁ ରେ ସକାଳ ର ଭ୍ରୁଣ କ୍ରମଶଃ ଉଦଗତ ନେବ ଜନ୍ମ ନବ ରୂପ ଅନିର୍ଦ୍ଦିଷ୍ଟ ଗନ୍ତବ୍ୟ ବଢାଏ ପାଦ କ୍ରମାଗତ ପୃଥିବୀ ତ ବୁଲେନା ଆହ୍ନିକ ଗତିରେ, ସବୁ କିଛି ସ୍ତବ୍ଧ ହୁଏ ପବନ ବି ପଣିକିଆ ଭୁଲେ, ବିଚଳିତ ନିଜ ଅବସ୍ଥିତିରେ….! ନଦୀ ସିନା ବଢଇ ଆଗକୁ…

ଭାଷା ଭାଗବତ : ମାତୃଭାଷା ହିଁ ମୂଳଦୁଆ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଦରମା-ଖିଆ ବାପା, ମାଆଁ ଖୋଜିଲେ ଏ ସାରା ଦୁନିଆଁ କେଉଁଠି ବି ମିଳିବେନାହିଁ ଏ ସତ୍ୟ ବୁଝୁନୁ କିପାଇଁ ? ସାନ ପୁଅ, ଝିଅଂକ ଯତ୍ନ ଆଡ଼କୁ ଦେଲେ ଟିକେ ମନ ଏବର ମାତା ଆଉ ପିତା ହୋଇପାରଂତେ ଶିକ୍ଷାଦାତା ଅଂତତଃ ପାଂଚ ବର୍ଷ…