Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ଲୁହାପଥରରେ ଲୁହର କବିତା

ପିନାକୀ ମିଶ୍ର ହଳେ ରବରଚପଲ ଭଲ ବଇଁତିରି ଯାଏ ପାଦକୁ, ପଥୁରିଆ ହୁଡିବାଟ ଦିହସୁହା ଝୁଣ୍ଟିବନି ଜମା ,କାମକୁ ରତରତ ହାତରେ ଟିଫିନିଭାତ ତା’କୁ ନିଇତି ଆଉଁସେ ନଇଁଁ ପଡିଥିବା ଗଛ । ରାତି ପାହିଲେ ପୋଖରୀ ଧାଏଁ ପଡିଥାଉ କନ୍ଥା ,ବେଲା ,ଚୂଲୀପାଉଁଶ, ବାପା ମାଆ ଚାଲିଲେ ଖାଦାନ୍,…

ଭାଷା ଭାଗବତ : ଭ୍ରଷ୍ଟ ବ୍ୟକ୍ତିର ରାଷ୍ଟ୍ରଚିଂତା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବଡ଼ ନେତାଂକ ଶୁଭଦୃଷ୍ଟି ପଡ଼ିବ ଭାବି ପାଦ ଚାଟି ପାରଂତି କୁନି କୁନି ନେତା ଏହା ଏ ଦେଶର ଅବସ୍ଥା ବଡ଼ ନେତାଂକ ଠାର ବୁଝି ଯେ କାମ କରିବାକୁ ରାଜି ହୁଏ, ସେ ବ୍ୟକ୍ତିତ୍ୱ ବର୍ଜନ କରି ଚଳାଏ ପ୍ରଶାସନ କରେ ସେ ନଥିରେ…

ଭାଷା ଭାଗବତ : ମତର ମୂଲ୍ୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମତ ହେଲେ ହେଁ ପ୍ରଚାରିତ ପ୍ରଭାବ ପଡ଼େନି ବହୁତ ଅବସ୍ଥା ଏବେ ଶୋଚନୀୟ କିଏ ରୋକିବ ଅବକ୍ଷୟ ସଭିଏଁ ଲଂଘିଲେ ପରିଧି ଭୋଗଂତି ମାରାତ୍ମକ ବ୍ୟାଧି ଥିଲେ ହେଁ ସ୍ପଷ୍ଟ ପ୍ରତିକାର ଧ୍ୟାନ ତ…

କବିତା : ତୁମେ କ’ଣ ମୋର

ସଂଘମିତ୍ରା ରାଏଗୁରୁ  ଧାରେ ଆଶା ବର୍ଷା ହେଲାପରେ ଫର୍ଚ୍ଚା ଦିଶେ ଆକାଶ କେବେ ହୁତୁହୁତୁ ନିଆଁରେ ଜଳିଯାଏ ସବୁ କେବେ ତରଲୁଥିବା ଆଖିରେ ପୃଥିବୀଟେ ଝାସ ଦେବାକୁ ବାଧ୍ୟ ତଥାପି ଥାପିବାକୁ ପଡେ ଭରସାର ପାଦ ପ୍ରତିଟି ରାସ୍ତାରେ ଭରସାକୁ ଆଖି ମୁଦି ଭରସା କରିବା ମରିଯାଇପାରେ…

ଭାଷା ଭାଗବତ : ଅଂତ୍ୟାହୁତି ପରେ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅବକ୍ଷୟ ଓ ଅଭିବୃଦ୍ଧି ଭାଷାରେ ଚଳେ ନିରବଧି ଅଯଥା ସୀମା କି ପରିଧି ପାରେନି କେବେ ଭାଷା ବାଂଧି ପରିବର୍ତନ ଘନଘନ ଯେହେତୁ ଭାଷାର ଲକ୍ଷଣ ବୃଦ୍ଧି ହେଉ କି ହେଉ କ୍ଷୟ ନୁହେ ବିଜୟ, ପରାଜୟ ଲୋକଂକ ସହ ହୋଇ ଯୋଡ଼ି ଭାଷା…

ଆଶା

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ମନୁଷ୍ୟ ଜୀବନର ଅଙ୍କାବଙ୍କା ନଈରେ ବହୁତ କିଛି ଆଶା କରେ । ସବୁ ଆଶା କେବେ ପୂର୍ଣ୍ଣ ହୁଏ ନାହିଁ । କେତେ ଆଶା ଆଶାରେ ରହିଯାଏ । କେତେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିବା ଆଶା ପୂର୍ଣ୍ଣ ହୁଏ । ଆଶା ହେଉଛି ଏକ ଜହ୍ନରାତି । ଆଶା ଅଶିଣ…

ଭାଷା ଭାଗବତ : ପଣ୍ୟ ପୁସ୍ତକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯଂତ୍ର ପରି କଲେ ଲିଖନ ହାତକୁ ଆସିଥାଏ ଧନ ଲକ୍ଷ୍ମୀଂକ ପ୍ରଧାନ ପୂଜକ ବୋଲାଂତି ବିଶିଷ୍ଟ ଲେଖକ କୁଟୀରବାସୀ ହେଲେ କବି ପାରେ ସଂସାର କଥା ଭାବି ଥିଲେ ହେଁ ଅସଂଖ୍ୟ ପ୍ରମାଣ ଲୋକେ କରଂତି ପ୍ରତ୍ୟାଖ୍ୟାନ ଅଭ୍ୟାସ-ଚାଳିତ…

କବିତା : ଜୀବନ ସଙ୍ଗୀତ

ବିନୋଦିନୀ ଦାଶ ଗାଉଥାଏ ନିତି ଏ ମଣିଷ ଜାତି ତା'ର ଜୀବନ ସଙ୍ଗୀତ ସୁଖଦୁଃଖ ବୋଳା ଲହରୀର ମାଳା ହୃଦୟକୁ ହିଲ୍ଲୋଳିତ ସମ ବିଷମ ଗତି ଜନମୁ ମରଣ ତାଳ ଭିନ୍ନ ଭିନ୍ନ ଦେଇ ଚାଲଇ ନିୟତି ସେଠୁ ଲଭଇ ତୃପ୍ତି ଅତୃପ୍ତି । ବୁଝିଥାଏ ମନ ମାଟିଦେହ ଲୀନ ହୋଇବ ଦିନେ ମାଟିରେ ତଥାପି ଲୋଭରେ…

ଭାଷା ଭାଗବତ : ଦେଶୋନ୍ନୟନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯାହାକୁ କରିବ ବିରୋଧ ସେ ହେବ ଅଧିକ ସମୃଦ୍ଧ ଧନୀକୁ ବିରୋଧ କରିବ ସେ କେବେ ହେବନି ଗରିବ ଜ୍ଞାନୀଂକୁ କରିଲେ ବିରୋଧ ହୁଅଂତି ନିଶ୍ଚିଂତ ପ୍ରବୁଦ୍ଧ ଏହା ତ ଜନମନସ୍ତତ୍ତ୍ବ ହୋଇସାରିଛି ପ୍ରମାଣିତ ଈର୍ଷାଳୁ କରିଲେ ବିରୋଧ…

କବିତା : ଦେବୀମୁଖା

ରାଜ କିଶୋର ଦାସ ନିଦ ଭାଙ୍ଗିଗଲା ମାତ୍ରେ ତୁ ମୋ ପାଖରେ ଥାଉ, ଦୁଆରରେ କର ମାରିବାର ତୋ’- ଧୀର ଓ ମଧୁର ଶବ୍ଦ ତରଙ୍ଗାୟିତ ହେଇଯାଇଥାଏ ବନରେ, ପରଦା ଆଡ଼େଇ ଆସିଥାଉ ଯେ ଦୋହଲୁ ଥାଏ ଭିତର ବାହାର । ଦେହରୁ ତୋ’ ଉକୁଟୁ ଥିବା ମହମହ ବାସ୍ନାରେ ବିଭୋର, ଝରକା ଖୋଲି ଚାହିଁଦେଲେ…