Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ପଞ୍ଜୁରୀ

ପ୍ରସେନଜିତ ସେଠୀ ଶାରୀଟିଏ ସେ ଭାବୁଥାଏ, ତା ଦୁନିଆ ସବୁଠୁ ବଡ଼ ଅନ୍ୟର ପଞ୍ଜୁରୀରେ ବନ୍ଦୀ ହୋଇ ଅନ୍ୟମାନଙ୍କ ଶିଖାଉଥିବା କଥା କହି। ସେ ଭାବେ ସେ ତାର କର୍ତ୍ତବ୍ୟ କରୁଛି ମୁଠାଏ ଆଧାର ପାଇଁ ଜୀବନ ଜୀଇଁବା ପାଇଁ! ସେ ଭାବେ ସେଇ ତାର ସ୍ବର୍ଗ ସୁଖ ପଞ୍ଜୁରୀ ବାହାର ଦୁନିଆକୁ…

ଭାଷା ଭାଗବତ : ପାର୍ଥକ୍ଯ ଓ ସାଦୃଶ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଦୁଇଟି ଭାଷାର ମଧ୍ୟରେ ଅଳ୍ପ ପାର୍ଥକ୍ଯ ଥାଇପାରେ ତାହାକୁ କରିଲେ ପ୍ରଧାନ ହୁଏନି କାହାର ଉତ୍‌ଥାନ ସାଦୃଶ୍ୟ କରିଲେ କଳନା ସତ୍ୟତା ପଡ଼େ ଶୀଘ୍ର ଜଣା ଆମ ଦେଶର ଭାଷାବଳି ସାଦୃଶ୍ୟ ବୁଝି ଥାଂତି ଚଳି ସାମାନ୍ୟ ଆଂଚଳିକ ଭେଦ…

କବିତା : ତୁମେ

ବନ୍ଦିତା ଦାଶ  ତୁମେ କେବେ ଆସ ଶ୍ୱେତ ସମ୍ଭାବନା ହୋଇ କେବେ ପୁଣି କୁହୁଡି ଚାଦର ଘୋଡି କାକରରେ ଗୋଟାପଣେ ଭିଜି ପାଚିଲା ଧାନ କିଆରୀ ଦେଇ ଆମ ଗାଁ ଆଡେ। ସୂର୍ଯ୍ୟ ଯେବେ ଲମ୍ବା ଲମ୍ବା ପାହୁଣ୍ଡ ପକାଏ ଭାରି ତରତର ହୋଇ ପଶ୍ଚିମର ମୁଣ୍ଡିଆକୁ ଛୁଇଁବାକୁ ଧାଏଁ , ପବନଟା ଭେଦୁଥାଏ…

ଭାଷା ଭାଗବତ : ଚୈତ୍ତିକ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ବିଭ୍ରାଂତ ଅସ୍ଥିର ଚିଂତନ କରେ ସମସ୍ୟା ଉତ୍ପାଦନ ଅଭ୍ରାଂତ ନିର୍ଦିଷ୍ଟ ଚିଂତନ ଉତ୍ପନ୍ନ କରେ ସମାଧାନ ମନର ସ୍ବାର୍ଥବିହୀନତା ପ୍ରଗତି, ସମୃଦ୍ଧି ପ୍ରଦାତା କାର୍ଯ ହିଁ ପ୍ରକୃତ ପ୍ରାର୍ଥନା ହେଉ ଏ ସତ୍ୟ ଏବେ ଘେନା ଅହଂନାଶ…

ସଂସ୍କାର

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ସଂସ୍କାରର ଅର୍ଥ- ଶରୀର ମନ ଓ ଆଞଗାର ଶୁଦ୍ଧିକରଣ ବା ପବିତ୍ରତା । ପରବର୍ତ୍ତୀ ପୀଢ଼ିକୁ ଶିକ୍ଷା, ଦିକ୍ଷା, ଉତ୍ତମ ଗୁଣ, ବ୍ୟବହାର, ନୈତିକ ମୂଲ୍ୟବୋଧର ଜ୍ଞାନ ପ୍ରଦାନ କରିବା ସଂସ୍କାର ଓ ସଂସ୍କୃତି । ଜନ୍ମରୁ ଯଦି ପିଲାଟିକୁ…

ଗଳ୍ପ : ନଈର ଡାକ

କାମଦେବ ମହାରଣା  ଆଜି ବି ତାର ଫୋନ ଆସିଲାନି। ୟା ଅର୍ଥ ଏଇଆ ନୁହେଁ ଯେ ସେ ସବୁଦିନ କଲ୍ କରେ କିନ୍ତୁ ମୋ ମୋବାଇଲ୍ ରେ କଲ୍ ଆସିବା ମାତ୍ରେ ମୁଁ ତା କଥା ଭାବେ।ଭାବିବାକୁ ଭଲଲାଗେ। ମୁଁ ଜାଣିଛି ଆପଣ ଏବେ ତା ନାଁ ପଚାରିବେ।ହେଲେ କ୍ଷମା କରିବେ ।ଆପଣ ଯେତେ ପଚାରିଲେ ବି ତା ନାଆଁ…

ଭାଷା ଭାଗବତ : ଅପ୍ରତ୍ୟକ୍ଷ ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ମଣିଷ ନ କଲେ ବି ପାପ ବଇରି କରେ ପାପାରୋପ କଲେ ହେଁ ପାପ ପ୍ରକ୍ଷାଳନ ପାପ କି ହୋଇଛି ନିଶ୍ଚିହ୍ନ ? ପାପୀ ଜିଏଁ ଓ ପାପୀ ମରେ ପାପ ତ ଥାଏ ସବୁଠାରେ ପାପର ସଂପୂର୍ଣ ବିନାଶ ପ୍ରୟାସ ହୋଇନାହିଁ ଶେଷ ଦୋଷ, ଖିଲାପ, ଅପରାଧ…

ଶାନ୍ତି ବାରତା

ଶ୍ରୀମାନ ସର୍ବଗିଳାଙ୍କ ‘ଲଘୁକଥା’ ସାହୁ ଭାଇ ଟାଇଁ ଟାଇଁ ଖରାରେ ଜମିବାଡ଼ି ମାମଲାରେ ତହସିଲ ଅଫିସରୁ ଚାରି କିଲୋମିଟର ଚାଲିଚାଲି ଘରେ ପହଁଞ୍ଚିଲେ । ଶାନ୍ତି ଭାଉଜ ତାଙ୍କ ପତିଙ୍କ ହାଁ ଭୋକ -ହାଁ ଶୋଷ ଲାଗୁଥିବା -ହାଲିଆ ଦିଶୁଥିବା ଜାଣି, ବେଲାଏ ବାସିପଖାଳରେ ଦି'ପୋଷ ବସାଦହି ପକେଇ-ଲୁଣ…

କବିତା : ଗଙ୍ଗଶିଉଳି 

ଗଦାଧର ସାହୁ ମୁହଁ ସଞ୍ଜେ ଫୁଟି ସକାଳେ ସେ ଲୋଟି ମାଆକୁ ପ୍ରଣାମ କରେ, ଧବଳ ନାରଙ୍ଗୀ ରୂପ ଶୋଭା ଭଙ୍ଗୀ ମନ ମୋହଇ ମହୀରେ । ମାଟିରୁ ଜନମି ମାଟିପରେ ଲୋଟି ମାଟିରେ ହୁଅଇ ମାଟି, ଜୀବନକୁ ତାର ସାର୍ଥକ ମଣଇଁ ମାଟି ଯୋଗୁ ନିତି ଫୁଟି । ହେଉବା କ୍ଷଣିକ ବାସ ଚହଟାଏ ଫୁଟି…

ଭାଷା ଭାଗବତ : ସାଧନା ଶୃଂଖଳାନୁବର୍ତୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଯାହା ବି ଯାଉଥାଉ ଘଟି ଭାବନା-ଫୁଲ ପାରେ ଫୁଟି ସମୟ ଆସେନି ଲେଉଟି ବ୍ୟୟ କରିବା ମାପି, କଂଟି ଣ ଧ୍ବନି ଇଂଲିଶ୍‌ରେ ନାହିଁ ଭେଣ୍ଡର୍‌ ଲେଖିବା କିପାଇଁ ଭେନ୍‌ଡର୍‌ କି ଭେଂଡର୍‌ ଲେଖିଲେ ଆମର ସବୁ କାମ ଚଳେ ଲେଖିବାନାହିଁ…