Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଚିତ୍ତ-ଗତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଶଂକା, ସଂଦେହ ଥାଏ ମନେ ନିଶ୍ଚିଂତ ହୁଏନାହିଁ କ୍ଷଣେ ଏହି ଦୋଳାୟମାନ ସ୍ଥିତି ଯୋଗୁଁ ସଂଭବ ଚିତ୍ତ-ଗତି ଭାଷା ତ ସବୁଠି ଜଡ଼ିତ ଚିହ୍ନାଇଦିଏ ମିଛ, ସତ ଭାଷା ନୁହଇ ବହିର୍ଭୂତ ରହଇ ସମଗ୍ର ସହିତ ଯାହା ମଣିଷ ଭାବେ, ହେବ ତାହା ତ…

ସନେଟ : ସୁନାରୀ ଅପ୍ସରୀ

ଅନୀତା ପାଣି ସଜ ସକାଳର କଅଁଳ ଖରାରେ ଗାଇ ମହୁମିଶା ଗୀତ, ସୁନେଲି ଚାମର ଲହରେଇ ଢାଳୁ ସମୀରେ ବସିଛୁ ମିତ । ଖରା ଋତୁଫୁଲ ଫୁଟିଗଲା ପରେ ଆସିଛୁ ହଳଦୀ ଗୋରୀ, କଞ୍ଚା ହଳଦୀରେ କୁଆଁରୀ କନିଆଁ ପାହାନ୍ତି ଗାଧୁଆ ସାରି । ଫୁଲର ତୋରଣ ସଜେଇ ଦେଇଛୁ ଚଲାପଥ ଦୁଇ ଧାରେ, ସୁନାରୀ ଅପ୍ସରୀ…

ଭାଷା ଭାଗବତ : ଜ୍ଞାନ ବିସ୍ତାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଜ୍ଞାନ ବିସ୍ତାର ପାଇଁ ଲୋଡ଼ା ଅଳ୍ପ ଅଧିକ ଲେଖା ପଢ଼ା କେବଳ ଜୀବନଯାପନ ସକାଶେ ପାଣି ଓ ଖାଦ୍ୟାନ୍ନ ବଦଭ୍ୟାସ ଓ ସଦଭ୍ୟାସ କରିଲେ ମନକୁ ବିବଶ ଅଭ୍ୟାସ ପାଳିବା ଅଭ୍ୟାସ ଘଟାଏ ଭାଷାର ବିନାଶ …

ଅଭୁଲା ଗୀତ : ଆଲୋ କଳାଶାରୀ!

ଗାୟନ : ତୃପ୍ତି, ଗୀତା, ଜୟଶ୍ରୀ ଓ ମୀରା ସଙ୍ଗୀତ : ଅକ୍ଷୟ ମହାନ୍ତି ଗୀତ : ସ୍ୱରୂପ ନନ୍ଦନ ନାୟକ ଚଳଚ୍ଚିତ୍ର : ସଂସାର, ୧୯୭୩ ଆଲୋ କଳାଶାରୀ! ପ୍ରଥମ ନାୟିକା: ଆଲୋ କଳାଶାରୀ! କିଏ ତୋର ଶୁଆ ଆଲୋ କଳାଶାରୀ! କିଏ ତୋର ଶୁଆ ଆହା! ବର ସେ’ ତ କଲକତିଆ ବର ସେ’ ତ କଲକତିଆ…

ପାଠକଙ୍କ ପ୍ରତିକ୍ରିୟା ହିଁ ମୋର ପ୍ରେରଣା : ସ୍ମୃତିକଳା ମହାନ୍ତି

ଓଡ଼ିଆ ସାହିତ୍ୟ ଜଗତରେ ନୂଆ ନୂଆ ପାଦ ରଖି ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ସମ୍ଭାବନାମୟୀ ସ୍ମୃତିକଳା ମହାନ୍ତି ଏକ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ ।…

ଗଳ୍ପ : ସେଇ କାଳି ଝିଅଟି

ସୁଷମା ପରିଜା  ଏକ ନମ୍ବର ହାଟ ଲୁଗା ଦୋକାନରେ ପୁଅ ପାଇଁ ଡ୍ରେସ୍ ବାଛୁ ବାଛୁ ହଠାତ୍ ତାଙ୍କୁ ଦେଖି ହାତଟା ଅଟକି ଗଲା ସୌମିତ୍ରର। କଣେଇ କଣେଇ ଆଉ ଟିକିଏ ଭଲ କରି ଚାହିଁଲା ।  ସେ କିଛି ଦୂରରେ ଛିଡା ହୋଇ ପୋଷାକ ଦେଖୁଥିବା ମହିଳା ଜଣଙ୍କୁ । ତାଙ୍କର ଚେହେରାଟି ଦୋ ଦୋ ଚିହ୍ନା ମନେହେଉଥିଲା…

କବିତା : ଲୁହାପଥରରେ ଲୁହର କବିତା

ପିନାକୀ ମିଶ୍ର ହଳେ ରବରଚପଲ ଭଲ ବଇଁତିରି ଯାଏ ପାଦକୁ, ପଥୁରିଆ ହୁଡିବାଟ ଦିହସୁହା ଝୁଣ୍ଟିବନି ଜମା ,କାମକୁ ରତରତ ହାତରେ ଟିଫିନିଭାତ ତା’କୁ ନିଇତି ଆଉଁସେ ନଇଁଁ ପଡିଥିବା ଗଛ । ରାତି ପାହିଲେ ପୋଖରୀ ଧାଏଁ ପଡିଥାଉ କନ୍ଥା ,ବେଲା ,ଚୂଲୀପାଉଁଶ, ବାପା ମାଆ ଚାଲିଲେ ଖାଦାନ୍,…

ଭାଷା ଭାଗବତ : ଭ୍ରଷ୍ଟ ବ୍ୟକ୍ତିର ରାଷ୍ଟ୍ରଚିଂତା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବଡ଼ ନେତାଂକ ଶୁଭଦୃଷ୍ଟି ପଡ଼ିବ ଭାବି ପାଦ ଚାଟି ପାରଂତି କୁନି କୁନି ନେତା ଏହା ଏ ଦେଶର ଅବସ୍ଥା ବଡ଼ ନେତାଂକ ଠାର ବୁଝି ଯେ କାମ କରିବାକୁ ରାଜି ହୁଏ, ସେ ବ୍ୟକ୍ତିତ୍ୱ ବର୍ଜନ କରି ଚଳାଏ ପ୍ରଶାସନ କରେ ସେ ନଥିରେ…

ଭାଷା ଭାଗବତ : ମତର ମୂଲ୍ୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମତ ହେଲେ ହେଁ ପ୍ରଚାରିତ ପ୍ରଭାବ ପଡ଼େନି ବହୁତ ଅବସ୍ଥା ଏବେ ଶୋଚନୀୟ କିଏ ରୋକିବ ଅବକ୍ଷୟ ସଭିଏଁ ଲଂଘିଲେ ପରିଧି ଭୋଗଂତି ମାରାତ୍ମକ ବ୍ୟାଧି ଥିଲେ ହେଁ ସ୍ପଷ୍ଟ ପ୍ରତିକାର ଧ୍ୟାନ ତ…

କବିତା : ତୁମେ କ’ଣ ମୋର

ସଂଘମିତ୍ରା ରାଏଗୁରୁ  ଧାରେ ଆଶା ବର୍ଷା ହେଲାପରେ ଫର୍ଚ୍ଚା ଦିଶେ ଆକାଶ କେବେ ହୁତୁହୁତୁ ନିଆଁରେ ଜଳିଯାଏ ସବୁ କେବେ ତରଲୁଥିବା ଆଖିରେ ପୃଥିବୀଟେ ଝାସ ଦେବାକୁ ବାଧ୍ୟ ତଥାପି ଥାପିବାକୁ ପଡେ ଭରସାର ପାଦ ପ୍ରତିଟି ରାସ୍ତାରେ ଭରସାକୁ ଆଖି ମୁଦି ଭରସା କରିବା ମରିଯାଇପାରେ…