Latest Odisha News

BREAKING NEWS

Browsing Category

ସାହିତ୍ୟ

ସାହିତ୍ୟ ପତ୍ରିକା ‘ଅକ୍ଷାଂଶ’ର ଶାରଦୀୟ ସଂଖ୍ୟା ଉନ୍ମୋଚିତ

ଭୁବନେଶ୍ୱର : ହରିଶ୍ଚନ୍ଦ୍ର ବେହେରାଙ୍କ ସମ୍ପାଦନାରେ ପ୍ରକାଶିତ ସାହିତ୍ୟ ପତ୍ରିକା ' ଅକ୍ଷାଂଶ'ର ଶାରଦୀୟ ସଂଖ୍ୟା ସ୍ଥାନୀୟ ଜୟଦେବ ଭବନରେ ବିଶିଷ୍ଟ କବି ଫନୀ ମହାନ୍ତିଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଷ୍ଟ୍ରଦୂତ କବି ଅମରେନ୍ଦ୍ର ଖଟୁଆ ବରେଣ୍ୟ…

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଉଦ୍‌ଯାପିତ

୮ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ଦୁଇଦିନିଆ ବାର୍ଷିକ ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଉଦ୍‌ଯାପିତ ହୋଇଛି । ଏହି ଅବସରରେ ପରିଷଦର ସଦସ୍ୟମାନଙ୍କ ହରେନ୍‌ ସାହୁଙ୍କ ନିର୍ଦ୍ଦେଶିତ ନାଟକ ‘ସମୟ କହିବ କିଏ କାହାର’ ମଞ୍ଚସ୍ଥ ହୋଇଥିଲା ।…

ସୁଭାଷ ଶତପଥୀଙ୍କ ଅନୂଦିତ ସଙ୍କଳନ ‘ମରୀଚିକା ଓ ଅନ୍ୟାନ୍ୟ ଗଳ୍ପ’ ଉନ୍ମୋଚିତ

ଭୁବନେଶ୍ୱର : ଅନୁବାଦ ସାହିତ୍ୟ 'ଅନୁବାଦ ସାହିତ୍ୟ ପରିଷଦ ଟ୍ରଷ୍ଟ' ଆନୁକୂଲ୍ୟରେ ଜ୍ଞାନପୀଠ ପୁରସ୍କାର ବିଜେତା ବିଶିଷ୍ଟ କୋଙ୍କଣୀ ଗାଳ୍ପିକ ଦାମୋଦର ମାଜୋଙ୍କ ୧୨ଗୋଟି ନିର୍ବାଚିତ ଗଳ୍ପକୁ ନେଇ ଅନୁଦିତ ସଙ୍କଳନ"ମରାଚିକା ଓ ଅନ୍ୟାନ୍ୟ ଗଳ୍ପ” ସ୍ଥାନୀୟ 'ଆମ ଓଡ଼ିଶା' ସଭାଗୃହରେ ଉନ୍ମୋଚିତ…

ଅନୁବାଦ କବିତା : ସମ୍ପର୍କ

ମୂଳ ବଙ୍ଗଳା : ଶ୍ୟାମଳୀ ସେନଗୁପ୍ତ ନଦୀ ସହିତ ନିଆଁର ଏକ ଅଲୌକିକ ସମ୍ପର୍କ ଯେମିତି ଚିତାର ପୋଡାକାଠ ଛୁଇଁ ରହିଥାଏ ତକିଆ। ମୃତ୍ୟୁ ପରେ ପୋଡୁନଥୁବା ନାଭିକୁଣ୍ଡଳୀର ବିଶ୍ରାମ ଘର ଜଳ ଓ ପଙ୍କ । ତା'ପରେ ଦିନେ ନାଭିରୁ ଥପୁଥାଏ ତେଲ ସେହି ତେଲରେ ଶରୀର ଭିଜାଇ ନିଏ ଝିଅ। ତେଲରୁ…

ଭାଷା ଭାଗବତ : ପ୍ରସଂଗ ହେଉ ଆଲୋଚିତ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ 'ତୃଷ୍ଣାର୍ତ ଆଉ ପିପାସାର୍ତ ' କି ' ତୃଷାର୍ତ୍ତ ଆଉ ପିପାସାର୍ତ୍ତ ' କିପରି ଲେଖିବା ଉଚିତ ? ଏଣିକି ହେଉ ଆଲୋଚିତ ଥରଟେ କରିଲେ ବିଚାର ଲିପିରେ ଘଟିବ ସଂସ୍କାର ର୍ତ୍ତ ଦେଖିଲେ ସୁଦ୍ଧା ଆଖି ର୍‌ତ୍ତ କେହି କହଂତି କି ?…

ଉଛୁଳି ପଡ଼ିଲେ

ଶ୍ରୀମାନ ସର୍ବଗିଳାଙ୍କ ‘ଲଘୁକଥା’ ଗୋଟାଏ କଥା ମନେପଡୁଛି, ଇଚ୍ଛା ହେଲା କହିବାକୁ ତେଣୁ କହୁଛି । ଜଣେ ସାଧୁ ଜଙ୍ଗଲରେ କୁଟୀର ନିର୍ମାଣକରି ତପସ୍ୟା କରୁଥିଲେ । କମ୍ବଳ, କମଣ୍ଡଳୁ, କୌପୁନି ଛଡ଼ା ଆଉ ସେମିତି କିଛି ସମ୍ବଳ ନଥିଲା -ତାଙ୍କର । ବିନା ବାସନରେ ପତରରେ ଖାଇ ଫିଙ୍ଗିଦେଉଥିଲେ ।…

କବିତା : ସ୍ମୃତି

ପ୍ରଲିପ୍ତା ଛୋଟରାୟ ସ୍ମୃତି କଣ? ଦୁଇ ବୁନ୍ଦା ଲୁହ ଚେନାଏ ହସ ! ସ୍ମୃତି ହୋଇପାରେ କି ସମ୍ଭାବ୍ୟ ସମ୍ପର୍କ? ପ୍ରତିଟି ମୁହୂର୍ତ୍ତର ? କାଲିର କୁହୁଡିଆ ଅନ୍ଧାର ଯେ ଆଜି ମୃଦୁ ମଳୟ, କାଲିକୁ ପୁଣି ଏକ ନିଦାଘର ସଜ୍ଜଳ ବନ୍ଦାପନା ପ୍ରକୃତି କେଡ଼େ ଅସ୍ଥିର ସତେ!…

ଭାଷା ଭାଗବତ : ନେତା-ବାଣୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯାହା ମୋ ତୁଂଡର ବଚନ ତାହା ହିଁ ଅଟେ ସୁଶାସନ ମାନୁଛ ଅଥବା ନ ମାନ ଭିନ୍ନ ଦଳର ନେତାଗଣ ଜନତା କଲା ମୋତେ ନେତା ଶୁଣି ମାନୁଛି ମୋର କଥା ସ୍ବଦେଶ କରୁଛି ଉନ୍ନତି ସଭିଏଁ ସ୍ପଷ୍ଟ ଦେଖୁଛଂତି ବିରୋଧ ନିମଂତେ ବିରୋଧ କରିଲେ…

ରମାଦେବୀ ବିଶ୍ୱ ବିଦ୍ୟାଳୟରେ ‘ସ୍ମୃତିରେ ଜୟନ୍ତ ମହାପାତ୍ର’ ଆୟୋଜିତ

ଭୁବନେଶ୍ୱର : ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବିଶିଷ୍ଟ କବି ସ୍ଵର୍ଗତଃ ଜୟନ୍ତ ମହାପାତ୍ରଙ୍କ ସ୍ମୃତିରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗରେ ବିଭାଗୀୟ ମୁଖ୍ୟ ମନୀଷା ମିଶ୍ରଙ୍କ ତତ୍ୱାବଧାନରେ ସ୍ବର୍ଗତଃ ମହାପାତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ "ସ୍ମୃତିରେ ଜୟନ୍ତ…

ପୁସ୍ତକ ପରିଚୟ : ଏମିଲିଆ ଫର୍ଣ୍ଣାଡେଜ

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା ଲେଖକ : କୁଳମଣି ଷଡ଼ଙ୍ଗୀଙ୍କ ମେଘାଳୟ ଅନୁଭୂତି "ଏମିଲିଆ ଫର୍ଣ୍ଣାଡେଜ" ପ୍ରକାଶକ ‐ ଶାନ୍ତିସେନା ପବ୍ଲିକେଶନ ମୂଲ୍ୟ ‐ ଟ୧୭୫/- ମାତ୍ର ! ଖୁବ୍ କମ୍ ସମୟ ମଧ୍ୟରେ ଓଡିଆ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ବିଂଶାଧିକ ଗ୍ରନ୍ଥ ଭେଟି…