Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଏହି ଦୁରବସ୍ଥା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନଦୀ ପିଏନି ନିଜ ଜଳ ଗଛ ଖାଏନି ନିଜ ଫଳ ଫୁଲ ଶୁଂଘେନି ନିଜ ବାସ ସୂର୍ଯକୁ ଅଲୋଡ଼ା ପ୍ରକାଶ ପାରସ୍ପରିକ ନିର୍ଭରତା ଯୋଗୁଁ ସଂଭବ ବିଶ୍ବ ସତ୍ତା ସଭିଏଁ କରୁଥାଂତି ଦାନ ତେଣୁ ତ ରହିଛି ଜୀବନ ସ୍ବୟଂଚାଳିତ ଯେଣୁ ବାୟୁ…

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ପୁସ୍ତକ ପ୍ରଦର୍ଶନୀ

ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ ତମ ଜୟନ୍ତୀ ପାଳନ ଅବସରରେ ଏକ ପୁସ୍ତକ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ଉଦଘାଟକ, ପୂର୍ବତନ…

କବିତା : ଚାଲ ଆଜି ଫେରିଯିବା

ମଞ୍ଜୁ ରାଣୀ ବେହେରା ଚାଲ ଆଜି ଫେରିଯିବା ପ୍ରକୃତିର କୋଳକୁ ମାଟି ମା ପାଖକୁ। ସେଇ ଗୋଧୂଳିର ଦାଣ୍ଡ ଝଙ୍କାଳିଆ ବରଗଛ କୋଇଲିର ମଧୁର ମୂର୍ଚ୍ଛନା ପହିଲି ବରଷାରେ ମହକୁଥିବାମାଟି ଲିପାଘର ଅଗଣା। ଚାଷୀଭାଇର ସବୁଜିମା କ୍ଷେତ ବିଲ, ପୋଖରୀ ବାଡିବଗିଚାର ସୁଆଦିଆ ପିଜୁଳି। ଗାଁ ମଝିର…

ଭାଷା ଭାଗବତ : ବହିକୁ ଆଦର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବହିକୁ ଅଧିକ ଆଦର ମିଳିବ ଜାଣି ଧୈର୍ଯ ଧର ତହିଁରେ ଥିଲେ ସ୍ବାନୁଭୂତି ପାଇବ ନିରବ ସ୍ବୀକୃତି ପାଠକ ବହିଟିଏ ପଢ଼ି ନିଜ ମନକୁ ନିଜେ ଗଢ଼ି ଆଗକୁ ପାରେ ଯଦି ବଢ଼ି ବହିକୁ ଦିଏନି ଫୋପାଡ଼ି …

ଗୁରୁଙ୍କ ପ୍ରତି ଆସ୍ଥା

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଥରେ ଗୁରୁ ଏବଂ ଶିଷ୍ୟ ଏକ ଗାଁ ଦେଇ ଯାଉଥିଲେ । ଅଳ୍ପ ଦୂର ଚାଲିବା ପରେ ଗୁରୁ ଶିଷ୍ୟଙ୍କୁ କନାଖଣ୍ଡେ ମାଗିଲେ । ଆଜ୍ଞାକାରୀ ଶିଷ୍ୟ କିଛି ବିଚାର ନ କରି ନିଜ ଧୋତିରୁ ଖଣ୍ଡେ ଚିରି ସଙ୍ଗେ ସଙ୍ଗେ ଦେଲେ । ଗୁରୁ ସେହି…

ଭାଷା ଭାଗବତ : ସକ୍ରିୟ ସାହସୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶିଷ୍ଟାଚାର କି ସଦାଚାର ବ୍ୟଭିଚାର କି ମିଥ୍ୟାଚାର କରିପାରିବା ଅଧିକାର ଅନେକେ କରଂତି ସ୍ବୀକାର ଏବେ ତ ନୂଆ ନବାଚାର ସବୁଠି ପଡ଼େ ଦରକାର ସାହସ ଦିଶୁନି କାହାର କରିବେ ଏହାକୁ ସ୍ବୀକାର ନ ହେଲେ ଶୀଘ୍ର ନବାୟନ ଆମର…

ଅନୁବାଦ କବିତା : ମେଘ ନଚାହିଁ ବି

ମୂଳ ବାଂଲା : ଶାମସୁର ରହମାନ ମେଘ ନଚାହିଁ ବି ପାଣି ମିଳିଯିବା ପରି ମୋ ହାତ ତୁମ ହାତପରେ ଏଇ ପ୍ରଥମ ଥର ପାଇଁ ପାଇଲି ତୁମର ସ୍ପର୍ଶ ମୋ ଭିତରେ କଣ ଯେ ହେଇଗଲା କିଏ ମତେ କହିବ ତାର ଅର୍ଥ ! ଆକାଶରେ ଗୋଲ ଜହ୍ନ ଖୁବ୍ ଚକମକ କରୁଥିଲା ନୂଆ ବାଦଶାହୀ ମୁଦ୍ରା ପରି ଅଥଚ ମୁଁ…

ସତ କି ମିଛ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଆଜିକାଲି ଆଉ କିଏ କ'ଣ ମିଛ କହୁଛନ୍ତି? ନା, ଏବେ ସମସ୍ତେ ସତ କହିବା ଶିଖିଯାଇଛନ୍ତି । ଆଜ୍ଞା ! ଆପଣମାନେ ଅନୁସନ୍ଧାନ କରୁନାହାନ୍ତି ! ବଳେ ଜାଣିଯିବେନି! ଏମିତିକା ଏତେ ସତ କହୁଛନ୍ତି ଯେ, କେହି ମିଛବୋଲି କହି ପାରିବେନି । ବାପା କହିଲେ ପୁଅରେ! ମୁଁ ଘରେ…

ଶ୍ରାବଣ ପୂର୍ଣ୍ଣିମା ଓ ରକ୍ଷାବନ୍ଧନ

ଲକ୍ଷ୍ମଣ ସାହୁ ଶ୍ରାବଣ ପୂର୍ଣ୍ଣିମା ହେଉଛି ଶ୍ରାବଣ ଏବଂ ଭାଦ୍ରବ ମାସକୁ ସଂଯୁକ୍ତ କରୁଥିବା ଏକ ପବିତ୍ର ତିଥି । ଗୋସ୍ୱାମୀ ତୁଳସୀ ଦାସଙ୍କ ‘ରାମଚରିତମାନସ’ରେ, ଏହି ଦୁଇ ମାସ ହେଉଛି ‘ରାମ’ ନାମକ ଦୁଇଟି ଚରିତ୍ର, ଯାହା ଭକ୍ତମାନଙ୍କ ଜୀବନର ଆଧାର ଅଟେ । ଯାହା ବହୁ ଶତାବ୍ଦୀ ଧରି ଭାରତୀୟ…

କବିତା : ମମତାର ରାକ୍ଷୀ

ଝରଣା ପାଢୀ ଚକଚକିଆ ସୁନା ରଙ୍ଗିଆ ଏଇ ମୋର ରାକ୍ଷୀ ଫୁଲ ସେନେହ ମମତା ଡୋରିରେ ଗୁନ୍ଥା ନୁହଁଇ ରେଶମୀ ଡୋର ।। ଭାଇରେ ଭାଇ ‌ ଭାଇ ମୋ ଭାଇ ଡାହାଣ ହାତ ତୋ ଦେ ବଢାଇ ବାନ୍ଧିବି ରାକ୍ଷୀ ଡୋର ଚାହିଁ ରହିଥିଲି ବରଷକ ପରେ ଆସିଛିରେ ଶୁଭ ବେଳ ।। ଭାଇରେ ଭାଇ ମୋ ସୁନା ଭାଇ…